ଦେବେନ୍ଦ୍ର ପୃଷ୍ଟି ଓଟ ଅଷ୍ଟ୍ରେଲିଆର ଦେଶୀ ପଶୁ ନୁହନ୍ତି। ଏ ପଶୁ ଅଷ୍ଟ୍ରେଲିଆରେ ମୂଳରୁ ନଥିଲେ। କିନ୍ତୁ ସେହି ଦେଶର ଜନଶୂନ୍ୟ ଦୁର୍ଗମ ଆଭ୍ୟନ୍ତରୀଣ ଅଞ୍ଚଳର ସନ୍ଧାନ କରିବାକୁ ୧୮୪୦ ମସିହାରେ ଭାରତରୁ କେତେକ ଓଟଙ୍କୁ ଆମଦାନୀ କରାଗଲା। ପରବର୍ତ୍ତୀ ଛଅ ଦଶନ୍ଧି ମଧ୍ୟରେ ଭାରତରୁ ପ୍ରାୟ ୨୦ ହଜାର ଓଟଙ୍କୁ ଅଷ୍ଟ୍ରେଲିଆ ଅଣ ...
ଯୁଦ୍ଧୋନ୍ମାଦନାର ଉତ୍ପାତରେ ଅଶାନ୍ତ ଏସିଆ
ମାୟାଧର ନାୟକ କରୋନା ମହାମାରୀ ବିରୁଦ୍ଧରେ ସାରା ବିଶ୍ୱ ଲଢୁଛି। ସବୁ ଦେଶ କହୁଛନ୍ତି - ଆମେ କରୋନା ବିରୁଦ୍ଧରେ ଯୁଦ୍ଧ କରୁଛୁ। ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ କ୍ଷୁଦ୍ରାତିକ୍ଷୁଦ୍ର ଅଦୃଶ୍ୟ ଭୂତାଣୁ କରୋନାକୁ କେହି ପରାସ୍ତ କରିପାରୁନାହାଁନ୍ତି। ମୃତ୍ୟୁ ଭୟରେ କେବଳ କିଛିକିଛି ପ୍ରତିରୋଧକ ବ୍ୟବସ୍ଥା ନେଉଛେ, ଯାହାଫଳରେ ସ ...
ଏ କ୍ଷତି ପାଇଁ ଦାୟୀ କିଏ?
ଦେବେନ୍ଦ୍ର ପୃଷ୍ଟି ୨୦୨୦ ମାର୍ଚ୍ଚ ୨୭ ତାରିଖରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଏକ ଚିଠି ଲେଖିଥିଲେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା। ସେଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଜାନୁଆର ୧୮ ତାରିଖରୁ ମାର୍ଚ୍ଚ ୨୩ ତାରିଖ ମଧ୍ୟରେ ଦେଶକୁ ଆସିଥିବା ବିମାନଯାତ୍ରୀଙ୍ ...
ଆମେ କାଗଜ ଦେଖାଇବୁନି
ସରଳ କୁମାର ଦାସ କେଇ ମାସ ତଳେ ସିଏଏ, ଏନପିଆର ଓ ଏନଆରସିକୁ ନେଇ ସାରା ଦେଶରେ ଅଶାନ୍ତି ସୃଷ୍ଟି ହୋଇଥିଲା। ସେତେବେଳେ ‘ହମ କାଗଜ ନହିଁ ଦିଖାଏଙ୍ଗେ’ (ଆମେ କାଗଜ ଦେଖାଇବୁନି) ନାମକ ଏକ ଶକ୍ତିଶାଳୀ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକି ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥିଲା। ଏହା ଏକ ପ୍ରକାର ମହାତ୍ମା ଗାନ୍ଧୀଙ ...
ଆତ୍ମନିର୍ଭରତାଠାରୁ ରିଲାଏନ୍ସ ପର୍ଯ୍ୟନ୍ତ
ଏ ପର୍ଯ୍ୟନ୍ତ ଭାରତୀୟ ସ୍ଵାଧୀନତା ଆନ୍ଦାଳନର ଆକାଶକୁ ସବୁଠାରୁ ଅଧିକ ଆଚ୍ଛାଦିତ କରିଥିବା ସ୍ଲୋଗାନା ହେଲା ଆତ୍ମନିର୍ଭର ଭାରତ ବା ସ୍ଵଦେଶୀ ଭାରତ। ଏହି ଆତ୍ମନିର୍ଭରତାକୁ ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତିବିଶଷ ଭିନ୍ନ ଭିନ୍ନ ଭାବେ ବ୍ୟାଖ୍ୟା କରି ଆସିଛନ୍ତି। ସାଧାରଣ ଲୋକ କିନ୍ତୁ ଆତ୍ମନିର୍ଭରତାର ଅର୍ଥ କହିଲେ ସାମନ୍ତବା ...
ବୋଝ ଉତାରିବ କିଏ?
ଦେବେନ୍ଦ୍ର ପୃଷ୍ଟି ବହୁ ବର୍ଷ ତଳେ ପିଲାମାନଙ୍କ ପାଠବହିରେ କବିତାଟିଏ ଥିଲା- ଶ୍ରମିକ ଭାଇରେ ଲାଗି ପଡ଼, କେଉଁ କାମ ଅବା ତତେ ବଡ଼! ଏବେ ସେମାନଙ୍କ ଜୀବନର ଭାର ବୋହିବା ହିଁ ସେମାନଙ୍କ ପାଇଁ ବହୁତ ବଡ଼ ହୋଇଯାଇଛି। ଏ ବୋଝ ବୋହି ସେମାନେ ଚାଲିଛନ୍ତି, ଫେରୁଛନ୍ତି ଘରମୁହାଁ- ଯେଉଁ ସହରକୁ କାମଧନ୍ଦା ସନ୍ଧାନରେ ଯାଇଥିଲେ ସେହି ...
ଓଡ଼ିଶା କରୋନା ଯୁଦ୍ଧରେ ଅଲୋଡ଼ା ବିଶେଷଜ୍ଞ!
ଦେବେନ୍ଦ୍ର ପୃଷ୍ଟି ୨୦୧୭ ମାର୍ଚ୍ଚ ୬ ତାରିଖରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରେସ ବିଜ୍ଞପ୍ତି ଆକାରରେ ଏକ ଘୋଷଣା କରାଯାଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଘୋଷଣା କରିଥିଲେ। ସେହି ଘୋଷଣା ଅନୁସାରେ ଓଡ଼ିଶା ସରକାର ପଦ୍ମ ଭୂଷଣ ଡାକ୍ତର କେ. ଶ୍ରୀନାଥ ରେଡ୍ଡିଙ୍କୁ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ପରାମର୍ଶଦା ...
କରୋନାକ୍ରାନ୍ତ ଚିହ୍ନଟ ପାଇଁ ସରକାରଙ୍କ ଆଗରେ ସହଜ ବାଟ କ’ଣ?
ଦେବେନ୍ଦ୍ର ପୃଷ୍ଟି କରୋନା ଭୂତାଣୁ ସଂକ୍ରମଣ ଏବଂ ତଜ୍ଜନିତ ଆତଙ୍କ ଯେପରି ଭାବେ ମାଡ଼ି ଚାଲିଛି ତାହାକୁ କେବଳ ସରକାରୀ ମେଡିକାଲ୍ ଷ୍ଟାଫ୍ ଓ ପୁଲିସ ବାହିନୀ ଅଟକାଇ ପାରିବେ ନାହିଁ। ଜଣକଠାରୁ ଅନ୍ୟ ଜଣକୁ, ତାଙ୍କଠାରୁ ଅନ୍ୟ କାହାକୁ ହୋଇ ଏହି ଭୂତାଣୁ ସହର ସହର ଗାଁ ଗାଁ ବ୍ୟାପିଥିବାର ଆଶଙ୍କାକୁ କେହି ଏଡ଼ାଇଦେଇ ପାରିବେ ...
ଏ ଗୁଜବ ପାଇଁ ଗିରଫ ହେବେ କିଏ?
ଦେବେନ୍ଦ୍ର ପୃଷ୍ଟି ‘ଗୋବର ଖାଇଲେ, ଗୋମୂତ୍ର ପିଇଲେ କରୋନା ଭୂତାଣୁ କିଛି କରିପାରିବ ନାହିଁ।’ ‘ଦିନ ୧୧ଟାରୁ ୨ଟା ମଧ୍ୟରେ ଟାଣ ଖରାରେ ୧୫ ମିନିଟ ବସିଲେ କରୋନା ଭୂତାଣୁ ଦେହରେ ଥିଲେ ବି ମରିଯିବେ।’ ‘ଯଜ୍ଞ କଲେ କରୋନା ଭୂତାଣୁ ସଂକ୍ରମଣ ହେବନାହିଁ।’ ‘ଯୋଗ ଓ ପ୍ରାଣାୟମ କଲେ କରୋନା ଭୂତାଣୁ ସଂକ୍ରମଣ ଭଲ ହୋଇଯ ...
ଗୋପାଳପୁର ବନ୍ଦର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି
ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅଧୀନରେ ଆସୁଥିବାରୁ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ (ଜିପିଏଲ୍)ରେ କାର୍ଯ୍ୟ ସ୍ୱାଭାବିକ ରହିଛି। ବର୍ଥରେ ମାଲ ପରିଚାଳନା ଜାରି ରହିଛି। କରୋନା-୧୯ ବ୍ୟାପିବାକୁ ରୋକିବା ଲାଗି ବନ୍ଦର ତରଫରୁ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ ...
ସ୍ୱାଗତମ କରୋନା ଭାଇରସ୍!
ଦେବେନ୍ଦ୍ର ପୃଷ୍ଟି ଶୀର୍ଷକ ପଢ଼ି ଚମକିବା ଦରକାର ନାହିଁ। ଏ ଲେଖା ମାଧ୍ୟମରେ କରୋନା ଭୂତାଣୁକୁ ସମର୍ଥନ କରାଯାଉନାହିଁ। ଯଥାଶୀଘ୍ର ଏହି ଭୂତାଣୁର ସଂପୂର୍ଣ୍ଣ ବିନାଶ ମାନବ ଜାତି ପାଇଁ ମଙ୍ଗଳକର। ତେବେ, ଏହି ଭୂତାଣୁର ମୁକାବିଲା କରିବା ବାଟରେ ମଣିଷ ସମାଜକୁ କେତେକ ଶିକ୍ଷା ମଧ୍ୟ ମିଳିଛି। ସେ ସଂପର୍କରେ କେତେକ ବିନ୍ଦୁ। ...
ଗୋଠ ସଂକ୍ରମଣ ଗୋଠ ରକ୍ଷଣ!
ଦେବେନ୍ଦ୍ର ପୃଷ୍ଟି କାଲି ଆମେ କଥା ହେଇଥିଲେ ଶିବଙ୍କ ଶନିଦଶା ସଂପର୍କରେ। କରୋନା ଛାନିଆରେ ଦେଶ ଓ ରାଜ୍ୟ ସରକାର କେମିତି ତାଲାବନ୍ଦ କଲେ? କେମିତି ଏହା ଏକରକମ ନିଷ୍ଫଳ ହେଲା ଓ ଏବେ ଆମକୁ ସାର୍ସ-କୋଭ-୨ ବା ନଭେଲ କରୋନା ଭୂତାଣୁ ସହିତ ରହିବାକୁ ହେବ ବୋଲି କୁହାଗଲାଣି ସେଇ ସଂପର୍କରେ। କେତେ ଜଣ ଆଲୋଚକ କହିଲେ, ତାଲାବ ...
କରୋନା ଶତକ
ହରେକୃଷ୍ଣ ସାହୁ 1- ସୃଷ୍ଟି * ବେଶି ଲୋକ କହୁଛନ୍ତି ଏଇଟି ଚୀନରୁ ଉହାନର ଗୋଟେ ଲାବୋରେଟୋରୀରୁ ବାହାରିଛି। * ଗୋଟେ ଭିଡିଓ ଦେଖିଥିଲି ଜଣେ ମୁସଲମାନ ମହିଳା କହୁଥିଲେ କରୋନା କୁରାନରୁ ବାହାରିଛି। * କିଛି ଲୋକ କହୁଛନ୍ତି ବଦମାସ୍ ମଣିଷକୁ ଦଣ୍ଡ ଦେବାପାଇଁ ଭଗବାନ ଏଇଟାକୁ ପଠେଇଛନ୍ତି। * ଆଉ କିଛି କହୁଛନ୍ତି ଚନ୍ଦ୍ର ...
ଜହ୍ନର ଜନ୍ମ ଓ ଜଳବାୟୁ ଜାଣିବ ଭାରତ!
ପିଆଇବି ଭାରତର ଭୂସମାନ୍ତର ଉପଗ୍ରହ ଉତକ୍ଷେପଣ ଯାନ ଜିଏସଏଲଭି ଏମକେ ଥ୍ରୀ-ଏମ ୱାନ ସଫଳତା ପୂର୍ବକ ୩୮୪୦ କିଗ୍ରା ଓଜନର ଚନ୍ଦ୍ରଯାନ-୨ ମହାକାଶଯାନକୁ ୨୦୧୯ ଜୁଲାଇ ୨୨ ତାରିଖରେ ପୃଥିବୀର କକ୍ଷପଥକୁ ଉତକ୍ଷେପଣ କରିଛି। ଏବେ ଏହି ମହାକାଶଯାନ ପୃଥିବୀ କକ୍ଷପଥର ନିକଟବର୍ତ୍ତୀ ସ୍ଥାନ ୧୬୯.୭ କିମି ଏବଂ ଦୂରବର୍ତ୍ତୀ ସ୍ଥାନ ୪୫ ...
ରାଷ୍ଟ୍ରର ସୁରକ୍ଷାରେ ମିଶନ ଶକ୍ତି
(୨୦୧୯ ମାର୍ଚ୍ଚ ୨୭ ତାରିଖରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ।) ମୋର ପ୍ରିୟ ଦେଶବାସୀ, ଆଜି ୨୭ ମାର୍ଚ୍ଚ, କିଛି ସମୟ ପୂର୍ବରୁ ଭାରତ ଏକ ଅଭୂତପୂର୍ବ ସିଦ୍ଧି ହାସଲ କରିଛି। ଭାରତ ଆଜି ନିଜର ନାମ ମହାକାଶ ମହାଶକ୍ତି-ସ୍ପେସ୍ ପାୱାର- ଭାବେ ଲିପିବଦ୍ଧ କରିଛି। ଏବେ ସୁଦ୍ଧା ବିଶ୍ୱର ତିନୋଟି ...
ଜାତୀୟ ବିଜ୍ଞାନ ଦିବସର ବାର୍ତ୍ତା
ଦେବେନ୍ଦ୍ର ପୃଷ୍ଟି ମାନବ ସମାଜକୁ ବିଜ୍ଞାନ ହେଉଛି ଏକ ସୁନ୍ଦର ଉପହାର। ଆମେ ଏହାକୁ ବିକୃତ କରିବା ନାହିଁ। ଏକଥା କହିଥିଲେ ଡକ୍ଟର ଏପିଜେ ଅବ୍ଦୁଲ କାଲାମ, ବିଶିଷ୍ଟ କ୍ଷେପଣାସ୍ତ୍ର ବିଜ୍ଞାନୀ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି। ବାସ୍ତବରେ ଆଧୁନିକ ମଣିଷ ହେଉଛି ବିଜ୍ଞାନର ଅବଦାନ। ଖୁସି ଓ ଆନନ୍ଦର ସନ୍ଧାନ କରୁଥ ...
ପ୍ରଯୁକ୍ତିର ପରିଣାମ ସଭ୍ୟତାର ବିନାଶ!
ଦେବେନ୍ଦ୍ର ପୃଷ୍ଟି ‘ପ୍ରଥମ ପ୍ରଯୁକ୍ତି ବିପ୍ଳବ ହେଉଛି ପ୍ରଥମ ବିଶ୍ୱ ଯୁଦ୍ଧର କାରଣ । ଦ୍ୱିତୀୟ ପ୍ରଯୁକ୍ତି ବିପ୍ଳବ ହେଉଛି ଦ୍ୱିତୀୟ ବିଶ୍ୱ ଯୁଦ୍ଧର କାରଣ । ଏବେ ତୃତୀୟ ପ୍ରଯୁକ୍ତି ବିପ୍ଳବ ଚାଲିଛି ।’ ଏକ ସାକ୍ଷାତକାରରେ ଏକଥା କହିଥିଲେ ଜ୍ୟାକ୍ ମା, ଜଣେ ବିଶ୍ୱ ବିଖ୍ୟାତ ଶିଳ୍ପୋଦ୍ୟୋଗୀ । ଚୀନା ମୂଳୋଦ୍ଭବ ଏହି ...
ଆଲୁଅଠୁଁ ବେଗବାନ!
ଦେବେନ୍ଦ୍ର ପୃଷ୍ଟି କିଂ ସ୍ୱିଦାଦିତ୍ୟମୁନ୍ନୟତି କେ ଚ ତସ୍ୟାଭିତଶ୍ଚରାଃ? କଶ୍ଚୈନମସ୍ତ ନୟତି କସ୍ମିଂଶ୍ଚ ପ୍ରତିତିଷ୍ଠତି? ସୂର୍ଯ୍ୟଙ୍କ ଉଦୟ କାହା ପାଇଁ? ତାଙ୍କ ଚାରି ପାଖେ କିଏ ବିଚରଣ କରନ୍ତି? କ’ଣ ପାଇଁ ସୂର୍ଯ୍ୟାସ୍ତ ହୁଏ? ସେ କାହା ଉପରେ ତିଷ୍ଠି ରହିଛନ୍ତି? ଏ ପ୍ରଶ୍ନ ଯକ୍ଷଙ୍କର । ମହାଭାରତ ପୁରାଣରେ ଧର୍ମର ...
ଏଣିକି କାରଖାନାରୁ ମିଳିବ ‘ଅହିଂସା ମାଂସ’!
ଖୁବ୍ ଶୀଘ୍ର ବଜାରକୁ ଆସିବ ଅହିଂସା ମାଉଁସ! ଏ ମାଂସ ଖାଇବାକୁ ଆଉ କୌଣସି ଜୀବହତ୍ୟା କରିବାକୁ ପଡ଼ିବ ନାହିଁ । କାରଖାନାରୁ ଉତ୍ପାଦିତ ହେବ । ପରୀକ୍ଷାଗାରରେ ପ୍ରସ୍ତୁତ ହୋଇସାରିଲାଣି । ଖାଲି ଫ୍ୟାକ୍ଟ୍ରି ଲାଗିଲେ ହେଲା । ଏଇ ଭାଷାରେ ନହେଲେ ମଧ୍ୟ ଠିକ୍ ଏହିପରି କିଛି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମ ...
କୃଷି ବିଭାଗରେ ବି କାମ କରୁନି ୫-ଟି ମନ୍ତ୍ର!
ବିଗତ ଦିନେ ଦୁଇଦିନ ତଳେ ବିଭିନ୍ନ ଗଣମାଧ୍ୟମରେ କେନ୍ଦ୍ରାପଡ଼ା ଓମ୍ଫେଡ୍ରେ ପାଖାପାଖି ୨୭ ଲକ୍ଷ ଟଙ୍କାର ଗୋଖାଦ୍ୟ ଓ ପଶୁ ଔଷଧ ବିତରଣରେ ଦୁର୍ନୀତି ବିଷୟରେ ବିଷଦ ଭାବରେ ପ୍ରକାଶିତ ହୋଇଛି । ୨୦୧୮-୧୯ ମସିହା ବାର୍ଷିକ ଅଡିଟ୍ ରିପୋର୍ଟରେ ଏକଥା ପଦାକୁ ଆସିଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଓମ୍ଫେଡ୍ କର୍ତ୍ତୃପକ୍ଷ ଘ ...
କରୋନା ପରେ ବଦଳିବ ବିଶ୍ୱ ବ୍ୟବସ୍ଥା?
ଦେବେନ୍ଦ୍ର ପୃଷ୍ଟି ଗୌତମ ବୁଦ୍ଧ ଓ ମହାତ୍ମା ଗାନ୍ଧୀଙ୍କ ବହୁ ପୂର୍ବରୁ ଭାରତୀୟ ସନାତନ ଧର୍ମର ଏକ ଆଦର୍ଶ ଥିଲା ‘ବସୁଧୈବ କୁଟୁମ୍ବକମ୍’। ସମଗ୍ର ଦୁନିଆ ଗୋଟିଏ ପରିବାର ଭାବେ ଦେଖିବାକୁ ଭାରତର ପୁରାତନ ମୁନିଋଷିମାନେ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ। ସେତେବେଳେ ସେମାନେ ବୁଝିଥିଲେ ଯେ ବିଶ୍ୱକୁ ଛାଡ଼ି ଦେଶର ସାମଗ୍ରିକ ...
ବିକାଶ ପାଇଁ ଆଇଡିଆ ଦେବାକୁ ଆହ୍ୱାନ କଲେ ଧର୍ମେନ୍ଦ୍ର ପ୍ରଧାନ
ପୂର୍ବକାଳରେ ଓଡିଆ ଲୋକମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡିକରେ ବେପାର ବଣିଜ କରି ବଡ ନାଁ କରିଥିଲେ। ବର୍ତମାନ ଘଡିସନ୍ଧି ମୁହୂର୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମାନଙ୍କରେ ରହୁଥିବା ସଫଳ ଓଡିଆମାନେ ଭାରତ ତଥା ଓଡିଶାର ବିକାଶ ପାଇଁ ନୂଆ ଆଇଡିଆ ଦିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ...
ଲେମ୍ବୁ-ସୁରକ୍ଷା, ଲଙ୍କା-ଯୁଦ୍ଧ!
ଦେବେନ୍ଦ୍ର ପୃଷ୍ଟି ଏଇ ୨୦୧୯ ଅକ୍ଟୋବର ୮ ତାରିଖରେ ଭାରତବର୍ଷରେ ପାଳିତ ହେଲା ଦଶହରା ବା ବିଜୟା ଦଶମୀ। ରାବଣ ଉପରେ ରାମଙ୍କର, ମହିଷାସୁର ଉପରେ ଦୁର୍ଗାଙ୍କର, ସତ୍ୟ ଉପରେ ଅସତ୍ୟର, ଅନ୍ୟାୟ ଓ ଉପରେ ନ୍ୟାୟର ବିଜୟର ପ୍ରତୀକ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ହିନ୍ଦୁମାନେ ଏହି ଧାର୍ମିକ-ସାଂସ୍କୃତିକ ପର୍ବ ପାଳନ କରି ଆ ...
କରୋନା- ଦୁଃଖ ଅପ୍ରମିତ!
ରବୀନ୍ଦ୍ର ନାଥ ମିଶ୍ର ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖି ଅବା କେହି ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ସମଗ୍ର ବିଶ୍ୱର ଚେତନା ଜଗତକୁ ଉଦବୁଦ୍ଧ ତଥା ସମୃଦ୍ଧ କରିଥିବା ଶ୍ରେଷ୍ଠ ସମାଜ ବିଜ୍ଞାନୀ ସନ୍ଥକବି ଭୀମଭୋଇଙ୍କର ଏହି ଉକ୍ତିର ସାର୍ଥକତା ଓ ବିଚାର, ଆଜି କରୋନାତ୍ରସ୍ତ ବିଶ୍ୱବାସୀଙ୍କ ପାଇ ...
ସରକାର କିଛି ଜାଣନ୍ତି ନାହିଁ!
ଦେବେନ୍ଦ୍ର ପୃଷ୍ଟି ସରକାର ଜାଣିଛନ୍ତି ତମାଖୁ ସେବନ କର୍କଟ ରୋଗର କାରଣ। ତଥାପି ସରକାର ତମାଖୁ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ଦିଅନ୍ତି ଓ ଲୋକେ ନଶୁଣିଲା ବା ନଦେଖିଲ ଭଳି କହନ୍ତି, ତମାଖୁ ସେବନ କର୍କଟ ରୋଗର କାରଣ ହୋଇପାରେ। ସରକାର ଜାଣନ୍ତି ମଦ ପିଇବା ଶରୀର ଓ ସମାଜର ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ଅଧିକ ଆଲ୍ ...
ମୋଦୀ ହୈ ତୋ ମୁମ୍କିନ୍ ହୈ!
ଦେବେନ୍ଦ୍ର ପୃଷ୍ଟି ୨୦୧୯ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇବେ ଇଥିଓପିଆର ଯୁବ ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲୀ। ନୋବେଲ ଶାନ୍ତି କମିଟି ଏହି ଘୋଷଣା କରିଛନ୍ତି। ଅଲୀ ମାତ୍ର ଦେଢ଼ ବର୍ଷ ହେବ ଇଥିଓପିଆର ପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି। ଏଇ କମ୍ ସମୟ ମଧ୍ୟରେ ସେ ଏମିତି କ’ଣ କଲେ ଯେ ନୋବେଲ କମିଟି ତାଙ୍କୁ ବିଶ୍ୱ ...
ନବମାନବ ଇସ୍ତାହାର-୨
ମାୟାଧର ନାୟକ ଏହି ଭାରତରେ ବଣିକତନ୍ତ୍ରୀ ସାମ୍ରାଜ୍ୟବାଦୀ ବ୍ରିଟିଶଙ୍କୁ ହଟାଇବା ପାଇଁ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇ ‘କର ବା ମର’ ଡାକରା ଆକୁମାରୀ ହିମାଚଳକୁ କରିଥିଲା ଚଳଚଂଚଳ। ବ୍ରିଟିଶ୍ ବିରୋଧୀ ମହାବିପ୍ଳବର ଜନକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆହ୍ୱାନ ଦେଇଥିଲେ - ମତେ ରକ୍ତ ଦିଅ ...
ନବମାନବ ଇସ୍ତାହାର
ମାୟାଧର ନାୟକ ମାନବସମାଜର ମୁକ୍ତି ପାଇଁ ଏକ ନବମାନବସମାଜର ସଂବିଧାନ ଘୋଷଣା ଜରିଆରେ ଶାନ୍ତି, ମୈତ୍ରୀ, ସାମ୍ୟ ପ୍ରତିଷ୍ଠା ଆମର ଲକ୍ଷ୍ୟ। ସମଗ୍ର ବିଶ୍ୱରେ ପେଟକୁ ଦାନା, ଦେହକୁ କନା, ମୁଣ୍ଡ ଗୁଞ୍ଜିବାକୁ ଅନ୍ତତଃ ବଖୁରିଏ ବସାଘର ପାଇବା - ଏ ମଣିଷଜାତିର ଜନ୍ମଗତ ଅଧିକାର। ଏ ବିଶ୍ୱ ଉପରେ ସମସ୍ତଙ୍କର ଅଧିକାର। ଆକାଶ, ପାତ ...
କୁତ୍ତାକ୍, ବେରହମପୁର ଓ ଶାଲିପୁର ଭଲ ଲାଗୁଛି!
ବୈଷ୍ଣବ ଯେନା ବର୍ତ୍ତମାନର ମୁମ୍ୱାଇ ମହାନଗରୀ ସମେତ କୋଲକତା, ଗୁଆହାଟୀ ଏବଂ ପୁଣେ (ପୁନେ) ମହାନଗରୀ ଗୁଡିକରେ ନାମ ନିକଟ ଅତୀତରେ ଏହା ନଥିଲା। ଏହା ଯଥାକ୍ରମେ ବମ୍ୱେଇ, କାଲକାଟା, ଗୌହାଟୀ ଏବଂ ପୁନା ଥିଲା। ମାତ୍ର ସେହି ସହର ତଥା ସେହି ରାଜ୍ୟର ଐତିହ୍ୟକୁ ବିଶ୍ୱାସ କରୁଥିବା ଲୋକ ସେଗୁଡ଼ିକର ବନାନ ଶୁଦ୍ଧିକରଣ କରିଦେଲେ। ...
ମହାତ୍ମା ଗାନ୍ଧୀଙ୍କ କୋଡ଼ିଏ କଥା
୧. ଶାରୀରିକ ସାମର୍ଥ୍ୟରୁ ଶକ୍ତି ମିଳେ ନାହିଁ। ଶକ୍ତି ମିଳେ ଅଦମନୀୟ ଇଚ୍ଛାରୁ। ୨. ଯେଉଁଠି ପ୍ରେମ ସେଇଠି ଜୀବନ। ୩. ପ୍ରତ୍ୟେକ ମଣିଷର ଆବଶ୍ୟକତା ମେଣ୍ଟେଇବାକୁ ପୃଥିବୀରେ ଯଥେଷ୍ଟ କିଛି ଅଛି, କିନ୍ତୁ କୌଣସି ଲୋକର ଲୋଭ ପୂରଣ କରିବାକୁ ତାହା ଯଥେଷ୍ଟ ନୁହେଁ। ୪. ତୁମେ ଯାହା ଭାବୁଛ, କହୁଛ ଓ କରୁଛି ତା’ ମଧ୍ୟର ...