ଜୀବନ ସଂପର୍କରେ

News Story - Posted on 2016-01-16

୧. ଅତୀତରେ ରହିଯାଅ ନାହିଁ, ଭବିଷ୍ୟତର ସ୍ବପ୍ନ ଦେଖ ନାହିଁ; ଏଇ ମୁହୂର୍ତ୍ତ ଉପରେ ମଗ୍ନ ରୁହ | - ଗୌତମ ବୁଦ୍ଧ

୨. ନିଜକୁ ଖୋଜି ପାଇବା ଜୀବନ ନୁହେଁ; ନିଜକୁ ସୃଷ୍ଟି କରିବା ହିଁ ଜୀବନ | - ଜର୍ଜ ବାର୍ଣ୍ଣାଡ଼ ଶ

୩. ପ୍ରେମ ଦ୍ବାରା ଅନୁପ୍ରାଣୀତ ଓ ଜ୍ଞାନ ଦ୍ବାରା ନିର୍ଦ୍ଦେଶିତ ଜୀବନ ହେଉଛି ଉତ୍ତମ ଜୀବନ | - ବର୍ଟାଣ୍ଡ ରସେଲ୍

୪. ଖୁସି କୋଉ ବସ୍ତୁରେ ତିଆରି ଖୋଜିଲେ ତମେ କେବେ ବି ଖୁସି ହେଇପାରିବନି; ଜୀବନର ମାନେ ଖୋଜିଲେ ତମେ କେବେ ଜୀବନ କ’ଣ ଜାଣିପାରିବନି | - ଆଲବର୍ଟ କାମ୍ୟୁ

୫. ମୋର ଗୋଟେ ସରଳ ଦର୍ଶନ: ଯାହା ଖାଲି ତା’କୁ ପୂର୍ଣ୍ଣ କର, ଯାହା ପୂର୍ଣ୍ଣ ତା’କୁ ଶୂନ୍ୟ କର, ଯେଉଁଠି କୁଣ୍ଢେଇ ହଉଚି ସେଇଠି କୁଣ୍ଢାଅ | - ଆଲିସ୍ ରୁଜଭେଲ୍ଟ ଲଙ୍ଗବର୍ଥ

୬. ଜୀବନ ନିଜେ ଗୋଟେ ଆଶ୍ଚର୍ଯ୍ୟଜନକ ପରୀ କାହାଣୀ | - ହାନ୍ସ କ୍ରିଷ୍ଟିଆନ୍ ଆଣ୍ଡରସନ୍

୭. କିଛି ଭଲ ବନ୍ଧୁ, କିଛି ଭଲ ବହି ଓ ଏକ ତନ୍ଦ୍ରା ବିଜଡ଼ିତ ବିବେକ: ଏହା ହିଁ ଆଦର୍ଶ ଜୀବନ | - ମାର୍କ ଟ୍ବାଇନ୍


ପ୍ରତିକ୍ରିୟା

ଅଖଣ୍ଡ - Email: akhand11@rediffmail.com - Posted on 2016-04-07 11:52:09

ପରମାତ୍ମାଙ୍କ ପ୍ରାପ୍ତି ପାଇଁ ସୃଷ୍ଟି ହୋଇଥିବା ଏକ ସମୃଦ୍ଧ ଜୀବ ସତ୍ତା ହେଉଛି ମଣିଷ ଜୀବନ ।

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top