ତିଥି ବାର ବେଳା- ଏପ୍ରିଲ ୧୬-୨୨, ୨୦୧୮

News Story - Posted on 2018-04-17

୧୬.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୩ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୧୬ ତାରିଖ, ସୋମବାର, ବୈଶାଖ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର । ଅଦ୍ୟ ବୈଶାଖ ଅମାବାସ୍ୟା ଓ ସୋମମହତୀ ସ୍ନାନ । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ମିଥୁନ ଓ ଧନୁ ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୭ରୁ ଘ୧୦ା୨୩, ରାତ୍ରି ଘ୧୧ା୩୦ରୁ ଘ୧ା୨୩, ଘ୨ା୩ରୁ ଘ୩ା୧୦ । ଅମୃତ ସୂର୍ଯ୍ୟୋଦୟରୁ ଘ୭ା୧୦, ଦିବା ଘ୧୧ା୫୭ରୁ ଘ୨ା୧୭, ଘ୪ା୧୦ରୁ ଘ୭ା୩୦, ରାତ୍ରି ଘ୪/୧୦ରୁ ନିଶାନ୍ତ ।

 

୧୭.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୪ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୧୭ ତାରିଖ, ମଙ୍ଗଳବାର, ବୈଶାଖ ଶୁକ୍ଳପକ୍ଷ, ପ୍ରତିପଦ (ଦ୍ୱିତୀୟା କ୍ଷୟ) ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର । ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା, ହରିମଙ୍ଗଳ ବ୍ରତ । ତ୍ର୍ୟହସ୍ପର୍ଶା ତିଥି ଓ ଯମଘଣ୍ଟକ ଯୋଗ । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ଧନୁ ରାଶିର ଘାତନକ୍ଷତ୍ର । ମକର ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୩ରୁ ଘ୪ା୧୦, ରାତ୍ରି ଘ୧୦ା୩ରୁ ଘ୧୨ା୧୦ । ଅମୃତ ଦିବା ଘ୭ା୩ରୁ ଘ୯ା୨୩ରୁ ଘ୧୧ା୧୭ରୁ ଘ୧୨ା୫୭, ରାତ୍ରି ଘ୧୨/୧୦ରୁ ଘ୪ା୧୦ ।

 

୧୮.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୫ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୧୮ ବୁଧବାର, ବୈଶାଖ ଶୁକ୍ଳପକ୍ଷ, ତୃତୀୟା ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର । ଅଦ୍ୟ ଅକ୍ଷୟତୃତୀୟା, ଚନ୍ଦନଯାତ୍ରାରମ୍ଭ ଓ ରଥ ଅନୁକୂଳ । ପାପଯୋଗ । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । କର୍କଟ ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ଅଦ୍ୟ ଅକ୍ଷୟ ତୃତୀୟା । କୃଷକମାନଙ୍କ ପାଇଁ ବୀଜବପନ ଓ ବୃକ୍ଷରୋପଣ ଅନୁକୁଳ ଶୁଭ । ଏହି ତିଥିରେ ଚନ୍ଦନ, ରୋ÷ପ୍ୟ, ଧାନ୍ୟ ଓ ଘୃତ ଦାନକଲେ ସୁଖସମ୍ପତ୍ତି ବୃଦ୍ଧି ଘଟେ । ଶୁଭକର୍ମ ପାଇଁ ତିଥି ଅକର୍ମଣ୍ୟ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୩, ଦିବା ଘ୪ା୧୦ରୁ ଘ୭ା୨୩, ରାତ୍ରି ଘ୮ା୩ରୁ ଘ୧୦ା୧୦, ଘ୪ା୧୦ରୁ ନିଶାନ୍ତ । ଅମୃତ ଦିବା ଘ୭ା୨୩ରୁ ଘ୯ା୩, ଘ୧ା୫୦ରୁ ଘ୪ା୧୦, ରାତ୍ରି ଘ୧୧/୫୦ରୁ ଘ୨ା୧୦ ।

 

୧୯.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୬ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୧୯ ତାରିଖ, ଗୁରୁବାର, ବୈଶାଖ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର । ଶୁଭକର୍ମ - ଗୃହାରମ୍ଭ ଓ ପ୍ରବେଶ । ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । କୁମ୍ଭ ଓ ତୁଳା ରାଶିର ଘାତବାର । ବୃଷ ଓ କୁମ୍ଭ ରାଶିର ଘାତତିଥି । ମକର ରାଶିର ଘାତନକ୍ଷତ୍ର । କନ୍ୟା ରାଶିର ଘାତଚନ୍ଦ୍ର । ଶୁଭକର୍ମ ପାଇଁ ନିର୍ଘଣ୍ଟ ଥିବା ପ୍ରାରମ୍ଭ ସମୟ ଦିନାର୍ଦ୍ଧ ମଧ୍ୟେ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୭, ଦିବା ଘ୧୧ା୩୦ରୁ ଘ୧ା୨୩, ସଂଧ୍ୟା ଘ୫ା୩୦ରୁ ଘ୭ା୩୭, ରାତ୍ରି ଘ୧ା୩୭ରୁ ଘ୩ା୩୦, ଘ୪ା୧୦ରୁ ନିଶାନ୍ତ । ଅମୃତ ଦିବା ଘ୧ା୨୩ରୁ ଘ୩ା୩, ରାତ୍ରି ଘ୭/୩୭ରୁ ଘ୧୧ା୩୭ ।

 

୨୦.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୭ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୨୦ ତାରିଖ, ଶୁକ୍ରବାର, ବୈଶାଖ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ବୃଷ ଚନ୍ଦ୍ର, ମୃଗଶିରା ନକ୍ଷତ୍ର । ଅଦ୍ୟ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ । ଶୁଭକର୍ମ - ବିବାହ, ଗୃହାରମ୍ଭ ଓ ପ୍ରବେଶ । ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ବିଛା ଓ ମୀନ ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଂଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୦ରୁ ଘ୯ା୪୩, ଘ୧୨ା୩୦ରୁ ଘ୨ା୩୭ । ଅମୃତ ସୂର୍ଯ୍ୟୋଦୟରୁ ଘ୭ା୫୦, ସଂଧ୍ୟା ଘ୫ା୩୦ରୁ ଘ୯ା୧୦, ରାତ୍ରି ଘ୨/୩୦ରୁ ନିଶାନ୍ତ ।

 

୨୧.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୮ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୨୧ ତାରିଖ, ଶନିବାର, ବୈଶାଖ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର । ଅଦ୍ୟ ରାମାନୁଜାଚାର୍ଯ୍ୟ ଜୟନ୍ତୀ ଓ ଶନିଶ୍ଚର ଯଜ୍ଞ । ତିଥ୍ୟମୃତ ଯୋଗ । ଶୁଭକର୍ମ - ଗୃହାରମ୍ଭ । ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ମେଷ ଓ କର୍କଟ ରାଶିର ଘାତତିଥି । କନ୍ୟା ରାଶିର ଘାତଚନ୍ଦ୍ର । ପୁଷ୍କର ମୃତେ ୧ପାଦ, ସଂଧ୍ୟା ଘ୫ା୩୧ ଗତେ ୨ପାଦ ଓ ରାତ୍ରି ଘ୮ା୩୧ ଗତେ ୩ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୩୭ରୁ ଘ୮ା୩୦ । ଅମୃତ ଦିବା ଘ୧୦ା୧୭ରୁ ଘ୧୨ା୩୭, ଘ୨ା୩୦ରୁ ଘ୪ା୧୦, ରାତ୍ରି ଘ୧୧/୧୭ରୁ ଘ୩ା୧୭ ।

 

୨୨.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୯ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୨୨ ତାରିଖ, ରବିବାର, ବୈଶାଖ ଶୁକ୍ଳପକ୍ଷ, ସପ୍ତମୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ମେଷ ରାଶିର ଘାତବାର । ଧନୁ ରାଶିର ଘାତତିଥି । କନ୍ୟା ରାଶିର ଘାତଚନ୍ଦ୍ର । ମୃତେ ପୁଷ୍କର ୩ପାଦ, ଦିବା ଘ୪ା୨୯ ଗତେ ୨ପାଦ ଓ ସଂଧ୍ୟା ଘ୫ା୩ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୫ରୁ ଘ୧୦ା୧୮, ଘ୧ା୫ରୁ ଘ୩ା୧୨, ସଂଧ୍ୟା ଘ୬ା୫ରୁ ଘ୮ା୧୨, ରାତ୍ରି ଘ୨ା୧୨ରୁ ଘ୪ା୫ । ଅମୃତ ପ୍ରାତଃ ଘ୬ା୫ରୁ ଘ୮ା୨୫, ରାତ୍ରି ଘ୮/୧୨ରୁ ଘ୯ା୫୨ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top