ତିଥି ବାର ବେଳା- ଫେବୃଆରୀ ୫-୧୧, ୨୦୧୮

News Story - Posted on 2018-02-06

୫.୨.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୨୩ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୫ ତାରିଖ, ସୋମବାର, ଫାଲ୍ଗୁନ କୃଷ୍ଣପକ୍ଷ, ପଞ୍ଚମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ମଳ ନକ୍ଷତ୍ର। ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୧ା୪୦ ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩/୧୨ରୁ ଘ୫/୫, କାଳବେଳା -ଦିବା ଘ୮/୫ରୁ ଘ୯/୧୨, କାଳରାତ୍ରି -ରା.ଘ୧୧/୧୮ରୁ ଘ୧୨ା୨୫। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୨ରୁ ଘ୧୧ା୧୮, ରାତ୍ରି ଘ୧୨ା୨୫ରୁ ଘ୨ା୧୮, ଘ୨ା୫୮ରୁ ଘ୪ା୧୫। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୫, ଦିବା ଘ୧୨ା୫୨ରୁ ଘ୩ା୧୨,  ଘ୫ା୫ରୁ ଘ୮ା୨୫, ରାତ୍ରି ଘ୫ା୫ରୁ ନିଶାନ୍ତ।

 

୬.୨.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୨୪ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୬ ତାରିଖ, ମଙ୍ଗଳବାର, ଫାଲ୍ଗୁନ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ମକର ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୭/୧୮ରୁ ଘ୭/୫୮, କାଳବେଳା -ଦିବା ଘ୧/୫୨ରୁ ଘ୨/୫୮, କାଳରାତ୍ରି -ରା.ଘ୭/୨୮ରୁ ଘ୮ା୨୫। ମୃତେ ପୁଷ୍କର ୧ପାଦ, ଦିବା ଘ୭ା୪୯ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୫୭ରୁ ଘ୫ା୪, ରାତ୍ରି ଘ୧୦ା୫୭ରୁ ଘ୧ା୪। ଅମୃତ ଦିବା ଘ୭ା୫୭ରୁ ଘ୧୦ା୧୭, ଘ୧୨ା୧୧ରୁ ଘ୧ା୫୧,  ରାତ୍ରି ଘ୧ା୪ରୁ ଘ୪ା୫୪।

 

୭.୨.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୨୫ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୭ ବୁଧବାର, ଫାଲ୍ଗୁନ କୃଷ୍ଣପକ୍ଷ, ସପ୍ତମୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଗଳଗ୍ରହ ତିଥି ଓ ସିଦ୍ଧିଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। କର୍କଟ ରାଶିର ଘାତବାର, ଧନୁ ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧/୧୧ରୁ ଘ୨/୪, କାଳବେଳା -ଦିବା ଘ୯/୫୭ରୁ ଘ୧୧/୪, କାଳରାତ୍ରି -ରା.ଘ୩/୫୭ରୁ ଘ୫ା୪। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଅଷ୍ଟକା ନିତ୍ୟଶ୍ରାଦ୍ଧ ବିହିତ। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୬, ଦିବା ଘ୫ା୩ରୁ ଘ୮ା୧୬, ରାତ୍ରି ଘ୮ା୫୬ରୁ ଘ୧୧ା୩, ଘ୫ା୩ରୁ ନିଶାନ୍ତ। ଅମୃତ ଦିବା ଘ୮ା୧୬ରୁ ଘ୯ା୫୬, ଘ୨ା୪୩ରୁ ଘ୫ା୩,  ରାତ୍ରି ଘ୧୨ା୪୩ରୁ ଘ୩ା୩।

 

୮.୨.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୨୬ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୮ ତାରିଖ, ଗୁରୁବାର, ଫାଲ୍ଗୁନ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର। ଦିବା ଘ୮/୨୬ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ସଂଧ୍ୟା ଘ୫/୪ରୁ ଘ୬/୨୪, କାଳବେଳା -ଦିବା ଘ୩/୫୭ରୁ ଘ୫/୪, କାଳରାତ୍ରି -ରା.ଘ୧/୨୪ରୁ ଘ୨ା୩୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଅନ୍ୱଷ୍ଟକା ନିତ୍ୟଶ୍ରାଦ୍ଧ ବିହିତ। ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୦, ଦିବା ଘ୧୨ା୨୩ରୁ ଘ୨ା୧୬, ସଂଧ୍ୟା ଘ୬ା୨୩ରୁ ଘ୮ା୩୦, ରାତ୍ରି ଘ୨ା୩୦ରୁ ଘ୪ା୨୩, ଘ୫ା୩ରୁ ନିଶାନ୍ତ। ଅମୃତ ଦିବା ଘ୨ା୧୬ରୁ ଘ୩ା୫୬, ରାତ୍ରି ଘ୮ା୩୦ରୁ ଘ୧୨ା୩୦।

 

୯.୨.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୨୭ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୯ ତାରିଖ, ଶୁକ୍ରବାର, ଫାଲ୍ଗୁନ କୃଷ୍ଣପକ୍ଷ, ନବମୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ବିଛା ଓ ମୀନ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, କର୍କଟ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୩୬ରୁ ଘ୧୨/୧୬, କାଳବେଳା -ଦିବା ଘ୧୨/୧୬ରୁ ଘ୨/୩୬, କାଳରାତ୍ରି -ରା.ଘ୯/୩୬ରୁ ଘ୧୦ା୪୩। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଉପାଷ୍ଟକା ନିତ୍ୟଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୩ରୁ ଘ୧୦ା୩୬,  ଘ୧ା୨୩ରୁ ଘ୩ା୩୦। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୩, ସଂଧ୍ୟା ଘ୬ା୨୩ରୁ ଘ୧୦ା୩, ରାତ୍ରି ଘ୩ା୨୩ରୁ ନିଶାନ୍ତ।

 

୧୦.୨.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୨୮ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧୦ ତାରିଖ, ଶନିବାର, ଫାଲ୍ଗୁନ କୃଷ୍ଣପକ୍ଷ, ଦଶମୀ ତିଥି, ବିଛା ଚନ୍ଦ୍ର, ଜେଷ୍ଠା ନକ୍ଷତ୍ର। ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ରାତ୍ରି ଘ୮ା୩୯ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ମୀନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧/୩୦ରୁ ଘ୩/୨୩, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୩୦, ସଂଧ୍ୟା ଘ୫/୩ରୁ ଘ୭/୩୦, କାଳରାତ୍ରି -ରା.ଘ୫/୩ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୩୦ରୁ ଘ୯ା୨୩। ଅମୃତ ଦିବା ଘ୧୧ା୧୦ରୁ ଘ୧ା୩୦, ଘ୩ା୨୩ରୁ ଘ୫ା୩, ରାତ୍ରି ଘ୧୨ା୧୦ରୁ ଘ୪ା୧୦।

 

୧୧.୨.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୨୯ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧୧ ତାରିଖ, ରବିବାର, ଫାଲ୍ଗୁନ କୃଷ୍ଣପକ୍ଷ, ଏକାଦଶୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଅଦ୍ୟ ପଙ୍କୋଦ୍ଧାର ଏକାଦଶୀ। ପାପଯୋଗ-ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ମେଷ ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ମୀନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୧/୧୫ରୁ ଘ୧୨/୫୫, କାଳବେଳା -ଦିବା ଘ୧୨/୫୫ରୁ ଘ୨/୨, କାଳରାତ୍ରି -ରା.ଘ୨/୨ରୁ ଘ୩/୯। ମୃତେ ପୁଷ୍କର ୧ପାଦ, ଦିବା ଘ୩ା୧୫ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ପଙ୍କୋଦ୍ଧାର ଏକାଦଶୀ। କେବଳ ବିଧବା ଓ ବୈଷ୍ଣବ୍ୟ ଏକାଦଶୀ ବ୍ରତ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯/୨୨ରୁ ଘ୧୧/୧୫, ଘ୨/୨ରୁ ଘ୪/୯, ସଂଧ୍ୟା ଘ୭/୨୦ରୁ ଘ୯/୯, ରାତ୍ରି ଘ୩ା୯ରୁ ଘ୫ା୨। ଅମୃତ ଦିବା ଘ୭ା୨ରୁ ଘ୯ା୨୨, ରାତ୍ରି ଘ୯ା୯ରୁ ଘ୧୦ା୪୯।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top