ତିଥି ବାର ବେଳା- ଜାନୁଆରୀ ୨୯-ଫେବୃଆରୀ ୪, ୨୦୧୮

News Story - Posted on 2018-01-30

୨୯.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୧୬ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨୯ ତାରିଖ, ସୋମବାର, ମାଘ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ମଳ ନକ୍ଷତ୍ର । ଅଦ୍ୟ ଶ୍ରୀନିତ୍ୟାନନ୍ଦ ଗୋସ୍ୱାମୀଙ୍କ ଜନ୍ମୋତ୍ସବ । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର । ବାରବେଳା - ଦିବା ଘ୩/୧୪ରୁ ଘ୫/୭, କାଳବେଳା -ଦିବା ଘ୮/୭ରୁ ଘ୯/୧୪, କାଳରାତ୍ରି -ରା.ଘ୧୧/୨୦ରୁ ଘ୧୨ା୨୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୪ରୁ ଘ୧୧ା୨୦, ରାତ୍ରି ଘ୧୨ା୨୭ରୁ ଘ୨ା୨୦, ଘ୩ା୦ରୁ ଘ୪ା୧୭ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୭, ଦିବା ଘ୧୨ା୫୪ରୁ ଘ୩ା୧୪, ସଂଧ୍ୟା ଘ୫ା୭ରୁ ଘ୮ା୨୭, ରାତ୍ରି ଘ୫ା୭ରୁ ନିଶାନ୍ତ ।

 

୩୦.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୧୭ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୩୦ ତାରିଖ, ମଙ୍ଗଳବାର, ମାଘ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର । ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ, ମହାତ୍ମାଗାନ୍ଧୀଙ୍କ ତିରୋଧାନ । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ମକର ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ଦିବା ଘ୩ା୫୪ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୭/୨୦ରୁ ଘ୮/୦, କାଳବେଳା -ଦିବା ଘ୧/୫୪ରୁ ଘ୩/୩, କାଳରାତ୍ରି -ରା.ଘ୭/୩୦ରୁ ଘ୮ା୨୭ । ମୃତେ ପୁଷ୍କର ୨ପାଦ, ରାତ୍ରି ଘ୯ା୨୨ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୩ା୦ରୁ ଘ୫ା୭, ରାତ୍ରି ଘ୧୧ା୦ରୁ ଘ୧ା୭ । ଅମୃତ ଦିବା ଘ୮ା୦ରୁ ଘ୧୦ା୨୦, ଘ୧୨ା୧୪ରୁ ଘ୧ା୫୪, ରାତ୍ରି ଘ୧ା୭ରୁ ଘ୫ା୭ ।

 

୩୧.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୧୮ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୩୧ ବୁଧବାର, ମାଘ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର । ଅଦ୍ୟ ଶ୍ରୀମନ୍ଦିରରେ ମାଘପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ, ଶ୍ରୀମନ୍ଦିରରେ ଗଜୋଦ୍ଧାରଣ ବେଶ ଓ ଚନ୍ଦ୍ରଗ୍ରହଣ । ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । କର୍କଟ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୧୩ରୁ ଘ୨/୬, କାଳବେଳା -ଦିବା ଘ୯/୫୯ରୁ ଘ୧୧/୬, କାଳରାତ୍ରି -ରା.ଘ୩/୫୯ରୁ ଘ୫ା୬ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଯୁଗାବ୍ଦ ନିତ୍ୟଶ୍ରାଦ୍ଧ ଓ ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧା ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୯, ଦିବା ଘ୫ା୬ରୁ ଘ୮ା୧୯, ରାତ୍ରି ଘ୮ା୫୯ରୁ ଘ୧୧ା୬, ଘ୫ା୬ରୁ ନିଶାନ୍ତ । ଅମୃତ ଦିବା ଘ୮ା୧୯ରୁ ଘ୯ା୫୯, ଘ୪ା୪୬ରୁ ଘ୫ା୬, ରାତ୍ରି ଘ୧୨ା୪୬ରୁ ଘ୩ା୬ ।

 

୧.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୧୯ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧ ତାରିଖ, ଗୁରୁବାର, ଫାଲ୍ଗୁନ କୃଷ୍ଣପକ୍ଷ, ପ୍ରତିପଦ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ଦିବା ଘ୩ା୩୧ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି । ମକର ରାଶିର ଘାତଚନ୍ଦ୍ର । ବାରବେଳା - ସଂଧ୍ୟା ଘ୫/୫ରୁ ଘ୬/୨୫, କାଳବେଳା -ଦିବା ଘ୩/୫୮ରୁ ଘ୫/୫, କାଳରାତ୍ରି -ରା.ଘ୧/୨୫ରୁ ଘ୨ା୩୨ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୨, ଦିବା ଘ୧୨ା୨୫ରୁ ଘ୨ା୧୮, ସଂଧ୍ୟା ଘ୬ା୨୫ରୁ ଘ୮ା୩୨, ରାତ୍ରି ଘ୨ା୩୨ରୁ ଘ୪ା୨୫, ଘ୫ା୫ରୁ ନିଶାନ୍ତ । ଅମୃତ ଦିବା ଘ୨ା୧୮ରୁ ଘ୩ା୫୮, ରାତ୍ରି ଘ୮ା୩୨ରୁ ଘ୧୨ା୩୨ ।

 

୨.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୨୦ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୨ ତାରିଖ, ଶୁକ୍ରବାର, ଫାଲ୍ଗୁନ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର । ଦଗ୍ଧାତିଥି ଓ ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ବିଛା ଓ ମୀନ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୩୯ରୁ ଘ୧୨/୧୯, କାଳବେଳା -ଦିବା ଘ୧୨/୧୯ରୁ ଘ୨/୩୯, କାଳରାତ୍ରି -ରା.ଘ୯/୩୯ରୁ ଘ୧୦ା୪୬ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୬ରୁ ଘ୧୦ା୩୯, ଘ୧ା୨୬ରୁ ଘ୩ା୩୩ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୬, ସଂଧ୍ୟା ଘ୬ା୨୬ରୁ ଘ୧୦ା୬, ରାତ୍ରି ଘ୩ା୨୬ରୁ ନିଶାନ୍ତ ।

 

୩.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୨୧ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୩ ତାରିଖ, ଶନିବାର, ଫାଲ୍ଗୁନ କୃଷ୍ଣପକ୍ଷ, ତୃତୀୟା ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର । ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମକର ରାଶିର ଘାତଚନ୍ଦ୍ର । ରାତ୍ରି ଘ୭ା୩୮ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି । ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୩୩ରୁ ଘ୩/୨୬, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୩୩, ସଂଧ୍ୟା ଘ୫/୬ରୁ ଘ୭/୩୩, କାଳରାତ୍ରି -ରା.ଘ୫/୬ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ, ଦିବା ଘ୧ା୫୬ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ଚତୁର୍ଥୀର ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୩୩ରୁ ଘ୯ା୨୬ । ଅମୃତ ଦିବା ଘ୧୧ା୧୩ରୁ ଘ୧ା୩୩, ଘ୩ା୨୬ରୁ ଘ୫ା୬, ରାତ୍ରି ଘ୧୨ା୧୩ରୁ ଘ୪ା୧୩ ।

 

୪.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୨୨ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୪ ତାରିଖ, ରବିବାର, ଫାଲ୍ଗୁନ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ମେଷ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୧/୧୮ରୁ ଘ୧୨/୫୮, କାଳବେଳା -ଦିବା ଘ୧୨/୫୮ରୁ ଘ୨/୨୫, କାଳରାତ୍ରି -ରା.ଘ୨/୫ରୁ ଘ୩ା୧୨ । ମୃତେ ପୁଷ୍କର ୨ପାଦ, ଦିବା ଘ୧ା୧୬ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୨୫ରୁ ଘ୧୧ା୧୮, ଘ୨ା୫ରୁ ଘ୪ା୧୨, ରାତ୍ରି ଘ୭ା୫ରୁ ଘ୯ା୧୨, ଘ୩ା୧୨ରୁ ଘ୫ା୫ । ଅମୃତ ଦିବା ଘ୭ା୫ରୁ ଘ୯ା୨୫, ରାତ୍ରି ଘ୯ା୫୨ରୁ ଘ୧୦ା୫୦ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top