ତିଥି ବାର ବେଳା- ଜାନୁଆରୀ ୮-୧୪, ୨୦୧୮

News Story - Posted on 2018-01-09

୮.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ଧନୁ ଦି୨୪ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୮ ତାରିଖ, ସୋମବାର, ମାଘ କୃଷ୍ଣପକ୍ଷ, ସପ୍ତମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ବିବେକାନନ୍ଦ ଓ ରାମାନନ୍ଦ ଜୟନ୍ତୀ। ଗଳଗ୍ରହ ତିଥି ଓ ପାପଯୋଗ-ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀ. ନ, ମେଷ ଓ କର୍କଟ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ଧନୁ ରାଶିର ଘାତତିଥି, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩/୧୫ରୁ ଘ୫/୮, କାଳବେଳା -ଦିବା ଘ୮/୮ରୁ ଘ୯/୧୫, କାଳରାତ୍ରି -ରା.ଘ୧୧/୨୧ରୁ ଘ୧୨ା୨୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ପାର୍ବଣ ଓ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୫ରୁ ଘ୧୧ା୨୧, ରାତ୍ରି ଘ୧୨ା୨୮ରୁ ଘ୨ା୨୧, ଘ୩ା୧ରୁ ଘ୪ା୧୮। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୮, ଦିବା ଘ୧୨ା୫୫ରୁ ଘ୩ା୧୫, ସଂଧ୍ୟା ଘ୫ା୮ରୁ ଘ୮ା୨୮, ରାତ୍ରି ଘ୫ା୮ରୁନିଶାନ୍ତ।

 

୯.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ଧନୁ ଦି୨୫ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୯ ତାରିଖ, ମଙ୍ଗଳବାର, ମାଘ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଗଳଗ୍ରହ ତିଥି ଓ ସିଦ୍ଧଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀ. ନ, ମେଷ ଓ କର୍କଟ ରାଶି। ମକର ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମିଥୁନ ରାଶିର ଘାତଚନ୍ଦ୍ର। ଦିବା ଘ୩ା୧ ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୭/୨୧ରୁ ଘ୮/୧, କାଳବେଳା -ଦିବା ଘ୧/୫୫ରୁ ଘ୩/୧, କାଳରାତ୍ରି -ରା.ଘ୭/୩୧ରୁ ଘ୮ା୨୮। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଅଷ୍ଟକା ନିତ୍ୟଶ୍ରାଦ୍ଧ। ଅଷ୍ଟମୀର ଏକୋଦ୍ଦିଷ୍ଟ ପାର୍ବଣ ଓ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୩ା୧ରୁ ଘ୫ା୮, ରାତ୍ରି ଘ୧୧ା୧ରୁ ଘ୧ା୮। ଅମୃତ ଦିବା ଘ୮ା୧ରୁ ଘ୧୦ା୨୧, ଘ୧୨ା୧୫ରୁ ଘ୧ା୫୫, ରାତ୍ରି ଘ୧ା୮ରୁ ଘ୫ା୮।

 

୧୦.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ଧନୁ ଦି୨୬ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧୦ ବୁଧବାର, ମାଘ କୃଷ୍ଣପକ୍ଷ, ନବମୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। କର୍କଟ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧/୧୫ରୁ ଘ୨/୮, କାଳବେଳା -ଦିବା ଘ୧୦/୧ରୁ ଘ୧୧/୮, କାଳରାତ୍ରି -ରା.ଘ୪/୧ରୁ ଘ୫ା୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଅନ୍ୱଷ୍ଟକା ନିତ୍ୟଶ୍ରାଦ୍ଧ। ନବମୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୧, ସଂଧ୍ୟା ଘ୫ା୮ରୁ ଘ୮ା୨୧, ରାତ୍ରି ଘ୯ା୧ରୁ ଘ୧୧ା୮, ଘ୫ା୮ରୁ ନିଶାନ୍ତ। ଅମୃତ ଦିବା ଘ୮ା୨୧ରୁ ଘ୧୦ା୧, ଘ୨ା୪୮ରୁ ଘ୫ା୮, ରାତ୍ରି ଘ୧୨ା୪୮ରୁ ଘ୩ା୮।

 

୧୧.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ଧନୁ ଦି୨୭ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧୧ ତାରିଖ, ଗୁରୁବାର, ମାଘ କୃଷ୍ଣପକ୍ଷ, ଦଶମୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ସିଦ୍ଧିଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୧ା୫୪ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ସଂଧ୍ୟା ଘ୫/୮ରୁ ଘ୬/୨୮, କାଳବେଳା -ଦିବା ଘ୪/୧ରୁ ଘ୫/୮, କାଳରାତ୍ରି -ରା.ଘ୧/୨୮ରୁ ଘ୨ା୩୫। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଉପାଷ୍ଟକା ନିତ୍ୟଶ୍ରାଦ୍ଧ। ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୫, ଦିବା ଘ୧୨ା୨୮ରୁ ଘ୨ା୨୧, ସଂଧ୍ୟା ଘ୬ା୨୮ରୁ ଘ୮ା୩୫, ରାତ୍ରି ଘ୨ା୩୫ରୁ ଘ୪ା୨୮, ଘ୫ା୮ରୁ ନିଶାନ୍ତ। ଅମୃତ ଦିବା ଘ୨ା୨୧ରୁ ଘ୪ା୧, ରାତ୍ରି ଘ୮ା୩୫ରୁ ଘ୧୨ା୩୫।

 

୧୨.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ଧନୁ ଦି୨୮ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧୨ ତାରିଖ, ଶୁକ୍ରବାର, ମାଘ କୃଷ୍ଣପକ୍ଷ, ଏକାଦଶୀ ତିଥି, ବିଛା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ଷଟ‌୍‍ତିଳା ଏକାଦଶୀ, ଓଳାଷୁଣୀ ଯାତ୍ରା, ପକ୍ଷବର୍ଦ୍ଧନୀ ଏକାଦଶୀ। ସିଦ୍ଧିଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ବିଛା ଓ ମୀନ ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୪୧ରୁ ଘ୧୨/୨୧, କାଳବେଳା -ଦିବା ଘ୧୨/୨୧ରୁ ଘ୨/୪୧, କାଳରାତ୍ରି -ରା.ଘ୯/୪୧ରୁ ଘ୧୦ା୪୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮/୪୮ରୁ ଘ୧୦ା୪୧, ଘ୧ା୨୮ରୁ ଘ୩ା୩୫। ଅମୃତ ସୂର୍ଯ୍ୟୋଦୟରୁ ଘ୮/୪୮, ସଂଧ୍ୟା ଘ୬ା୨୮ରୁ ଘ୧୦ା୮, ରାତ୍ରି ଘ୩ା୨୮ରୁ ନିଶାନ୍ତ।

 

୧୩.୧.୨୦୧୮

ଧନୁ ଦି୨୯ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧୩ ତାରିଖ, ଶନିବାର, ମାଘ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅଦ୍ୟ ମାସାନ୍ତ, ନବାଙ୍କ ବେଢା, ଶ୍ରୀମନ୍ଦିରରେ ଫୁଲମେଲଣ, ବୈଷ୍ଣବ୍ୟ ଏକାଦଶୀ ବ୍ରତ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, କର୍କଟ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୩୫ରୁ ଘ୩/୨୮, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୩୫, ସଂଧ୍ୟା ଘ୫/୮ରୁ ଘ୭/୩୫, କାଳରାତ୍ରି -ରା.ଘ୫/୮ରୁ ନିଶାନ୍ତ। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୯ା୨୬ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୩୫ରୁ ଘ୯ା୨୮। ଅମୃତ ଦିବା ଘ୧୧ା୧୫ରୁ ଘ୧ା୩୫, ଘ୩ା୨୮ରୁ ଘ୫ା୮, ରାତ୍ରି ଘ୧୨ା୧୫ରୁ ଘ୪ା୧୫।ବଳା-ମାହେନ୍ଦ୍ର ରାତ୍ରି ଘ୭ା୩୪ରୁ ଘ୯ା୨୭। ଅମୃତ ଦିବା ଘ୧୧ା୧୪ରୁ ଘ୧ା୩୪, ଘ୩ା୨୭ରୁ ଘ୫ା୭, ରାତ୍ରି ଘ୧୨ା୧୪ରୁ ଘ୪ା୧୪।

 

୧୪.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୧ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧୪ ତାରିଖ, ରବିବାର, ମାଘ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ଅଦ୍ୟ ଉତ୍ତରାୟଣ ମକର ସଂକ୍ରାନ୍ତି, ସଂକ୍ରାନ୍ତିର ନିତ୍ୟଶ୍ରାଦ୍ଧ। ନିରଂଶ ଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ମେଷ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ଦିବା ଘ୧୨/୨୦ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ମୀନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୧/୨୧ରୁ ଘ୧/୧, କାଳବେଳା -ଦିବା ଘ୧/୧ରୁ ଘ୨/୮, କାଳରାତ୍ରି -ରା.ଘ୨/୮ରୁ ଘ୩ା୧୫। ପୁଷ୍କର-ମୃତେ ୧ପାଦ। ଅଦ୍ୟ ମକର ସଂକ୍ରାନ୍ତି କୃତ୍ୟ। ରବି ମକରକୁ ସଂକ୍ରମଣ। ଦିନାର୍ଦ୍ଧ ମେଧ୍ୟ ପୁଣ୍ୟକାଳ। ଉତ୍ତରାୟଣ ନିତ୍ୟଶ୍ରାଦ୍ଧ। ଦିନାର୍ଦ୍ଧ ମେଧ୍ୟ ପୁଣ୍ୟକାଳ। ସଂକ୍ରାନ୍ତିର ହୋମ, ଗ୍ରହଶାନ୍ତି ଓ ଦାନପୂଣ୍ୟ ବିଧେୟ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୨୮ରୁ ଘ୧୧ା୨୧, ଘ୨ା୮ରୁ ଘ୪ା୧୫, ରାତ୍ରି ଘ୭ା୮ରୁ ଘ୯ା୧୫, ଘ୩ା୧୫ରୁ ଘ୫ା୮। ଅମୃତ ଦିବା ଘ୭ା୮ରୁ ଘ୯ା୨୮, ରାତ୍ରି ଘ୯ା୧୫ରୁ ଘ୧୦ା୫୫।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top