ତିଥି ବାର ବେଳା- ଅକ୍ଟୋବର ୨୩-୨୯, ୨୦୧୭

News Story - Posted on 2017-10-21

୨୩.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୭ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨୩ ତାରିଖ, ସୋମବାର, କାର୍ତ୍ତିକ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର । ଅଦ୍ୟ ନାଗଚତୁର୍ଥୀ । ମଳତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, କର୍କଟ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨/୩୬ରୁ ଘ୪/୨୯, କାଳବେଳା - ଦିବା ଘ୭/୨୯ରୁ ଘ୮/୩୬, କାଳରାତ୍ରି - ରା.ଘ୧୦/୪୨ରୁ ଘ୧୧ା୪୯ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୬ରୁ ଘ୧୦ା୪୨, ରାତ୍ରି ଘ୧୧ା୪୯ରୁ ଘ୧ା୪୨, ଘ୨ା୨୨ରୁ ଘ୩ା୩୯ । ଅମୃତ ସୂର୍ଯ୍ୟୋଦୟରୁ ଘ୭ା୨୯, ଦିବା ଘ୧୨ା୧୬ରୁ ଘ୨ା୩୬, ଘ୪ା୨୯ରୁ ଘ୭ା୪୯, ରାତ୍ରି ଘ୪/୨୯ରୁ ନିଶାନ୍ତ ।

 

୨୪.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୮ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨୪ ତାରିଖ, ମଙ୍ଗଳବାର, କାର୍ତ୍ତିକ ଶୁକ୍ଳପକ୍ଷ, ଚତୁର୍ଥୀ (ମଳ) ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । ମକର ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର । ରାତ୍ରି ଘ୭/୧୭ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି ଓ ମୀନରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬/୪୨ରୁ ଘ୭/୨୨, କାଳବେଳା - ଦିବା ଘ୧/୧୬ରୁ ଘ୨/୨୨, କାଳରାତ୍ରି - ରା.ଘ୬/୫୨ରୁ ଘ୭ା୪୯ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୨ରୁ ଘ୪ା୨୯, ରାତ୍ରି ଘ୧୦ା୨୨ରୁ ଘ୧୨ା୨୯ । ଅମୃତ ଦିବା ଘ୭ା୨୨ରୁ ଘ୯ା୪୨, ଘ୧୧ା୩୬ରୁ ଘ୧ା୧୬, ରାତ୍ରି ଘ୧୨/୨୯ରୁ ଘ୪ା୨୯ ।

 

୨୫.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୯ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨୫ ବୁଧବାର, କାର୍ତ୍ତିକ ଶୁକ୍ଳପକ୍ଷ, ପଂଚମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର । ଅତିଗଣ୍ଡ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । କର୍କଟ ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୩୬ରୁ ଘ୧/୨୯, କାଳବେଳା - ଦିବା ଘ୯/୨୨ରୁ ଘ୧୦/୨୯, କାଳରାତ୍ରି - ରା.ଘ୩/୨୨ରୁ ଘ୪ା୨୯ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୨, ଦିବା ଘ୪ା୨୯ରୁ ଘ୭ା୪୨, ରାତ୍ରି ଘ୮ା୨୨ରୁ ଘ୧୦ା୨୯, ଘ୪ା୨୯ରୁ ନିଶାନ୍ତ । ଅମୃତ ଦିବା ଘ୬ା୪୨ରୁ ଘ୯ା୨୨, ଘ୨ା୯ରୁ ଘ୪ା୨୯, ରାତ୍ରି ଘ୧୨/୯ରୁ ଘ୨ା୨୯ ।

 

୨୬.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧୦ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨୬ ତାରିଖ, ଗୁରୁବାର, କାର୍ତ୍ତିକ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର । ଅଦ୍ୟ ଶରଣ ଆରମ୍ଭ । ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୩୦ରୁ ଘ୫/୫୦, କାଳବେଳା - ଦିବା ଘ୩/୨୩ରୁ ଘ୪/୩୦, କାଳରାତ୍ରି - ରା.ଘ୧୨/୫୦ରୁ ଘ୧ା୫୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୬, ଦିବା ଘ୧୧ା୪୯ରୁ ଘ୧ା୪୨, ସଂଧ୍ୟା ଘ୫ା୪୯ରୁ ଘ୭ା୫୬, ରାତ୍ରି ଘ୧ା୫୬ରୁ ଘ୩ା୪୯, ଘ୪ା୨୯ରୁ ନିଶାନ୍ତ । ଅମୃତ ଦିବା ଘ୧ା୪୨ରୁ ଘ୩ା୨୨, ରାତ୍ରି ଘ୭/୫୬ରୁ ଘ୧୧ା୫୬ ।

 

୨୭.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧୧ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨୭ ତାରିଖ, ଶୁକ୍ରବାର, କାର୍ତ୍ତିକ ଶୁକ୍ଳପକ୍ଷ, ସପ୍ତମୀ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର । ଅଦ୍ୟ ଷୋଳଶାସନ ଅମୃତ ମଣୋହି ଭୋଗ । ଗଳଗ୍ରହ ତିଥି ଓ ପାପଯୋଗ । ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ବିଛା ଓ ମୀନ ରାଶିର ଘାତବାର, ଧନୁ ରାଶିର ଘାତତିଥି, ମୀନ ରାଶିର ଘାତଚନ୍ଦ୍ର । ଦିବା ଘ୯/୦ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୩ରୁ ଘ୧୧/୪୩, କାଳବେଳା - ଦିବା ଘ୧୧/୪୩ରୁ ଘ୨/୩, କାଳରାତ୍ରି - ରା.ଘ୯/୩ରୁ ଘ୧୦ା୧୦ । ମୃତେ ପୁଷ୍କର ୨ପାଦ, ଦିବା ଘ୩/୫୨ ମଧ୍ୟେ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଂଚକ, ତୃଣକାଷ୍ଠ ଛେଦନ ନିଷେଧ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୦ରୁ ଘ୧୦ା୩, ଘ୧୨ା୫୦ରୁ ଘ୨ା୫୭ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୦, ସଂଧ୍ୟା ଘ୫ା୪୯ରୁ ଘ୯ା୩୦, ରାତ୍ରି ଘ୨/୪୯ରୁ ନିଶାନ୍ତ ।

 

୨୮.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧୨ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨୮ ତାରିଖ, ଶନିବାର, କାର୍ତ୍ତିକ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର । ଅଦ୍ୟ ଗୋଷ୍ଠାଷ୍ଟମୀ, ଜଗମୋହନ ଓ ଜଗଦ୍ଧାତ୍ରୀ ପୂଜା । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୫୮ରୁ ଘ୨/୫୧, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୫୮, ଦିବା ଘ୪/୩୧ରୁ ଘ୬/୫୮, କାଳରାତ୍ରି - ରା.ଘ୪/୩୧ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଗୋଷ୍ଠଷ୍ଟମୀ ବ୍ରତ । ରୋଗଶୋକରୁ ମୁକ୍ତି ନିମନ୍ତେ ଶିବପାର୍ବତୀଙ୍କ ଉପାସନା କଲେ ରୋଗଶୋକରୁ ମୁକ୍ତିମିଳେ । ଅଁଳାବୃକ୍ଷ ମୂଳରେ ଲକ୍ଷ୍ମୀଙ୍କ ପୂଜାକଲେ ଘରେ ଗୋଧନ ବର୍ଦ୍ଧନ ହୁଏ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୮ରୁ ଘ୮ା୫୧ । ଅମୃତ ଦିବା ଘ୧୦ା୩୮ରୁ ଘ୧୨ା୫୮, ଘ୨ା୫୧ରୁ ଘ୪ା୩୧, ରାତ୍ରି ଘ୧୧/୩୮ରୁ ଘ୩ା୩୮ ।

 

୨୯.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧୩ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨୯ ତାରିଖ, ରବିବାର, କାର୍ତ୍ତିକ ଶୁକ୍ଳପକ୍ଷ, ନବମୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର । ଅଦ୍ୟ ଅଁଳାନବମୀ, ଶ୍ରୀରାଧାଙ୍କ ପାଦଦର୍ଶନ । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ମେଷ ରାଶିର ଘାତବାର । ବିଛା ଓ ସିଂହ ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର । ସଂଧ୍ୟା ଘ୬/୨୭ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୪୫ରୁ ଘ୧୨/୨୫, କାଳବେଳା - ଦିବା ଘ୧୨/୨୫ରୁ ଘ୧/୩୨, କାଳରାତ୍ରି - ରା.ଘ୧/୩୨ରୁ ଘ୨ା୩୯ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଯୁଗାବ୍ଦ ନିତ୍ୟଶ୍ରାଦ୍ଧ । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୧ରୁ ଘ୧୦ା୪୪, ଘ୧ା୩୧ରୁ ଘ୩ା୩୮, ସଂଧ୍ୟା ଘ୬ା୩୧ରୁ ଘ୮ା୩୮, ରାତ୍ରି ଘ୨ା୩୮ରୁ ଘ୪ା୩୧ । ଅମୃତ ପ୍ରାତଃ ଘ୬ା୩୧ରୁ ଘ୮ା୫୧, ରାତ୍ରି ଘ୮/୩୮ରୁ ଘ୧୦ା୧୮ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top