ତିଥି ବାର ବେଳା-  ସେପ୍ଟେମ୍ବର ୧୧-୧୭, ୨୦୧୭

News Story - Posted on 2017-09-11

୧୧.୯.୨୦୧୭

 

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ସିଂହ ଦି୨୬ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ୱର ୧୧ ତାରିଖ, ସୋମବାର, ଭାଦ୍ରବ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ଅଦ୍ୟ ଗଜଷଷ୍ଠୀ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ଧନୁ ରାଶିର ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର। ଦିବା ଘ୩ା୪୪ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨ା୨୫ରୁ ଘ୪ା୧୮, କାଳବେଳା - ଦିବା ଘ୭/୧୮ରୁ ଘ୮/୨୫, କାଳରାତ୍ରି - ଘ୧୦/୩୧ରୁ ଘ୧୧ା୩୮। ମୃତେ ପୁଷ୍କର-ରାତ୍ରି ଘ୩/୩୭ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୨୫ରୁ ଘ୧୦ା୩୧, ରାତ୍ରି ଘ୧୧ା୩୮ରୁ ଘ୧ା୩୧, ଘ୨ା୧୧ରୁ ଘ୩ା୧୮। ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୧୮, ଦିବା ଘ୧୨ା୫ରୁ ଘ୨ା୨୫, ଘ୪ା୧୮ରୁ ଘ୭ା୩୮, ରାତ୍ରି ଘ୪/୧୮ରୁ ନିଶାନ୍ତ।

 

୧୨.୯.୨୦୧୭

 

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ସିଂହ ଦି୨୭ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ୱର ୧୨ ତାରିଖ, ମଙ୍ଗଳବାର, ଭାଦ୍ରବ ଶୁକ୍ଳପକ୍ଷ, ସପ୍ତମୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ମକର ରାଶିର ଘାତବାର, ଧନୁ ରାଶିର ଘାତତିଥି, କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬ା୩୧ରୁ ଘ୭ା୧୧, କାଳବେଳା - ଦିବା ଘ୧/୫ରୁ ଘ୨/୧୧, କାଳରାତ୍ରି - ଘ୬/୪୧ରୁ ଘ୭ା୩୮। ମୃତେ ପୁଷ୍କର ୩ପାଦ, ଦିବା ଘ୮ା୫୭ ଗତେ ୨ପାଦ ଓ ରାତ୍ରି ଘ୧ା୩୭ ଗତେ ୧ପାଦ। ଅଦ୍ୟ ଦୁର୍ଗା ଉତ୍ଥାପନ ଉତ୍ସବ। ମନ୍ଦିରମାନଙ୍କରେ ପୂଜା ପାଠ କରଣୀୟ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୨ା୧୧ରୁ ଘ୪ା୧୮, ରାତ୍ରି ଘ୧୦ା୧୧ରୁ ଘ୧୨ା୧୮। ଅମୃତ -ଦିବା ଘ୭ା୧୧ରୁ ଘ୯ା୩୧, ଘ୧୧ା୨୫ରୁ ଘ୧ା୫, ରାତ୍ରି ଘ୧୨/୧୮ରୁ ଘ୪ା୧୮।

 

୧୩.୯.୨୦୧୭

 

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ସିଂହ ଦି୨୮ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ୱର ୧୩ ବୁଧବାର, ଭାଦ୍ରବ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଅଦ୍ୟ ମୂଳାଷ୍ଟମୀ, ଦୁତିବାହନ ଓଷା, ଶ୍ରୀମନ୍ଦିରରେ ସହସ୍ରକୁମ୍ଭାଭିଷେକ ଓ ଦୁର୍ଗା ଉତ୍ଥାପନ, ଷୋଡ଼ଶଦିନାତ୍ମକ ପୂଜା, କଟକଚଣ୍ଡୀଙ୍କ ସୁନାବେଶ। ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। କର୍କଟ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମକର ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୬ା୫୨ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨ା୨୫ରୁ ଘ୧ା୧୮, କାଳବେଳା - ଦିବା ଘ୯/୧୧ରୁ ଘ୧୦/୧୮, କାଳରାତ୍ରି - ଘ୩/୧୧ରୁ ଘ୪ା୧୮। ଅଦ୍ୟ ଅଷ୍ଟକା ଶ୍ରାଦ୍ଧ ମହାଳୟା ବିଧିରେ ହେବ। ଦୁତୀବାହନ ବା ଦୁତୀୟା ଓଷା ସର୍ବତ୍ର ପାଳନୀୟ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୧, ଦିବା ଘ୪ା୧୮ରୁ ଘ୭ା୩୧, ରାତ୍ରି ଘ୮ା୧୧ରୁ ଘ୧୦ା୧୮, ଘ୪ା୧୮ରୁ ନିଶାନ୍ତ। ଅମୃତ -ଦିବା ଘ୭ା୩୧ରୁ ଘ୯ା୧୧, ଘ୧ା୫୮ରୁ ଘ୪ା୧୮, ରାତ୍ରି ଘ୧୧/୫୮ରୁ ଘ୨ା୧୮।

 

୧୪.୯.୨୦୧୭

 

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ସିଂହ ଦି୨୯ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ୱର ୧୪ ତାରିଖ, ଗୁରୁବାର, ଆଶ୍ୱିନ କୃଷ୍ଣପକ୍ଷ, ନବମୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା (ଆର୍ଦ୍ରା କ୍ଷଃ) ନକ୍ଷତ୍ର। ଅଦ୍ୟ  ମାତୃପୂଜା ନବମୀ। ପାପଯୋଗ-ଯାତ୍ରାଦି ଶୁକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମୀନ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, କୁମ୍ଭ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ବାରବେଳା - ଦିବା ଘ୪ା୧୮ରୁ ଘ୫ା୩୮, କାଳବେଳା - ଦିବା ଘ୩/୧୧ରୁ ଘ୪/୧୮, କାଳରାତ୍ରି - ଘ୧୨/୩୮ରୁ ଘ୧ା୪୫। ଅଦ୍ୟ ମାତୃପୂଜା ନବମୀ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୫, ଦିବା ଘ୧୧ା୩୮ରୁ ଘ୧ା୩୧, ସଂଧ୍ୟା ଘ୫ା୩୮ରୁ ଘ୭ା୪୫, ରାତ୍ରି ଘ୧ା୪୫ରୁ ଘ୩ା୩୮, ଘ୪ା୧୮ରୁ ନିଶାନ୍ତ। ଅମୃତ -ଦିବା ଘ୧ା୩୧ରୁ ଘ୩ା୧୧, ରାତ୍ରି ଘ୭/୪୫ରୁ ଘ୧୧ା୪୫।

 

୧୫.୯.୨୦୧୭

 

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ସିଂହ ଦି୩୦ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ୱର ୧୫ ତାରିଖ, ଶୁକ୍ରବାର, ଆଶ୍ୱିନ କୃଷ୍ଣପକ୍ଷ, ଦଶମୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ବିଛା ଓ ମୀନ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର। ରାତ୍ରି ଘ୮ା୪୨ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୫୧ରୁ ଘ୧୧/୩୧, କାଳବେଳା - ଦିବା ଘ୧୧/୩୧ରୁ ଘ୧/୫୧, କାଳରାତ୍ରି - ଘ୮/୫୧ରୁ ଘ୯/୫୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୮ରୁ ଘ୯ା୫୧, ଘ୧୨ା୩୮ରୁ ଘ୨ା୪୫। ଅମୃତ-ସୂର୍ଯ୍ୟୋଦୟରୁ ଘ୭ା୫୮, ସଂଧ୍ୟା ଘ୫/୩୮ରୁ ଘ୯/୧୮, ରାତ୍ରି ଘ୨/୩୮ରୁ ନିଶାନ୍ତ।

 

୧୬.୯.୨୦୧୭

 

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ସିଂହ ଦି୩୧ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ୱର ୧୬ ତାରିଖ, ଶନିବାର, ଆଶ୍ୱିନ କୃଷ୍ଣପକ୍ଷ, ଏକାଦଶୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଇନ୍ଦିରା ଏକାଦଶୀ, ମାସାନ୍ତ। ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୪୬ରୁ ଘ୨/୩୯, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୪୬, ଦିବା ଘ୪/୧୯ରୁ ଘ୬/୪୬, ଘ୪/୧୯ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ, ଦିବା ଘ୩ା୧୭ ଗତେ ୨ପାଦ। ଅଦ୍ୟ ବିଧବା, ସନ୍ୟାସୀ ଓ ବୈଷ୍ଣବମାନଙ୍କ ଏକାଦଶୀ ବ୍ରତ ବିଧେୟ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୪୬ରୁ ଘ୮ା୩୯। ଅମୃତ-ଦିବା ୧୦ା୨୬ରୁ ଘ୧୨ା୪୬, ଘ୨/୩୯ରୁ ଘ୪/୧୯, ରାତ୍ରି ଘ୧୧/୨୬ରୁ ଘ୩ା୨୬।

 

୧୭.୯.୨୦୧୭

 

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର କନ୍ୟା ଦି୧ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ୱର ୧୭ ତାରିଖ, ରବିବାର, ଆଶ୍ୱିନ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ ଷଡ଼ଶୀତି କନ୍ୟା ସଂକ୍ରାନ୍ତି, ବିଶ୍ୱକର୍ମା ପୂଜା। ନିରଂଶ ଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମେଷ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ମୀନ ରାଶିର ଘାତନକ୍ଷତ୍ର। ସିଂହ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧ା୯ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୩୨ରୁ ଘ୧୨/୧୨, କାଳବେଳା - ଦିବା ଘ୧୨/୧୨ରୁ ଘ୧/୧୯, କାଳରାତ୍ରି - ଘ୧/୧୯ରୁ ଘ୨/୨୬। ମୃତେ ପୁଷ୍କର ୨ପାଦ, ଦିବା ଘ୨ା୯ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଷଡ଼ଶୀତି କନ୍ୟା ସଂକ୍ରାନ୍ତି ନିତ୍ୟଶ୍ରାଦ୍ଧ। ପ୍ରାତଃରୁ ସୂର୍ଯ୍ୟାସ୍ତ ମେଧ୍ୟ ପୁଣ୍ୟକାଳ। ପୂର୍ବାହ୍ନ ତ୍ରିମୁହୂର୍ତ୍ତ ଗତେ ମଧ୍ୟାହ୍ନ ମେଧ୍ୟ ବିଶ୍ୱକର୍ମା ପୂଜାରମ୍ଭ। ସଂକ୍ରାନ୍ତି ହୋମ ଓ ଦାନପୁଣ୍ୟ କରଣୀୟ। ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୯ରୁ ଘ୧୦ା୩୨, ଘ୧ା୧୯ରୁ ଘ୩ା୨୬, ସଂଧ୍ୟା ଘ୬ା୧୯ରୁ ଘ୮ା୨୬, ରାତ୍ରି ଘ୨ା୨୬ରୁ ଘ୪ା୧୯। ଅମୃତ-ପ୍ରାତଃ ଘ୬/୧୯ରୁ ଘ୮/୩୯, ରାତ୍ରି ଘ୮/୨୬ରୁ ଘ୧୦ା୬।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top