ତିଥି ବାର ବେଳା- ଅଗଷ୍ଟ ୭-୧୩, ୨୦୧୭

News Story - Posted on 2017-08-05

୭.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୨୩ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୭ ତାରିଖ, ସୋମବାର, ଶ୍ରାବଣ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର । ଅଦ୍ୟ ଚନ୍ଦ୍ରଗ୍ରହଣ, ଗହ୍ମାପୂର୍ଣ୍ଣିମା, ବଳଦେବ ପୂଜା, ଶ୍ରୀମନ୍ଦିରରେ ବଳଦେବ ଜନ୍ମବିଧି, ଶରଣପଞ୍ଚକ । ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି । ମିଥୁନ ଓ ଧନୁ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨/୧୫ରୁ ଘ୪/୮, କାଳବେଳା - ଦିବା ଘ୭/୮ରୁ ଘ୮/୧୫, କାଳରାତ୍ରି ଘ୧୦ା୨୧ରୁ ଘ୧୧ା୨୮ । ଶରଣପଂଚକ । ତୃଣକାଷ୍ଠ ଛେଦନ ନିଷେଧ । ଗହ୍ମାପୂର୍ଣ୍ଣିମାରେ ବଳଦେବଙ୍କ ପୂଜା । ଗୋରୁମାନଙ୍କୁ ନୂତନ ବସ୍ତ୍ରାଦିରେ ସୁସଜ୍ଜିତ କରି ପୂଜାକଲେ ସୁଖଶାନ୍ତି ପ୍ରାପ୍ତିହୁଏ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୬ରୁ ଘ୧୦ା୨୨, ରାତ୍ରି ଘ୧୧ା୨୯ରୁ ଘ୧ା୨୨, ଘ୨/୨ରୁ ଘ୩/୯ । ଅମୃତ ସୂର୍ଯ୍ୟୋଦୟରୁ ଘ୭/୯, ଦିବା ଘ୧୧ା୫୬ରୁ ଘ୨ା୧୬, ଘ୪/୯ରୁ ଘ୭/୨୯, ରାତ୍ରି ଘ୪/୯ରୁ ନିଶାନ୍ତ ।

 

୮.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୨୪ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୮ ତାରିଖ, ମଙ୍ଗଳବାର, ଭାଦ୍ରବ କୃଷ୍ଣପକ୍ଷ, ପ୍ରତିପଦ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର । ଅଦ୍ୟ ଝୁଲଣ ଶେଷ । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି । ମକର ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ଦିବା ଘ୪ା୫୩ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬/୨୧ରୁ ଘ୭/୧, କାଳବେଳା - ଦିବା ଘ୧୨/୫୫ରୁ ଘ୨/୧, କାଳରାତ୍ରି ସଂ.ଘ୬ା୩୧ରୁ ଘ୭ା୨୮ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧୨/୨୩ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଂଚକ, ତୃଣକାଷ୍ଠ ଛେଦନ ନିଷେଧ । ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨ରୁ ଘ୪ା୯, ରାତ୍ରି ଘ୧୦ା୨ରୁ ଘ୧୨ା୯ । ଅମୃତ ଦିବା ଘ୭ା୨ରୁ ଘ୯ା୨୨, ଘ୧୧ା୧୬ରୁ ଘ୧୨ା୫୬, ରାତ୍ରି ଘ୧୨/୯ରୁ ଘ୪/୯ ।

 

୯.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୨୫ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୯ ତାରିଖ, ବୁଧବାର, ଭାଦ୍ରବ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର । ଅଦ୍ୟ ବୁଧିବାମନ ଓଷା ଆରମ୍ଭ, ଶରଣପଂଚକ । ସିଦ୍ଧିଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । କର୍କଟ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୧୫ରୁ ଘ୧/୮, କାଳବେଳା - ଦିବା ଘ୯/୧ରୁ ଘ୧୦/୮, କାଳରାତ୍ରି ଘ୩ା୧ରୁ ଘ୪ା୮ । ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୨୨, ଘ୪ା୯ରୁ ଘ୭ା୨୨, ରାତ୍ରି ଘ୮ା୨ରୁ ଘ୧୦ା୯, ଘ୪/୯ରୁ ନିଶାନ୍ତ । ଅମୃତ ଦିବା ଘ୭ା୨୨ରୁ ଘ୯ା୨, ଘ୧ା୪୯ରୁ ଘ୪ା୯, ରାତ୍ରି ଘ୧୧/୪୯ରୁ ଘ୨ା୯ ।

 

୧୦.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୨୬ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧୦ ତାରିଖ, ଗୁରୁବାର, ଭାଦ୍ରବ କୃଷ୍ଣପକ୍ଷ, ତୃତୀୟା ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର । ଅଦ୍ୟ ଅଙ୍ଗଭେଟ ତୃତୀୟା, ରାତ୍ରି ଘ୨ା୨୩ ମଧ୍ୟେ ଶରଣ ଶେଷ । ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର ଓ ଧନୁ ରାଶିର ଘାତଚନ୍ଦ୍ର । ରାତ୍ରି ଘ୨/୨୩ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୮ରୁ ଘ୫/୨୮, କାଳବେଳା - ଦିବା ଘ୩/୧ରୁ ଘ୪/୮, କାଳରାତ୍ରି ଘ୧୨ା୨୮ରୁ ଘ୧ା୩୫ । ରାତ୍ରି ଘ୨/୨୩ ମଧ୍ୟେ ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୬, ଦିବା ଘ୧୧ା୨୯ରୁ ଘ୧ା୨୨, ସଂଧ୍ୟା ଘ୫/୨୯ରୁ ଘ୭/୩୬, ରାତ୍ରି ଘ୧ା୩୬ରୁ ଘ୩ା୨୯, ଘ୪ା୯ରୁ ନିଶାନ୍ତ । ଅମୃତ ଦିବା ଘ୧ା୨୨ରୁ ଘ୩ା୨, ରାତ୍ରି ଘ୭/୩୬ରୁ ଘ୧୧ା୩୬ ।

 

୧୧.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୨୭ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧୧ ତାରିଖ, ଶୁକ୍ରବାର, ଭାଦ୍ରବ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ମୀନ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର । ଗଳଗ୍ରହ ତିଥି, ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି । ବିଛା ଓ ମୀନ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୯/୪୩ରୁ ଘ୧୧/୨୩, କାଳବେଳା - ଦିବା ଘ୧୧/୨୩ରୁ ଘ୧/୪୩, କାଳରାତ୍ରି ଘ୮ା୪୩ରୁ ଘ୯ା୫୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୦ରୁ ଘ୯ା୪୩, ଘ୧୨/୩୦ରୁ ଘ୨/୩୭ । ଅମୃତ ସୂର୍ଯ୍ୟୋଦୟରୁ ଘ୭/୫୦, ସଂଧ୍ୟା ଘ୫ା୩୦ରୁ ଘ୯ା୧୦, ରାତ୍ରି ଘ୨/୩୦ରୁ ନିଶାନ୍ତ ।

 

୧୨.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୨୮ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧୨ ତାରିଖ, ଶନିବାର, ଭାଦ୍ରବ କୃଷ୍ଣପକ୍ଷ, ପଂଚମୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର । ଅଦ୍ୟ ରେଖାପଞ୍ଚମୀ, ଶ୍ରୀମନ୍ଦିରରେ ରାହୁରେଖା ଲାଗି । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୩୭ରୁ ଘ୨/୩୦, କାଳବେଳା -ସୂର୍ଯ୍ୟୋଦୟରୁ ଘ୬/୩୭, ଦିବା ଘ୪/୧୦ରୁ ଘ୬/୩୭ । କାଳରାତ୍ରି ଘ୪/୧୦ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ରେଖାପଞ୍ଚମୀ, ରାହୁରେଖା ଲାଗି ପାଳନୀୟ । ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୩୭ରୁ ଘ୮ା୩୦ । ଅମୃତ ଦିବା ଘ୧୦ା୧୭ରୁ ଘ୧୨ା୩୭, ଘ୨ା୩୦ରୁ ଘ୪ା୧୦, ରାତ୍ରି ଘ୧୧/୧୭ରୁ ଘ୩ା୧୭ ।

 

୧୩.୮.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ବତ୍ସର କର୍କଟ ଦି୨୯ନ, ଇଂରାଜୀ ୨୦୧୭ ମସିହା, ଅଗଷ୍ଟ ୧୩ ତାରିଖ, ରବିବାର, ଭାଦ୍ରବ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର । ଅଦ୍ୟ ଶ୍ରୀମନ୍ଦିରରେ ଗର୍ଭଉଦକ ବନ୍ଦାପନା, ଖୁଦୁରୁକୁଣୀ ଓଷା ଆରମ୍ଭ । ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତବାର । ମେଷ ଓ କର୍କଟ ରାଶିର ଘାତତିଥି, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର । ପ୍ରାତଃ ଘ୬/୨୩ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୨୪ରୁ ଘ୧୨/୪, କାଳବେଳା - ଦିବା ଘ୧୨/୪ରୁ ଘ୧/୧୧, କାଳରାତ୍ରି ଘ୧ା୧୧ରୁ ଘ୨ା୧୮ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୯ା୨୮ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୧ରୁ ଗ୧୦ା୨୪, ଘ୧ା୧୧ରୁ ଘ୩ା୧୮, ସଂଧ୍ୟା ଘ୬ା୧୧ରୁ ଘ୮ା୧୮, ରାତ୍ରି ଘ୨ା୧୮ରୁ ଘ୪ା୧୧ । ଅମୃତ ପ୍ରାତଃ ଘ୬ା୧୧ରୁ ଘ୮ା୩୧, ରାତ୍ରି ଘ୮/୧୮ରୁ ଘ୯ା୫୮ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top