ତିଥି ବାର ବେଳା- ଜୁଲାଇ ୨୪-୩୦, ୨୦୧୭

News Story - Posted on 2017-07-25

୨୪.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୯ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨୪ ତାରିଖ, ସୋମବାର, ଶ୍ରାବଣ ଶକ୍ଳପକ୍ଷ, ପ୍ରତିପଦ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୧୦ରୁ ଘ୪/୩, କାଳବେଳା - ଦିବା ଘ୭/୩ରୁ ଘ୮/୧୦, କାଳରାତ୍ରି - ଘ୧୦/୧୬ରୁ ଘ୧୧ା୨୩। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ଦ୍ୱିତୀୟାର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୦ରୁ ଘ୧୦ା୧୬, ରାତ୍ରି ଘ୧୧ା୨୩ରୁ ଘ୧ା୧୬, ଘ୧/୫୬ରୁ ଘ୩/୩। ଅମୃତ ସୂର୍ଯ୍ୟୋଦୟରୁ ଘ୭/୩, ଦିବା ଘ୧୧/୫୦ରୁ ଘ୨/୧୦, ଘ୪/୩ରୁ ଘ୭/୨୩, ରାତ୍ରି ଘ୪/୩ରୁ ନିଶାନ୍ତ।

 

୨୫.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୧୦ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨୫ ତାରିଖ, ମଙ୍ଗଳବାର, ଶ୍ରାବଣ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ମଘା(କ୍ଷଃ) ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ତିଥ୍ୟମୃତ ଯୋଗ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ପ୍ରାତଃ ଘ୬/୩୪ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୧୭ରୁ ଘ୬/୫୭, କାଳବେଳା - ଦିବା ଘ୧୨/୫୧ରୁ ଘ୧/୫୭, କାଳରାତ୍ରି - ସଂ.ଘ୬/୨୭ରୁ ଘ୭ା୨୪। ମୃତେ ପୁଷ୍କର ୨ପାଦ, ଦିବା ଘ୧୦/୧୬ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୫୭ରୁ ଘ୪ା୪, ରାତ୍ରି ଘ୯ା୫୭ରୁ ଘ୧୨ା୪। ଅମୃତ ପ୍ରାତଃ ଘ୬/୫୭ରୁ ଘ୯ା୧୭, ଦିବା ଘ୧୧/୧୧ରୁ ଘ୧୨/୫୧, ରାତ୍ରି ଘ୧୨/୪ରୁ ଘ୪/୪।

 

୨୬.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୧୧ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨୬ ତାରିଖ, ବୁଧବାର, ଶ୍ରାବଣ ଶୁକ୍ଳପକ୍ଷ, ତୃତୀୟା ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୧୧ରୁ ଘ୧/୪, କାଳବେଳା - ଦିବା ଘ୮/୫୭ରୁ ଘ୧୦/୪, କାଳରାତ୍ରି - ଘ୨/୫୭ରୁ ଘ୪ା୪। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୧୭, ଦିବା ଘ୪ା୪ରୁ ଘ୭ା୧୭, ରାତ୍ରି ଘ୭ା୫୭ରୁ ଘ୧୦ା୪, ଘ୪/୪ରୁ ନିଶାନ୍ତ। ଅମୃତ ଦିବା ଘ୭/୧୭ରୁ ଘ୮/୫୭, ଘ୧/୪୪ରୁ ଘ୪/୪,  ରାତ୍ରି ଘ୧୧/୪୪ରୁ ଘ୨ା୪।

 

୨୭.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୧୨ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨୭ ତାରିଖ, ଗୁରୁବାର, ଶ୍ରାବଣ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ସିଂହ ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଜାଗ୍ରଦ‌୍‍ଗ୍ଭୋରୀ ପଞ୍ଚମୀ ବା ରକ୍ଷାପଞ୍ଚମୀ। ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତବାର, କନ୍ୟା, ବୃଷ ଓ କୁମ୍ଭ ରାଶିର ଘାତତିଥି, ମକର ରାଶିର ଘାତଚନ୍ଦ୍ର। ଦିବା ଘ୧୨/୨୭ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୪/୪ରୁ ଘ୫/୨୪, କାଳବେଳା - ଦିବା ଘ୨/୫୭ରୁ ଘ୪/୪, କାଳରାତ୍ରି - ଘ୧୨/୨୪ରୁ ଘ୧ା୩୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶିବପାର୍ବତୀଙ୍କ ଉପାସନା। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୧, ଦିବା ଘ୧୧ା୨୪ରୁ ଘ୧ା୧୭, ସଂଧ୍ୟା ଘ୫/୨୪ରୁ ଘ୭/୩୧, ରାତ୍ରି ଘ୧ା୩୧ରୁ ଘ୩ା୨୪, ଘ୪ା୪ରୁ ନିଶାନ୍ତ। ଅମୃତ ଦିବା ଘ୧/୧୭ରୁ ଘ୨/୫୭, ରାତ୍ରି ଘ୭/୩୧ରୁ ଘ୧୧ା୩୧।

 

୨୮.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୧୩ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨୮ ତାରିଖ, ଶୁକ୍ରବାର, ଶ୍ରାବଣ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୩୮ରୁ ଘ୧୧/୧୮, କାଳବେଳା - ଦିବା ଘ୧୧/୧୮ରୁ ଘ୧/୩୮, କାଳରାତ୍ରି - ଘ୮/୩୮ରୁ ଘ୯ା୪୫। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୪୫ରୁ ଘ୯ା୩୮, ଘ୧୨ା୨୫ରୁ ଘ୨ା୩୨। ଅମୃତ ସୂର୍ଯ୍ୟୋଦୟରୁ ଘ୭/୪୫, ସଂଧ୍ୟା ଘ୫/୨୫ରୁ ଘ୯/୫, ରାତ୍ରି ଘ୨/୨୫ରୁ

ନିଶାନ୍ତ।

 

୨୯.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୧୪ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୨୯ ତାରିଖ, ଶନିବାର, ଶ୍ରାବଣ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା(ମଳ) ନକ୍ଷତ୍ର। ଅଦ୍ୟ ଶୀତଳା ସପ୍ତମୀ, ତୁଳସୀଦାସ ଜୟନ୍ତୀ। ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମେଷ ରାଶିର ଘାତତିଥି, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୬/୫୧ ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୩୨ରୁ ଘ୧/୨୫, କାଳବେଳା - ସୂର୍ଯ୍ୟୋଦୟରୁ ଘ୬/୩୨, ଦିବା ଘ୪/୫ରୁ ଘ୬/୩୨, କାଳରାତ୍ରି - ଘ୪/୫ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ, ପ୍ରାତଃ ଘ୬/୧୯ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୩୨ରୁ ଘ୮ା୨୫। ଅମୃତ ଦିବା ଘ୧୦/୧୨ରୁ ଘ୧୨ା୩୨, ଘ୨/୨୫ରୁ ଘ୪/୫, ରାତ୍ରି ଘ୧୧/୧୨ରୁ ଘ୩/୧୨।

 

୩୦.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୧୫ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୩୦ ତାରିଖ, ରବିବାର, ଶ୍ରାବଣ ଶୁକ୍ଳପକ୍ଷ, ସପ୍ତମୀ ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ମକର, ବେଷ, ବୃଷ ଓ ସିଂହ  ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତବାର, ଧନୁ ରାଶିର ଘାତତିଥି ଓ ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୫୯ରୁ ଘ୧୧/୨୯, କାଳବେଳା - ଦିବା ଘ୧୧/୫୯ରୁ ଘ୧/୬, କାଳରାତ୍ରି - ଘ୧/୬ରୁ ଘ୨/୧୩। ମୃତେ ପୁଷ୍କର ୨ପାଦ, ଦିବା ଘ୭ା୨୬ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮/୨୫ରୁ ଘ୧୦/୧୮, ଘ୧/୫ରୁ ଘ୩/୧୨, ସଂଧ୍ୟା ଘ୬ା୫ରୁ ଘ୮ା୧୨, ରାତ୍ରି ଘ୨/୧୨ରୁ ଘ୪/୫। ଅମୃତ ପ୍ରାତଃ ଘ୬/୫ରୁ ଘ୮/୨୫, ରାତ୍ରି ଘ୮/୧୨ରୁ ଘ୯ା୫୨।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top