ତିଥି ବାର ବେଳା- ଜୁଲାଇ ୧୦-୧୬, ୨୦୧୭

News Story - Posted on 2017-07-11

୧୦.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୬ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧୦ ତାରିଖ, ସୋମବାର, ଶ୍ରାବଣ କୃଷ୍ଣପକ୍ଷ, ପ୍ରତିପଦ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ଅଦ୍ୟ ଶରଣ ଆରମ୍ଭ। ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ଦିବା ଘ୧୧ା୩୪ ଗତେ ଓ ରାତ୍ରି ରାତ୍ରି ଘ୭ା୫୬ ମେଧ୍ୟ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ-ତୃଣକାଷ୍ଠ ଛେଦନ ନିଷେଧ। ପ୍ରତିପଦର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୫ରୁ ଘ୧୦ା୧୨, ରାତ୍ରି ଘ୧୧ା୧୮ରୁ ଘ୧ା୧୧। ଅମୃତ ବେଳା- ସୂର୍ଯ୍ୟୋଦୟରୁ ଘ୬ା୫୮, ଦିବା ଘ୧୧/୪୫ରୁ ଘ୨ା୫, ଘ୩/୫୮ରୁ ଘ୭/୧୮, ରାତ୍ରି ଘ୩/୫୮ରୁ ନିଶାନ୍ତ।

 

୧୧.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୭ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧୧ ତାରିଖ, ମଙ୍ଗଳବାର, ଶ୍ରାବଣ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଦଗ୍ଧାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମକର ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୧/୫୩ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ-ତୃଣକାଷ୍ଠ ଛେଦନ ନିଷେଧ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୧ା୫୧ରୁ ଘ୩ା୫୮, ରାତ୍ରି ଘ୯ା୫୧ରୁ ଘ୧୧ା୫୮। ଅମୃତ ବେଳା- ପ୍ରାତଃ ଘ୬/୫୧ରୁ ଘ୯ା୧୧,  ଦିବା ଘ୧୧ା୫ରୁ ଘ୧୨ା୪୫, ରାତ୍ରି ଘ୧୧/୫୮ରୁ ଘ୩/୫୮।

 

୧୨.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୮ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧୨ ତାରିଖ, ବୁଧବାର, ଶ୍ରାବଣ କୃଷ୍ଣପକ୍ଷ, ତୃତୀୟା ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। କର୍କଟ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୧୨ା୫୯ ଗତେ କୁମ୍ଭ, ବେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ-ତୃଣକାଷ୍ଠ ଛେଦନ ନିଷେଧ। ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୧୨, ଦିବା ଘ୩ା୫୯ରୁ ଘ୭ା୧୨, ରାତ୍ରି ଘ୭ା୫୨ରୁ ଘ୯ା୫୯, ଘ୩/୫୯ରୁ ନିଶାନ୍ତ। ଅମୃତ ଦିବା ଘ୭ା୧୨ରୁ ଘ୮ା୫୨, ଘ୧ା୩୯ରୁ ଘ୩ା୩୯, ରାତ୍ରି ଘ୧୧/୩୯ରୁଘ୧ା୫୯।

 

୧୩.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୯ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧୩ ତାରିଖ, ଗୁରୁବାର, ଶ୍ରାବଣ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି। ଧନୁ ରାଶିର ଘାତଚନ୍ଦ୍ର, ତୁଳା ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ-ତୃଣକାଷ୍ଠ ଛେଦନ ନିଷେଧ। ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୭, ଦିବା ଘ୧୧ା୨୦ରୁ ଘ୧ା୧୩, ସଂଧ୍ୟା ଘ୫/୨୦ରୁ ଘ୭/୨୭, ରାତ୍ରି ଘ୧ା୨୭ରୁ ଘ୩ା୨୦, ଘ୪ା୦ରୁ ନିଶାନ୍ତ। ଅମୃତ ଦିବା ଘ୧ା୧୩ରୁ ଘ୨ା୫୩, ରାତ୍ରି ଘ୭/୨୭ରୁ ଘ୧୧ା୨୭।

 

୧୪.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୩୦ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧୪ ତାରିଖ, ଶୁକ୍ରବାର, ଶ୍ରାବଣ କୃଷ୍ଣପକ୍ଷ, ପଞ୍ଚମୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଅଦ୍ୟ ମନସାପଞ୍ଚମୀ, ଶରଣଶେଷ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କୁମ୍ଭ, ବେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ରାତ୍ରି ଘ୭ା୫୨ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ-ରାତ୍ରି ଘ୭/୫୨ ମେଧ୍ୟ ତୃଣକାଷ୍ଠ ଛେଦନ ନିଷେଧ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମନସାପଞ୍ଚମୀରେ କ୍ଷୀରପାୟସରେ ନାଗପୂଜା କଲେ ବିଷାକ୍ତ ସର୍ପଙ୍କ ଜ୍ୱାଳାରୁ ରକ୍ଷାମିଳେ। । ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୪୦ରୁ ଘ୯ା୨୩, ଘ୧୨ା୨୦ରୁ ଘ୨ା୨୭। ଅମୃତ ସୂର୍ଯ୍ୟୋଦୟରୁ ଘ୭/୪୦, ସଂଧ୍ୟା ଘ୫ା୨୦ରୁ ଘ୯ା୦, ରାତ୍ରି ଘ୨/୨୦ରୁ ନିଶାନ୍ତ।

 

୧୫.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୩୧ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧୫ ତାରିଖ, ଶନିବାର, ଶ୍ରାବଣ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ମୀନ ଚନ୍ଦ୍ର, ଉତ୍ତରଗଭାଦ୍ର ନକ୍ଷତ୍ର। ଅଦ୍ୟ ପଣ୍ଡିତ ଗୋଦାବରୀଶଙ୍କ ଶ୍ରାଦ୍ଧ, ମାସାନ୍ତ। ତିଥ୍ୟମୃତ ଯୋଗ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି। ମୃତେ ପୁଷ୍କର ୧ପାଦ, ଦିବା ଘ୨/୨୩ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୨୭ରୁ ଘ୮ା୨୦। ଅମୃତ ଦିବା ଘ୧୦/୭ରୁ ଘ୧୨ା୨୭, ଘ୨ା୨୦ରୁ ଘ୪ା୦, ରାତ୍ରି ଘ୧୧/୭ରୁ ଘ୩/୭।

 

୧୬.୭.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର କର୍କଟ ଦି୧ନ, ଇଂରାଜୀ ୨୦୧୭ ମସିହା, ଜୁଲାଇ ୧୬ ତାରିଖ, ରବିବାର, ଶ୍ରାବଣ କୃଷ୍ଣପକ୍ଷ, ସପ୍ତମୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଅଦ୍ୟ ଦକ୍ଷିଣାୟନ କର୍କଟ ସଂକ୍ରାନ୍ତ। ନିରଂଶ ଦିବସ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମେଷ ରାଶିର ଘାତବାର, ଧନୁ ରାଶିର ଘାତତିଥି, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୨/୫୫ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ଅଦ୍ୟ କର୍କଟ ସଂକ୍ରାନ୍ତି କୃତ୍ୟ। ରବି କର୍କଟକୁ ସଂକ୍ରମଣ, ମଧ୍ୟାହ୍ନରୁ ସୂର୍ଯ୍ୟାସ୍ତ ମଧ୍ୟରେ ପୁଣ୍ୟକାଳ। ଗ୍ରହଶାନ୍ତି ହୋମ, ଦାନ ଓ ସ୍ନାନାଦି ବିହିତ (ପୁତ୍ରବାନ‌୍‍ ବ୍ୟକ୍ତି ବ୍ରତ ଉପବାସ କରିବେ ନାହିଁ), ଗ୍ରହଶାନ୍ତି, ହୋମ, ଦାନ ଓ ସ୍ନାନାଦି ବିହିତ। ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮/୨୧ରୁ ଘ୧୦/୧୪, ଘ୧/୧ରୁ ଘ୩/୮, ସଂଧ୍ୟା ଘ୬ା୧ରୁ ଘ୮ା୮, ରାତ୍ରି ଘ୨/୮ରୁ ଘ୪/୧। ଅମୃତ ପ୍ରାତଃ ଘ୬ା୧ରୁ ଘ୮/୨୧, ରାତ୍ରି ଘ୮/୮ରୁ ଘ୯ା୪୧।


ପ୍ରତିକ୍ରିୟା

Bimal Prasad Pandia - Email: bimalpandia@gmail.com - Posted on 2017-07-12 08:30:48

ଅତି ଉପଯୋଗୀ ଉଦ୍ୟମ... ସାମାନ୍ୟ କଥନର ଏହି ପଞ୍ଜିକା ସ୍ତମ୍ଭ ନିଶ୍ଚିତ ଭାବରେ ଖୁବ ଉପାଦେୟ

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top