ତିଥି ବାର ବେଳା- ମେ ୨୯-ଜୁନ ୪, ୨୦୧୭

News Story - Posted on 2017-05-29

୨୯.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୫ନ, ଇଂରାଜୀ ୨୦୧୭ ମସିହା, ମଇ ୨୯ ତାରିଖ, ସୋମବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ଶିବ ବିବାହୋତ୍ସବ। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି। କୁମ୍ଭ ରାଶିର ଘାତଚନ୍ଦ୍ର। ଦିବା ଘ୧୦ା୩୭ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧ା୫୮ରୁ ଘ୩ା୫୧, କାଳବେଳା-ପ୍ରାତଃ ଘ୬ା୫୧ରୁ ଘ୭ା୫୮, କାଳରାତ୍ରି - ଘ୧୦/୪ରୁ ଘ୧୧/୧୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଉମାଚତୁର୍ଥୀ ବ୍ରତ ବିହିତ। ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭/୫୭ରୁ ଘ୧୦/୩, ରାତ୍ରି ଘ୧୧ା୧୦ରୁ ଘ୧ା୩, ଘ୧/୪୩ରୁ ଘ୨/୫୦। ଅମୃତ ସୂର୍ଯ୍ୟୋଦୟରୁ ଘ୬/୫୦, ଦିବା ଘ୧୧ା୩୭ରୁ ଘ୧ା୫୭, ଘ୩ା୪୯ରୁ ରାତ୍ରି ଘ୭ା୯, ରାତ୍ରି ଘ୩/୫୦ରୁ ନିଶାନ୍ତ।

 

୩୦.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୬ନ, ଇଂରାଜୀ ୨୦୧୭ ମସିହା, ମଇ ୩୦ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଶୀତଳ ଷଷ୍ଠୀ ଯାତ୍ରା। ଶୁଭକର୍ମ - ବ୍ରତୋପନୟନ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମକର ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬ା୪ରୁ ଘ୬ା୪୪, କାଳବେଳା-ଦିବା ଘ୧୨ା୩୮ରୁ ଘ୧ା୪୪, କାଳରାତ୍ରି - ସଂ.ଘ୬/୧୪ରୁ ଘ୭ା୧୧। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଆରଣ୍ୟକ ଷଷ୍ଠୀ ବିହିତ। ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୪୩ରୁ ଘ୩ା୫୦, ରାତ୍ରି ଘ୯ା୪୩ରୁ ଘ୧୧ା୫୦। ଅମୃତ ପ୍ରାତଃ ଘ୬ା୪୩ରୁ ଘ୯ା୩, ଦିବା ଘ୧୦/୫୭ରୁ ଘ୧୨/୩୭, ରାତ୍ରି ଘ୧/୫୦ରୁ ଘ୩ା୫୦।

 

୩୧.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୭ନ, ଇଂରାଜୀ ୨୦୧୭ ମସିହା, ମଇ ୩୧ ତାରିଖ, ବୁଧବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରେ ଶୀତଳ ଷଷ୍ଠୀ। ତିଥ୍ୟମୃତ ଯୋଗ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। କର୍କଟ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି। ମୀନରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୧୧ା୫୨ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୧ା୫୮ରୁ ଘ୧୨ା୫୧, କାଳବେଳା-ଦିବା ଘ୮ା୪୪ରୁ ଘ୯ା୫୧, କାଳରାତ୍ରି - ଘ୨/୪୪ରୁ ଘ୩ା୫୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୩, ରାତ୍ରି ଘ୭ା୪୩ରୁ ଘ୯ା୫୦, ଘ୩/୫୦ରୁ ନିଶାନ୍ତ। ଅମୃତ ଦିବା ଘ୭ା୩ରୁ ଘ୮ା୪୩, ଘ୧ା୩୦ରୁ ଘ୩ା୫୦, ରାତ୍ରି ଘ୧୧/୩୦ରୁ ଘ୧/୫୦।

 

୧.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୮ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୧ ତାରିଖ, ଗୁରୁବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ସପ୍ତମୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ବିଷ୍ଟିଯୋଗ। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି -  ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁ ରାଶିର ଘାତତିଥି, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩ା୫୧ରୁ ଘ୫ା୧୧, କାଳବେଳା-ଦିବା ଘ୨ା୪୪ରୁ ଘ୩ା୫୧, କାଳରାତ୍ରି - ଘ୧୨/୧୧ରୁ ଘ୧ା୧୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୧୯, ଦିବା ଘ୧୧ା୧୧ରୁ ଘ୧ା୪, ସଂଧ୍ୟା ଘ୫/୧୧ରୁ ଘ୭/୧୮, ରାତ୍ରି ଘ୧ା୧୮ରୁ ଘ୩ା୧୧। ଅମୃତ ଦିବା ଘ୧ା୪ରୁ ଘ୨ା୪୪, ରାତ୍ରି ଘ୭/୧୮ରୁ ଘ୧୧ା୧୭।

 

୨.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୯ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୨ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ବିଛା ଓ ମୀନ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମକର ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୬ା୫୩ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯ା୨୪ରୁ ଘ୧୧ା୪, କାଳବେଳା-ଦିବା ଘ୧୧ା୪ରୁ ଘ୧ା୨୪, କାଳରାତ୍ରି - ଘ୮/୨୪ରୁ ଘ୯ା୩୧। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୩୦ରୁ ଘ୯ା୨୩, ଘ୧୨/୧୦ରୁ ଘ୨/୧୭। ଅମୃତ ସୂର୍ଯ୍ୟୋଦୟରୁ ଘ୭/୩୦, ସଂଧ୍ୟା ଘ୫ା୧୦ରୁ ଘ୮ା୫୦, ରାତ୍ରି ଘ୨/୯ରୁ ନିଶାନ୍ତ।

 

୩.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୦ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୩ ତାରିଖ, ଶନିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ନବମୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଜଗନ୍ନାଥ ଦାସଙ୍କ ଆବିର୍ଭାବ ଦିବସ। ସିଦ୍ଧିଯୋଗ। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି। ମିଥୁନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨ା୧୮ରୁ ଘ୨ା୧୧, କାଳବେଳା-ସୂର୍ଯ୍ୟୋଦୟରୁ ଘ୬/୧୭, ଦିବା ଘ୩ା୫୧ରୁ ଘ୬ା୧୭, କାଳରାତ୍ରି - ଘ୩/୫୧ରୁ ନିଶାନ୍ତ। ମୃତେ ପୁଷ୍କର ୨ପାଦ, ଦିବା ଘ୧/୫୭ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୧୭ରୁ ଘ୮ା୧୦। ଅମୃତ ଦିବା ଘ୯/୫୭ରୁ ଘ୧୨/୧୭, ଘ୨ା୧୦ରୁ ଘ୩ା୫୦, ରାତ୍ରି ଘ୧୦/୫୭ରୁ ଘ୨/୫୭।

 

୪.୬.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୧ନ, ଇଂରାଜୀ ୨୦୧୭ ମସିହା, ଜୁନ‌୍‍ ୪ ତାରିଖ, ରବିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଦଶମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ଗଙ୍ଗା ଦଶହରା, ସେତୁବନ୍ଧ ପ୍ରତିଷ୍ଠା ଦିବସ। ତିଥ୍ୟମୃତ ଯୋଗ ଓ ବ୍ୟତିପାତ। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମେଷ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର। ମିଥୁନ ରାଶିର ଘାତଚନ୍ଦ୍ର। ରାତ୍ରି ଘ୨ା୪୭ ଗତେ ତୁଳା, ମକର, ବେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦ା୪ରୁ ଘ୧୧ା୪୪, କାଳବେଳା-ଦିବା ଘ୧୧ା୪୪ରୁ ଘ୧୨ା୫୦, କାଳରାତ୍ରି - ଘ୧୨/୫୧ରୁ ଘ୧ା୫୮। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୦ରୁ ଘ୧୦ା୩, ଘ୧୨ା୫୦ରୁ ଘ୨ା୫୭, ସଂଧ୍ୟା ଘ୫/୫୦ରୁ ଘ୭/୫୭, ରାତ୍ରି ଘ୧୧/୫୭ରୁ ଘ୩/୫୦। ଅମୃତ ପ୍ରାତଃ ଘ୫/୫୦ରୁ ଘ୮ା୧୦, ରାତ୍ରି ଘ୭/୫୭ରୁ ଘ୯/୩୭।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top