ତିଥି ବାର ବେଳା- ମେ ୧-୭, ୨୦୧୭

News Story - Posted on 2017-05-01

୧.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧୮ନ, ଇଂରାଜୀ ୨୦୧୭ ମସିହା, ମଇ ୧ ତାରିଖ, ସୋମବାର, ବୈଶାଖ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା, ପୁନର୍ବସୁ ନକ୍ଷତ୍ର। ଶ୍ରମିକଦିବସ, ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର। ମେଷ ଓ କର୍କଟ ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୨ା୨୬ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ସିଂହରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୯ରୁ ଘ୪/୨, କାଳବେଳା - ଦିବା ୭/୨ରୁ ଘ୮/୨୯,  କାଳରାତ୍ରି -ରା. ଘ୧୦/୧୫ରୁ ଘ୧୧ା୨୨। ମୃତେ ପୁଷ୍କର-ରାତ୍ରି ଘ୧୦ା୫୨ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୯ରୁ ଘ୧୦ା୧୫, ଘ୧୧ା୨୨ରୁ ଘ୧ା୫୫, ଘ୧ା୫୫ରୁ ଘ୩ା୨। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୨, ଦିବା ଘ୧୧/୪୯ରୁ ଘ୨/୯, ଘ୪ା୨ରୁ ଘ୭ା୨୨, ରାତ୍ରି ଘ୪/୨ରୁ ନିଶାନ୍ତ।

 

୨.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧୯ନ, ଇଂରାଜୀ ୨୦୧୭ ମସିହା, ମଇ ୨ ତାରିଖ, ମଙ୍ଗଳବାର, ବୈଶାଖ ଶୁକ୍ଳପକ୍ଷ, ସପ୍ତମୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ହରିମଙ୍ଗଳ ବ୍ରତ। ତିଥ୍ୟମୃତ ଯୋଗ-ବ୍ରତୋପନୟନ। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ଧନୁ ରାଶିର ଘାତତିଥି। ମକର ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୧୫ରୁ ଘ୬/୫୫, କାଳବେଳା -ଦିବା ଘ୧୨/୪୫ରୁ ଘ୧/୫୫,  କାଳରାତ୍ରି -ସଂ. ଘ୬/୨୫ରୁ ଘ୭ା୨୨ । ମୃତେ ପୁଷ୍କର ୨ପାଦ, ପ୍ରାତଃ ଘ୬ା୭ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଦ୍ୟ ହରିମଙ୍ଗଳ ବ୍ରତ ବିହିତ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୫୫ରୁ ଘ୪ା୨, ରାତ୍ରି ଘ୯ା୫୫ରୁ ଘ୧୨ା୨। ଅମୃତ ପ୍ରାତଃ ଘ୬/୫୫ରୁ ଘ୯/୧୫, ଦିବା ଘ୧୧ା୯ରୁ ଘ୧୨ା୪୯, ରାତ୍ରି ଘ୧୨/୨ରୁ ଘ୪/୨।

 

୩.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨୦ନ, ଇଂରାଜୀ ୨୦୧୭ ମସିହା, ମଇ ୩ ତାରିଖ, ବୁଧବାର, ବୈଶାଖ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ ନୀଳାଦ୍ରି ମହୋଦୟାଷ୍ଟମୀ। ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମୀନ ରାଶିର ଘାତନକ୍ଷତ୍ର। କର୍କଟ ରାଶିର ଘାତବାର, ମିଥୁନ ଓ କନ୍ୟା ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୮ରୁ ଘ୧/୧, କାଳବେଳା -ଦିବା ଘ୮/୫୪ରୁ ଘ୧୦/୧,  କାଳରାତ୍ରି -ରା. ଘ୨/୫୪ରୁ ଘ୪/୧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଦ୍ୟ ନୀଳାଦ୍ରି ମହୋଦୟାଷ୍ଟମୀ ପର୍ବ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୪, ଦିବା ଘ୪ା୧ରୁ ଘ୭ା୧୪, ରାତ୍ରି ଘ୭ା୫୪ରୁ ଘ୧୦ା୧, ଘ୪ା୧ରୁ ନିଶାନ୍ତ। ଅମୃତ ଦିବା ଘ୭/୧୪ରୁ ଘ୮/୫୪, ଘ୧ା୪୧ରୁ ଘ୪ା୧, ରାତ୍ରି ଘ୧୧/୪୧ରୁ ଘ୨ା୧।

 

୪.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨୧ନ, ଇଂରାଜୀ ୨୦୧୭ ମସିହା, ମଇ ୪ ତାରିଖ, ଗୁରୁବାର, ବୈଶାଖ ଶୁକ୍ଳପକ୍ଷ, ନବମୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ସୀତା ନବମୀ। ପାପଯୋଗ-ଯାତ୍ରାଦି ଶୁଭକର୍ମ-ବିବାହ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ କର୍କଟ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ମେଷରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର। ବାରବେଳା -ଦିବା ଘ୪ା୧ରୁ ଘ୫ା୨୧, କାଳବେଳା -ଦିବା ୨/୫୪ରୁ ଦିବା ଘ୪/୧,  କାଳରାତ୍ରି -ରା. ଘ୧୨/୨୧ରୁ ଘ୧/୨୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ସୀତାନବମୀ ବ୍ରତ ବିହିତ। ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୮, ଦିବା ଘ୧୧ା୨୧ରୁ ଘ୧ା୧୪, ସଂଧ୍ୟା ଘ୫ା୨୧ରୁ ଘ୭ା୨୮, ରାତ୍ରି ଘ୧ା୨୮ରୁ ଘ୩ା୨୧, ଘ୪ା୧ରୁ ନିଶାନ୍ତ। ଅମୃତ ଦିବା ଘ୧/୧୪ରୁ ଘ୨/୫୪, ରାତ୍ରି ଘ୭/୨୮ରୁ ଘ୧୧/୨୮।

 

୫.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨୨ନ, ଇଂରାଜୀ ୨୦୧୭ ମସିହା, ମଇ ୫ ତାରିଖ, ଶୁକ୍ରବାର, ବୈଶାଖ ଶୁକ୍ଳପକ୍ଷ, ଦଶମୀ ତିଥି, ସିଂହ ଚନ୍ଦ୍ର, ମଘା(ମଳ) ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ କର୍କଟ ରାଶି। ବିଛା ଓ ମୀନ ରାଶିର ଘାତବାର, ମେଷରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୯/୩୪ରୁ ଘ୧୧/୧୪, କାଳବେଳା -ଦିବା ଘ୧୧/୧୪ରୁ ଘ୧ା୩୪, କାଳରାତ୍ରି -ରା. ଘ୮/୩୪ରୁ ଘ୯/୪୧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୪୧ରୁ ଘ୯ା୩୪, ଘ୧୨ା୨୧ରୁ ଘ୨ା୨୮। ଅମୃତ ସୂର୍ଯ୍ୟୋଦୟରୁ ଘ୭/୪୧, ସଂଧ୍ୟା ଘ୫ା୨୧ରୁ ଘ୯ା୧, ରାତ୍ରି ଘ୨/୨୧ରୁ ନିଶାନ୍ତ।

 

୬.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨୩ନ, ଇଂରାଜୀ ୨୦୧୭ ମସିହା, ମଇ ୬ ତାରିଖ, ଶନିବାର, ବୈଶାଖ ଶୁକ୍ଳପକ୍ଷ, ଏକାଦଶୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଶନିଶ୍ଚର ଯଜ୍ଞ, ମୋହିନୀ ଏକାଦଶୀ, ରୁକ୍ମିଣୀ ବ୍ରତ। ତିଥ୍ୟମୃତ ଯୋଗ। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମକର ରାଶିର ଘାତଚନ୍ଦ୍ର। ଦିବା ଘ୧୧ା୦ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୨୮ରୁ ଘ୨/୨୧, କାଳବେଳା -ସୂର୍ଯ୍ୟୋଦୟରୁ ଘ୬ା୨୮, ଦିବା ଘ୪/୧ରୁ ଘ୬/୨୮,  କାଳରାତ୍ରି -ରା. ଘ୪/୧ରୁ ନିଶାନ୍ତ । ମୃତେ ପୁଷ୍କର ୨ପାଦ, ସଂଧ୍ୟା ଘ୬ା୬ ଗତେ ୩ପାଦ। ଅଦ୍ୟ ରୁକ୍ମିଣୀ ବ୍ରତ ବିହିତ। ବିଧବା, ସନ୍ୟାସୀ ଓ ବୈଷ୍ଣବ ଏକାଦଶୀ ବ୍ରତ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୨୮ରୁ ଘ୮ା୨୧। ଅମୃତ ଦିବା ଘ୧୦/୮ରୁ ଘ୧୨/୨୮, ଘ୨ା୨୧ରୁ ଘ୪ା୧, ରାତ୍ରି ଘ୧୧/୮ରୁ ଘ୩/୮।

 

୭.୫.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨୪ନ, ଇଂରାଜୀ ୨୦୧୭ ମସିହା, ମଇ ୭ ତାରିଖ, ରବିବାର, ବୈଶାଖ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଦଗ୍ଧାତାଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତବାର, ତୁଳା, ମକର, ମୀନରାଶିର ଘାତତିଥି, ମିଥୁନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୧୩ରୁ ଘ୧୧/୫୩, କାଳବେଳା -ଦିବା ଘ୧୧/୫୩ରୁ ଘ୧/୦,  କାଳରାତ୍ରି -ରା. ଘ୧/୩ରୁ ଘ୨/୭ । ମୃତେ ପୁଷ୍କର ୩ପାଦ, ପ୍ରାତଃ ଘ୬ା୦ ଗତେ ୨ପାଦ ଓ ରାତ୍ରି ଘ୭ା୮ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୦ରୁ ଘ୧୦ା୧୩, ଘ୧ା୦ରୁ ଘ୩ା୭, ସଂଧ୍ୟା ଘ୬ା୦ରୁ ଘ୮ା୭, ରାତ୍ରି ଘ୨ା୭ରୁ ଘ୪ା୦। ଅମୃତ ପ୍ରାତଃ ଘ୬ା୦ରୁ ଘ୮ା୨୦, ରାତ୍ରି ଘ୮/୭ରୁ ଘ୯/୪୭।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top