ତିଥି ବାର ବେଳା- ଏପ୍ରିଲ ୧୦-୧୬, ୨୦୧୭

News Story - Posted on 2017-04-08

୧୦.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨୮ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧୦ ତାରିଖ, ସୋମବାର, ଚୈତ୍ର ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର।  ଅଦ୍ୟ ସ୍ନୁହୀ ଚତୁର୍ଦ୍ଦଶୀ। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୨୫ରୁ ଘ୪/୧୮, କାଳବେଳା -ଦିବା ଘ୭/୧୮ରୁ ଘ୮ା୨୫, କାଳରାତ୍ରି -ରା.ଘ୧୦/୩୧ରୁ ଘ୧୧ା୩୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୫ରୁ ଘ୧୦ା୩୧, ରାତ୍ରି ଘ୧୧ା୩୮ରୁ ଘ୧ା୩୧, ଘ୨ା୧୧ରୁ ଘ୩ା୧୮। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୧୮, ଦିବା ଘ୧୨ା୫ରୁ ଘ୨ା୨୫, ଘ୪ା୧୮ରୁ ଘ୭ା୩୮, ରାତ୍ରି ଘ୪ା୧୮ରୁ ନିଶାନ୍ତ।

 

୧୧.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୨୯ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧୧ ତାରିଖ, ମଙ୍ଗଳବାର, ଚୈତ୍ର ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ଚୈତ୍ରପୂର୍ଣ୍ଣିମା, ହିଙ୍ଗୁଳା ଯାତ୍ରା ଓ ନାବପୂଜା, ମନ୍ୱାଦ୍ୟ ଶ୍ରାଦ୍ଧ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମକର ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୫ା୫ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ବାରବେଳା - ପ୍ରାତଃ ଘ୬/୨୯ରୁ ଘ୭/୯, କାଳବେଳା -ଦିବା ଘ୧/୩ରୁ ଘ୨ା୯, କାଳରାତ୍ରି -ରା.ଘ୬/୩୯ରୁ ଘ୭ା୩୬। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୯ରୁ ଘ୪ା୧୬, ରାତ୍ରି ଘ୧୦ା୯ରୁ ଘ୧୨ା୧୬। ଅମୃତ ଦିବା ଘ୭ା୯ରୁ ଘ୯ା୨୯, ଘ୧୧ା୨୩ରୁ ଘ୧ା୩, ରାତ୍ରି ଘ୧୨ା୧୬ରୁ ଘ୪ା୧୬।

 

୧୨.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୩୦ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧୨ ତାରିଖ, ବୁଧବାର, ବୈଶାଖ କୃଷ୍ଣପକ୍ଷ, ପ୍ରତିପଦ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ବୈଶାଖ ବ୍ରତାରମ୍ଭ। ତିଥ୍ୟମୃତ ଯୋଗ-ଭୂମିପୂଜା, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। କର୍କଟ ରାଶିର ଘାତବାର। ବାରବେଳା - ଦିବା ଘ୧୨/୨୩ରୁ ଘ୧/୧୬, କାଳବେଳା -ଦିବା ଘ୯/୯ରୁ ଘ୧୦ା୧୬, କାଳରାତ୍ରି -ରା.ଘ୩/୯ରୁ ଘ୪ା୧୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୯, ଦିବା ଘ୪ା୧୬ରୁ ଘ୭ା୨୯, ରାତ୍ରି ଘ୮ା୯ରୁ ଘ୧୦ା୧୬, ଘ୪ା୧୬ରୁ ନିଶାନ୍ତ। ଅମୃତ ଦିବା ଘ୭ା୨୯ରୁ ଘ୯ା୯, ଘ୧ା୫୬ରୁ ଘ୪ା୧୬, ରାତ୍ରି ଘ୧୧ା୫୬ରୁ ଘ୨ା୧୬।

 

୧୩.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମୀନ ଦି୩୧ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧୩ ତାରିଖ, ଗୁରୁବାର, ବୈଶାଖ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ  ମାସାନ୍ତ, ବର୍ଷଶେଷ। ଭୂମିପୂଜା, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର। ବାରବେଳା -ଦିବା ୪/୧୫ରୁ ଘ୫/୩୫, କାଳବେଳା -ଦିବା ଘ୩/୮, ଘ୪/୧୫, କାଳରାତ୍ରି -ଘ୧୨/୩୫ରୁ ଘ୧/୪୨। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୨, ଦିବା ଘ୧୧ା୩୫ରୁ ଘ୧ା୨୮, ସଂଧ୍ୟା ଘ୫ା୩୫ରୁ ଘ୭ା୪୨, ରାତ୍ରି ଘ୧ା୪୨ରୁ ଘ୩ା୧୫, ଘ୪ା୧୫ରୁ ନିଶାନ୍ତ। ଅମୃତ ବେଳା-ଦିବା ଘ୧/୨୮ରୁ ଘ୩/୮, ଘ୭/୪୨ରୁ ଘ୧୧/୪୨।

 

୧୪.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୧ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧୪ ତାରିଖ, ଶୁକ୍ରବାର, ବୈଶାଖ କୃଷ୍ଣପକ୍ଷ, ତୃତୀୟା ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ମହାବିଷୁବ ମେଷ (ପଣା) ସଂକ୍ରାନ୍ତି, ହନୁମାନ ଓ ରାଧାରମଣ ଜୟନ୍ତୀ। ନିରଂଶ ଦିବସ - ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ଧନୁ ରାଶିର ଘାତଚନ୍ଦ୍ର। ତୁଳା ଓ କୁମ୍ଭ ରାଶିର ଘାତବାର ପ୍ରାତଃ ଘ୬ା୪୫ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ବାରବେଳା - ଦିବା ଘ୯/୪୭ରୁ ଘ୧୧/୨୭, କାଳବେଳା - ଦିବା ଘ୧୧/୨୭ରୁ ଘ୧/୪୭, କାଳରାତ୍ରି - ଘ୮/୪୭ରୁ ଘ୯/୫୪। ଅଦ୍ୟ ମହାବିଷୁବ ସଂକ୍ରାନ୍ତି କୃତ୍ୟ। ଗ୍ରହଶାନ୍ତି ହୋମଯଜ୍ଞ ପଣାପାତ୍ର, କଠଉ ଦାନ ଦ୍ୱାରା ପିତୃପୁରୁଷ ଶାନ୍ତିଲାଭ କରିଥାନ୍ତି। ଜଳଛତ୍ର ଦ୍ୱାରା ଶ୍ରେଷ୍ଠଫଳ ଲାଭହୁଏ। ମତ୍ସ୍ୟ, ମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ (ଆମ ଓ ହେମଶ୍ରାଦ୍ଧ ପାଳକ ସମାଚାରରେ ଦ୍ରଷ୍ଟବ୍ୟ)। ଶୁଭବେଳା-ମାହେନ୍ଦ୍ର  ଦିବା ୭ା୫୪ରୁ ୯ା୪୭, ଘ୧୨ା୩୪ରୁ ଘ୨ା୪୧। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୫୪, ସଂଧ୍ୟା ୫/୩୪ରୁ ଘ୯/୧୪, ରାତ୍ରି ଘ୨/୩୪ରୁ ନିଶାନ୍ତ।

 

୧୫.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୨ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧୫ ତାରିଖ, ଶନିବାର, ବୈଶାଖ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ବ୍ୟତିପାତ ଓ ଗଳଗ୍ରହ ତିଥି - ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର ଓ ବୃଷରାଶିର ଘାତଚନ୍ଦ୍ର। ବୃଷ ଓ କୁମ୍ଭ ରାଶିର ଘାତତିଥି। ବାରବେଳା - ଦିବା ଘ୧୨/୪୦ରୁ ଘ୨/୩୩, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୪୦, ଦିବା ଘ୪/୧୩ରୁ ଘ୬/୪୦, କାଳରାତ୍ରି - ଘ୪/୧୩ରୁ ନିଶାନ୍ତ। ମୃତେ ପୁଷ୍କର ୧ ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପ୍ରର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର  ସଂଧ୍ୟା ୬ା୪୦ରୁ ୮ା୩୪। ଅମୃତ ଦିବା ଘ୧୦ା୨୦ରୁ ଘ୧୨ା୪୦, ଘ୨/୩୪ରୁ ଘ୪/୧୩, ରାତ୍ରି ଘ୧୧/୨୦ରୁ ଘ୩ା୨୦।

 

୧୬.୪.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ମେଷ ଦି୩ନ, ଇଂରାଜୀ ୨୦୧୭ ମସିହା, ଅପ୍ରେଲ‌୍‍ ୧୬ ତାରିଖ, ରବିବାର, ବୈଶାଖ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ତିଥ୍ୟମୃତ ଯୋଗ । ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ମେଷ ରାଶିର ଘାତବାର, ବୃଷରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୬ା୭ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳାରାଶିର ଚନ୍ଦ୍ରଶୁଦ୍ଧି। ମୀନରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧/୨୬ରୁ ଘ୧୨/୬, କାଳବେଳା - ଦିବା ଘ୧୨/୬ରୁ ଘ୧/୧୩, କାଳରାତ୍ରି - ଘ୧/୧୩ରୁ ଘ୨/୨୦। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୮ା୩୨ରୁ ଘ୧୦/୨୫, ଘ୧/୧୨ରୁ ଘ୩/୧୯, ସଂଧ୍ୟା ଘ୬ା୧୨ରୁ ଘ୮ା୧୯, ରାତ୍ରି ଘ୨ା୧୯ରୁ ଘ୪ା୧୨। ଅମୃତ ପ୍ରାତଃ ଘ୬ା୧୨ରୁ ଘ୮ା୩୨, ରାତ୍ରି ଘ୮/୧୯ରୁ ଘ୯ା୫୯।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top