ତିଥି ବାର ବେଳା- ମାର୍ଚ୍ଚ ୬-୧୨, ୨୦୧୭

News Story - Posted on 2017-03-05

୬.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨୩ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୬ ତାରିଖ, ସୋମବାର, ଫାଲ୍ଗୁନ ଶୁକ୍ଳପକ୍ଷ, ନବମୀ ତିଥି, ବୃଷ ଚନ୍ଦ୍ର, ମୃଗଶିରା ନକ୍ଷତ୍ର।  ନକ୍ଷତ୍ରାମୃତ ଯୋଗ-ବିବାହ, ବ୍ରତ, ଗୃହାରମ୍ଭ, ଗୃହପ୍ରତିଷ୍ଠା, ବିଦ୍ୟାରମ୍ଭ ଓ ଦୀକ୍ଷାଗ୍ରହଣ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ବିଛା ରାଶିର ଘାତଚନ୍ଦ୍ର। ଦିବା ଘ୯ା୬ ଗତେ ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୫୫ରୁ ଘ୪/୪୮, କାଳବେଳା -ଦିବା ଘ୭/୪୮ରୁ ଘ୮ା୫୫, କାଳରାତ୍ରି -ରା.ଘ୧୧/୧ରୁ ଘ୧୨ା୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୫ରୁ ଘ୧୧ା୧, ରାତ୍ରି ଘ୧୨ା୮ରୁ ଘ୨ା୧, ଘ୨ା୪୧ରୁ ଘ୩ା୫୮। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୪୮, ଦିବା ଘ୧୨ା୩୫ରୁ ଘ୨ା୫୫, ଘ୪ା୪୮ରୁ ଘ୮ା୮, ରାତ୍ରି ଘ୧୨ା୪୮ରୁ ଘ୪ା୪୮।

 

୭.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨୪ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୭ ତାରିଖ, ମଙ୍ଗଳବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଦଶମୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ଅଦ୍ୟ ଫଗୁ ଦଶମୀ, ଦୋଳଯାତ୍ରାରମ୍ଭ। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ମକର ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୭/୦ରୁ ଘ୭/୪୦, କାଳବେଳା -ଦିବା ଘ୧/୩୪ରୁ ଘ୨ା୪୦, କାଳରାତ୍ରି -ରା.ଘ୭/୧୦ରୁ ଘ୮ା୭। ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୬ା୩୩ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୪୦ରୁ ଘ୪ା୪୭, ରାତ୍ରି ଘ୧୦ା୪୦ରୁ ଘ୧୨ା୪୭। ଅମୃତ ଦିବା ଘ୭ା୪୦ରୁ ଘ୧୦ା୦, ଘ୧୧ା୫୪ରୁ ଘ୧ା୩୪, ରାତ୍ରି ଘ୧୨ା୪୭ରୁ ଘ୪ା୪୭।

 

୮.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨୫ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୮ ତାରିଖ, ବୁଧବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଏକାଦଶୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ପାପନାଶିନୀ ଏକାଦଶୀ। ତିଥ୍ୟମୃତ ଯୋଗ-ବିଦ୍ୟାରମ୍ଭ ଓ ଦୀକ୍ଷାଗ୍ରହଣ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି । କର୍କଟ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ଦିବା ଘ୧୧ା୧୧ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ବାରବେଳା - ଦିବା ଘ୧୨/୫୩ରୁ ଘ୧/୪୬, କାଳବେଳା -ଦିବା ଘ୯/୩୯ରୁ ଘ୧୦ା୪୬, କାଳରାତ୍ରି -ରା.ଘ୩/୩୯ରୁ ଘ୪ା୪୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୯, ଦିବା ଘ୪ା୪୬ରୁ ଘ୭ା୫୯, ରାତ୍ରି ଘ୯ା୩୯ରୁ ଘ୧୦ା୪୬, ଘ୪ା୪୬ରୁ ନିଶାନ୍ତ। ଅମୃତ ଦିବା ଘ୭ା୫୯ରୁ ଘ୯ା୩୯, ଘ୨ା୨୬ରୁ ଘ୪ା୪୬, ରାତ୍ରି ଘ୧୨ା୨୬ରୁ ଘ୨ା୪୬।

 

୯.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨୬ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୯ ତାରିଖ, ଗୁରୁବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଗୋବିନ୍ଦ ଦ୍ୱାଦଶୀ। ନକ୍ଷତ୍ରାମୃତ ଯୋଗ-ବ୍ରତ, ଗୃହାରମ୍ଭ, ଗୃହପ୍ରତିଷ୍ଠା, ବିଦ୍ୟାରମ୍ଭ ଓ ଦୀକ୍ଷାଗ୍ରହଣ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଚୁଡ଼ାକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି। ବାରବେଳା - ଦିବା ଘ୪/୪୫ରୁ ଘ୬/୫, କାଳବେଳା -ଦିବା ଘ୩/୩୮ରୁ ଘ୪ା୪୫, କାଳରାତ୍ରି -ରା.ଘ୧/୫ରୁ ଘ୨ା୧୨। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୨, ଦିବା ଘ୧୨ା୫ରୁ ଘ୧ା୫୮, ସଂଧ୍ୟା ଘ୬ା୫ରୁ ଘ୮ା୧୨, ଘ୨ା୧୨ରୁ ଘ୪ା୫, ଘ୪ା୫ରୁ ନିଶାନ୍ତ। ଅମୃତ ଦିବା ଘ୧ା୫୮ରୁ ଘ୩ା୩୮, ରାତ୍ରି ଘ୮ା୧୨ରୁ ଘ୧୨ା୧୨।

 

୧୦.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨୭ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧୦ ତାରିଖ, ଶୁକ୍ରବାର, ଫାଲ୍ଗୁନ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳଷା ନକ୍ଷତ୍ର। ଯମଘଣ୍ଟକ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ବିଛା ଓ ମୀନ ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର। ଦିବା ଘ୪ା୫୦ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୧୮ରୁ ଘ୧୧/୫୮, କାଳବେଳା -ଦିବା ଘ୧୧/୫୮ରୁ ଘ୨ା୧୮, କାଳରାତ୍ରି -ରା.ଘ୯/୧୮ରୁ ଘ୧୦ା୨୫। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୫ରୁ ଘ୧୦ା୧୮, ଘ୧ା୫ରୁ ଘ୩ା୧୨। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୨୫, ସଂଧ୍ୟା ଘ୬ା୫ରୁ ଘ୯ା୪୫, ରାତ୍ରି ଘ୩ା୫ରୁ ନିଶାନ୍ତ।

 

୧୧.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨୮ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧୧ ତାରିଖ, ଶନିବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ବରାହଦୋଳ, ରାଜାଗ୍ନି ଶିବ ଚତୁର୍ଦ୍ଦଶୀ, ଓଳକଣା ମେଲଣ। ସିଦ୍ଧିଯୋଗ-ବିବାହ ଓ ଜଳାଶୟାରମ୍ଭ ଶୁଭ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧/୧୧ରୁ ଘ୩/୪, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୧୧, ଦିବା ଘ୪/୪୪ରୁ ଘ୭ା୧୧, କାଳରାତ୍ରି -ରା.ଘ୪/୪୪ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୧୧ରୁ ଘ୯ା୪। ଅମୃତ ଦିବା ଘ୧୦ା୫୧ରୁ ଘ୧ା୧୧, ଘ୩ା୪ରୁ ଘ୪ା୪୪, ରାତ୍ରି ଘ୧୧ା୫୧ରୁ ଘ୩ା୫୧।

 

୧୨.୩.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କୁମ୍ଭ ଦି୨୯ନ, ଇଂରାଜୀ ୨୦୧୭ ମସିହା, ମାର୍ଚ୍ଚ ୧୨ ତାରିଖ, ରବିବାର, ଫାଲ୍ଗୁନ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଦୋଳପୂର୍ଣ୍ଣିମା, ମହାପ୍ରଭୁଙ୍କ ରାଜବେଶ, ଚୈତନ୍ୟ ଦେବଙ୍କ ଜନ୍ମ, ଚନ୍ଦ୍ରପୂଜା, ମନ୍ୱାଦ୍ୟ ଶ୍ରାଦ୍ଧ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମେଷ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୨ା୨୭ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୫୬ରୁ ଘ୧୨/୩୬, କାଳବେଳା -ଦିବା ଘ୧୨/୩୬ରୁ ଘ୧ା୪୩, କାଳରାତ୍ରି -ରା.ଘ୧/୪୩ରୁ ଘ୨ା୫୦। ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୬ା୨୩୮ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୩ରୁ ଘ୧୦ା୫୬, ଘ୧ା୪୩ରୁ ଘ୩ା୫୦, ସଂଧ୍ୟା ଘ୬ା୪୩ରୁ ଘ୮ା୫୦, ରାତ୍ରି ଘ୨ା୫୦ରୁ ଘ୪ା୪୩। ଅମୃତ ପ୍ରାତଃ ଘ୬ା୪୩ରୁ ଘ୯ା୩, ରାତ୍ରି ଘ୮ା୫୦ରୁ ଘ୧୦ା୩୦।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top