ତିଥି ବାର ବେଳା- ଜାନୁଆରୀ ୨-୮, ୨୦୧୭

News Story - Posted on 2016-12-31

୨.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧୯ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୨ ତାରିଖ, ସୋମବାର, ପୌଷ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୭ା୨୩ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ପାର୍ବଣ ଓ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୧୩ରୁ ଘ୧୧ା୧୯, ରାତ୍ରି ଘ୧୨ା୨୬ରୁ ଘ୨ା୧୯, ଘ୨ା୫୯ରୁ ଘ୪ା୧୬। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୬, ଦିବା ଘ୧୨ା୫୩ରୁ ଘ୩ା୧୩, ସଂଧ୍ୟା ଘ୫ା୬ରୁ ଘ୮ା୨୬, ରାତ୍ରି ଘ୫ା୬ରୁ ନିଶାନ୍ତ।

 

୩.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨୦ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୩ ତାରିଖ, ମଙ୍ଗଳବାର, ପୌଷ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ବ୍ୟତିପାତ ଓ ଯମଘଣ୍ଟକ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ମକର ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୬ା୨୯ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୨ା୫୯ରୁ ଘ୫ା୬, ରାତ୍ରି ଘ୧୦ା୫୯ରୁ ଘ୧ା୬। ଅମୃତ ଦିବା ଘ୭ା୫୯ରୁ ଘ୧୦ା୧୯, ଘ୧୨ା୧୩ରୁ ଘ୧ା୫୩, ରାତ୍ରି ଘ୧ା୬ରୁ ଘ୫ା୬।

 

୪.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨୧ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୪ ତାରିଖ, ବୁଧବାର, ପୌଷ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଅଦ୍ୟ ବରଗଡ଼ରେ ଧନୁଯାତ୍ରା। ତିଥ୍ୟମୃତ ଯୋଗ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। କର୍କଟ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ଦିବା ଗ୧୧ା୧୮ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୯, ଦିବା ଘ୫ା୬ରୁ ଘ୮ା୧୯, ରାତ୍ରି ଘ୮ା୫୯ରୁ ଘ୧୧ା୬, ଘ୫ା୬ରୁ ନିଶାନ୍ତ। ଅମୃତ ଦିବା ଘ୮ା୧୯ରୁ ଘ୯ା୫୯, ଘ୨ା୪୬ରୁ ଘ୫ା୬, ରାତ୍ରି ଘ୧୨ା୪୬ରୁ ଘ୩ା୬।

 

୫.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨୨ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୫ ତାରିଖ, ଗୁରୁବାର, ପୌଷ ଶୁକ୍ଳପକ୍ଷ, ସପ୍ତମୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଯମଘଣ୍ଟକ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁ ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୪, ଦିବା ଘ୧୨ା୨୭ରୁ ଘ୨ା୨୦, ସଂଧ୍ୟା ଘ୬ା୨୭ରୁ ଘ୮ା୩୪, ରାତ୍ରି ଘ୨ା୩୪ରୁ ଘ୪ା୨୭, ଘ୫ା୭ରୁ ନିଶାନ୍ତ। ଅମୃତ ଦିବା ଘ୨ା୨୦ରୁ ଘ୪ା୦, ରାତ୍ରି ଘ୮ା୩୪ରୁ ଘ୧୨ା୩୪।

 

୬.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨୩ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୬ ତାରିଖ, ଶୁକ୍ରବାର, ପୌଷ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ବିଛା ଓ ମୀନ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ବିଛା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ଦିବା ଘ୩ା୫୫ ଗତେ ମେଷ, ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୮ରୁ ଘ୧୦ା୪୧, ଘ୧ା୨୮ରୁ ଘ୩ା୩୫। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୮, ସଂଧ୍ୟା ଘ୬ା୨୮ରୁ ଘ୧୦ା୮, ରାତ୍ରି ଘ୩ା୨୮ରୁ ନିଶାନ୍ତ।

 

୭.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨୪ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୭ ତାରିଖ, ଶନିବାର, ପୌଷ ଶୁକ୍ଳପକ୍ଷ, ନବମୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ସିଦ୍ଧିଯୋଗ। ଚନ୍ଦ୍ରଶୁଦ୍ଧି -ମେଷ, ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ମେଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୩୫ରୁ ଘ୯ା୨୮। ଅମୃତ ଦିବା ଘ୧୧ା୧୫ରୁ ଘ୧ା୩୫, ଘ୩ା୨୮ରୁ ଘ୫ା୮, ରାତ୍ରି ଘ୧୨ା୧୫ରୁ ଘ୪ା୧୫।

 

୮.୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨୫ନ, ଇଂରାଜୀ ୨୦୧୭ ମସିହା, ଜାନୁଆରୀ ୮ ତାରିଖ, ରବିବାର, ପୌଷ ଶୁକ୍ଳପକ୍ଷ, ଦଶମୀ, ଏକାଦଶୀ(କ୍ଷଃ) ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର।  ଅଦ୍ୟ ଶାମ୍ୱଦଶମୀ, ସୂର୍ଯ୍ୟପୂଜା ଓ ତ୍ର୍ୟହସ୍ପର୍ଶା ପୂତ୍ରଦା ଏକାଦଶୀ, ରବିନାରାୟଣ ବ୍ରତ, ମନ୍ୱାଦ୍ୟ ଶ୍ରାଦ୍ଧ। ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମେଷ ରାଶିର ଘାତବାର, ଧନୁ ରାଶିର ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୫ା୨୫ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ଦିବା ଘ୧୨ା୨୨ ଗତେ ୨ପାଦ ଓ ରାତ୍ରି ଘ୩ା୪ ଗତେ ୩ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସ୍ନାନ, ଦାନ ହେତୁ ସୂର୍ଯ୍ୟନାରାୟଣ ବ୍ରତ ବ୍ରାହ୍ମସମୟେ କରଣୀୟ। ଏକାଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଓ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୨୮ରୁ ଘ୧୧ା୨୧, ଘ୨ା୯ରୁ ଘ୪ା୧୫, ରାତ୍ରି ଘ୭ା୮ରୁ ଘ୯ା୧୫, ଘ୩ା୧୫ରୁ ଘ୫ା୮। ଅମୃତ ଦିବା ଘ୭ା୮ରୁ ଘ୯ା୨୮, ରାତ୍ରି ଘ୯ା୧୫ରୁ ଘ୧୦ା୫୫।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top