ତିଥି ବାର ବେଳା- ସେପ୍ଟେମ୍ବର ୧୨-୧୮, ୨୦୧୬

ତିଥି ବାର ବେଳା- ସେପ୍ଟେମ୍ବର ୧୨-୧୮, ୨୦୧୬

Share :

୧୨.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨୮ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧୨ ତାରିଖ, ସୋମବାର, ଭାଦ୍ରବ ଶୁକ୍ଳପକ୍ଷ, ଦଶମୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଅଦ୍ୟ ଇଦ‌୍‍ଜୁହା, ଦିବା ଘ୩ା୨୮ ଗତେ ଶରଣପଞ୍ଚକ। ତିଥ୍ୟମୃତ ଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ଦିବା ଘ୩ା୨୮ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୨୫ରୁ ଘ୧୦ା୩୧, ରାତ୍ରି ଘ୧୧ା୩୮ରୁ ଘ୧ା୩୧, ଘ୨ା୧୧ରୁ ଘ୩ା୧୮। ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୧୮, ଦିବା ଘ୧୨ା୫ରୁ ଘ୨ା୨୫, ଘ୪ା୧୮ରୁ ଘ୭ା୩୮, ରାତ୍ରି ଘ୪/୧୮ରୁ ନିଶାନ୍ତ।   ୧୩.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨୯ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧୩ ତାରିଖ, ମଙ୍ଗଳବାର, ଭାଦ୍ରବ ଶୁକ୍ଳପକ୍ଷ, ଏକାଦଶୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ଅଦ୍ୟ ପାର୍ଶ୍ୱପରିବର୍ତ୍ତନ (ବଡ଼) ଏକାଦଶୀ, ବାମନଜନ୍ମ, ସୁନିଆଁ, ଶ୍ରୀଶ୍ରୀ ଗଜପତି ମହାରାଜାଙ୍କ ୫୮ଅଙ୍କ ଓ ୧୪୨୪ସାଲ ପ୍ରବେଶ। ପାପଯୋଗ-ଯାତ୍ରାଦି ଶୁକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମକର ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ପ୍ରାତଃ ଘ୬ା୫୬ ଗତେ ୩ପାଦ ଓ ଦିବା ଘ୧୦ା୧୫ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ବାମନା ଏକାଦଶୀ ବ୍ରତ ବିହିତ। ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୨ା୧୧ରୁ ଘ୪ା୧୮, ରାତ୍ରି ଘ୧୦ା୧୧ରୁ ଘ୧୨ା୧୮। ଅମୃତ -ଦିବା ଘ୭ା୧୧ରୁ ଘ୯ା୩୧, ଘ୧୧ା୨୫ରୁ ଘ୧ା୫, ରାତ୍ରି ଘ୧୨/୧୮ରୁ ଘ୪ା୧୮।   ୧୪.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୩୦ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧୪ ତାରିଖ, ବୁଧବାର, ଭାଦ୍ରବ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ଶ୍ରୀ ଜୀଉଙ୍କର ବାମନ ବେଶ ଓ ମହତୀ ସ୍ନାନଯୋଗ। ସିଦ୍ଧିଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। କର୍କଟ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୦ା୩୨ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୧, ଦିବା ଘ୪ା୧୮ରୁ ଘ୭ା୩୧, ରାତ୍ରି ଘ୮ା୧୧ରୁ ଘ୧୦ା୧୮, ଘ୪ା୧୮ରୁ ନିଶାନ୍ତ। ଅମୃତ -ଦିବା ଘ୭ା୩୧ରୁ ଘ୯ା୧୧, ଘ୧ା୫୮ରୁ ଘ୪ା୧୮, ରାତ୍ରି ଘ୧୧/୫୮ରୁ ଘ୨ା୧୮।   ୧୫.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୩୧ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧୫ ତାରିଖ, ଗୁରୁବାର, ଭାଦ୍ରବ ଶୁକ୍ଳପକ୍ଷ, ତ୍ରୟୋଦଶୀ (ଚତୁର୍ଦ୍ଦଶୀ କ୍ଷୟ) ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ଶିବ ଚତୁର୍ଦ୍ଦଶୀ, ଶିବ ପାର୍ଶ୍ୱପରିବର୍ତ୍ତନ, ଅଘୋର ଚତୁର୍ଦ୍ଦଶୀ ଓ ଅନନ୍ତ ବ୍ରତ। ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅନନ୍ତବ୍ରତ ବିହିତ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୬, ଦିବା ଘ୧୧ା୩୯ରୁ ଘ୧ା୩୨, ସଂଧ୍ୟା ଘ୫ା୩୯ରୁ ଘ୭ା୪୬, ରାତ୍ରି ଘ୧ା୪୬ରୁ ଘ୩ା୩୯, ଘ୪ା୧୯ରୁ ନିଶାନ୍ତ। ଅମୃତ -ଦିବା ଘ୧ା୩୨ରୁ ଘ୩ା୧୨, ରାତ୍ରି ଘ୭/୪୬ରୁ ଘ୧୧ା୪୬।   ୧୬.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧୬ ତାରିଖ, ଶୁକ୍ରବାର, ଭାଦ୍ରବ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ଷଡ଼ଶୀତି କନ୍ୟା ସଂକ୍ରାନ୍ତି, ବିଶ୍ୱକର୍ମା ପୂଜା, ଇନ୍ଦ୍ରପୂର୍ଣ୍ଣିମା, ଭାଗବତ ଜନ୍ମ, ଷଡ଼ଶୀତି ନିତ୍ୟଶ୍ରାଦ୍ଧ, ରାତ୍ରି ଘ୧୨ା୪୯ ମେଧ୍ୟ ଶରଣପଞ୍ଚକ। ନିରଂଶ ଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ବିଛା ଓ ମୀନ ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର। ମୀନ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୨ା୪୯ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ଅଦ୍ୟ ଷଡ଼ଶୀତି କନ୍ୟା ସଂକ୍ରାନ୍ତି କୃତ୍ୟ। ରବି ରାତ୍ରି ଘ୩ା୧୫ ସମୟେ କନ୍ୟାକୁ ସଂକ୍ରମଣ। ପରଦିନ ଦିନାର୍ଦ୍ଧ ମେଧ୍ୟ ପୁଣ୍ୟକାଳ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୮ରୁ ଘ୯ା୫୧, ଘ୧୨ା୩୮ରୁ ଘ୨ା୪୫। ଅମୃତ-ସୂର୍ଯ୍ୟୋଦୟରୁ ଘ୭ା୫୮, ସଂଧ୍ୟା ଘ୫/୩୮ରୁ ଘ୯/୧୮, ରାତ୍ରି ଘ୨/୩୮ରୁ ନିଶାନ୍ତ।   ୧୭.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୨ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧୭ ତାରିଖ, ଶନିବାର, ଆଶ୍ୱିନ କୃଷ୍ଣପକ୍ଷ, ପ୍ରତିପଦ ତିଥି, ମୀନ ଚନ୍ଦ୍ର, ପୂର୍ବଭାଦ୍ର (ଉତ୍ତରଭାଦ୍ର କ୍ଷୟ) ନକ୍ଷତ୍ର। ଅପରପକ୍ଷ ପିତୃତର୍ପଣ ଆରମ୍ଭ। ତିଥ୍ୟମୃତ ଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ପ୍ରାତଃ ଘ୬ା୧୯ ଗତେ ୧ପାଦ ଓ ରାତ୍ରି ଘ୯ା୩୮ ଗତେ ୨ପାଦ। ଅଦ୍ୟ ସଂକ୍ରାନ୍ତିର ଗ୍ରହଶାନ୍ତି, ହୋମ, ଦାନ ଓ ସ୍ନାନାଦି ବିଧେୟ। ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ପ୍ରାତଃରୁ ମଧ୍ୟାହ୍ନ ମେଧ୍ୟ ବିଶ୍ୱକର୍ମା ପୂଜା ବିହିତ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୪୬ରୁ ଘ୮ା୩୯। ଅମୃତ-ଦିବା ୧୦ା୨୬ରୁ ଘ୧୨ା୪୬, ଘ୨/୩୯ରୁ ଘ୪/୧୯, ରାତ୍ରି ଘ୧୧/୨୬ରୁ ଘ୩ା୨୬।   ୧୮.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୩ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧୮ ତାରିଖ, ରବିବାର, ଆଶ୍ୱିନ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର।  ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମେଷ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର। ଧନୁ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧ା୩୪ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ସଂଧ୍ୟା ଘ୬ା୨୬ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୯ରୁ ଘ୧୦ା୩୨, ଘ୧ା୧୯ରୁ ଘ୩ା୨୬, ସଂଧ୍ୟା ଘ୬ା୧୯ରୁ ଘ୮ା୨୬, ରାତ୍ରି ଘ୨ା୨୬ରୁ ଘ୪ା୧୯। ଅମୃତ-ପ୍ରାତଃ ଘ୬/୧୯ରୁ ଘ୮/୩୯, ରାତ୍ରି ଘ୮/୨୬ରୁ ଘ୧୦ା୬।

Share :