ତିଥି ବାର ବେଳା- ସେପ୍ଟେମ୍ବର ୫-୧୧, ୨୦୧୬

ତିଥି ବାର ବେଳା- ସେପ୍ଟେମ୍ବର ୫-୧୧, ୨୦୧୬

Share :

୫.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨୧ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୫ ତାରିଖ, ସୋମବାର, ଭାଦ୍ରବ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ଗୌରୀଚତୁର୍ଥୀ, ଗଣେଶ ପୂଜା ଓ ଗୁରୁଦିବସ। ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜୟନ୍ତୀ। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର । ଦିବା ଘ୮ା୫୭ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଗଣେଶବ୍ରତ ବିହିତ। ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୨୩ରୁ ଘ୧୦ା୨୯, ରାତ୍ରି ଘ୧୧ା୩୬ରୁ ଘ୧ା୨୯, ଘ୨ା୯ରୁ ଘ୩ା୧୬। ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୧୬, ଦିବା ଘ୧୨ା୩ରୁ ଘ୨ା୨୩, ଘ୪ା୧୬ରୁ ଘ୭ା୩୬, ରାତ୍ରି ଘ୪/୧୬ରୁ ନିଶାନ୍ତ।   ୬.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨୨ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୬ ତାରିଖ, ମଙ୍ଗଳବାର, ଭାଦ୍ରବ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ଋଷିପଞ୍ଚମୀ, ପଶ୍ଚିମାଞ୍ଚଳରେ ନୂଆଖାଇ ପର୍ବ। ନକ୍ଷତ୍ର ଦଗ୍ଧା-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମକର ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ମଙ୍ଗଳ ମହାଗ୍ରହ ପୂଜା। ବିଶ୍ୱାମିତ୍ରାଦି ଋଷିମାନଙ୍କୁ ସନ୍ତାନ କାମନାର୍ଥେ ପୂଜା କରଣୀୟ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୨ା୯ରୁ ଘ୪ା୧୬, ରାତ୍ରି ଘ୧୦ା୯ରୁ ଘ୧୨ା୧୬। ଅମୃତ -ଦିବା ଘ୭ା୯ରୁ ଘ୯ା୨୯, ଘ୧୧ା୨୩ରୁ ଘ୧ା୩, ରାତ୍ରି ଘ୧୨/୧୬ରୁ ଘ୪ା୧୬।   ୭.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨୩ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୭ ତାରିଖ, ବୁଧବାର, ଭାଦ୍ରବ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ସୋମନାଥ ବ୍ରତ, ଷଷ୍ଠୀ ଓଷା। ତିଥ୍ୟମୃତ ଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। କର୍କଟ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି। ରାତ୍ରି ଘ୭ା୨୪ ଗତେ ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସୋମନାଥ ବ୍ରତ କର୍ମକାଳ ପ୍ରଶସ୍ତ। ବୁଧମହାଗ୍ରହ ପୂଜା। ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୯, ଦିବା ଘ୪ା୧୬ରୁ ଘ୭ା୨୯, ରାତ୍ରି ଘ୮ା୯ରୁ ଘ୧୦ା୧୬, ଘ୪ା୧୬ରୁ ନିଶାନ୍ତ। ଅମୃତ -ଦିବା ଘ୭ା୨୯ରୁ ଘ୯ା୯, ଘ୧ା୫୬ରୁ ଘ୪ା୧୬, ରାତ୍ରି ଘ୧୧/୫୬ରୁ ଘ୨ା୧୬।   ୮.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨୪ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୮ ତାରିଖ, ଗୁରୁବାର, ଭାଦ୍ରବ ଶୁକ୍ଳପକ୍ଷ, ସପ୍ତମୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅଦ୍ୟ ଲଳିତାସପ୍ତମୀ, କୁକ୍କୁଟୀ ବ୍ରତ, ବୃହସ୍ପତି ପଶ୍ଚିମାସ୍ତ। ବୈଧୃତି ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁ ରାଶିର ଘାତତିଥି,କର୍କଟ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୩, ଦିବା ଘ୧୧ା୩୬ରୁ ଘ୧ା୨୯, ସଂଧ୍ୟା ଘ୫ା୩୬ରୁ ଘ୭ା୪୩, ରାତ୍ରି ଘ୧ା୪୩ରୁ ଘ୩ା୩୬, ଘ୪ା୧୬ରୁ ନିଶାନ୍ତ। ଅମୃତ -ଦିବା ଘ୧ା୨୯ରୁ ଘ୩ା୯,  ରାତ୍ରି ଘ୭/୪୩ରୁ ଘ୧୧ା୪୩।   ୯.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨୫ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୯ ତାରିଖ, ଶୁକ୍ରବାର, ଭାଦ୍ରବ ଶୁକ୍ଳପକ୍ଷ, ଅଷ୍ଟମୀ (ଅହୋରାତ୍ର) ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ଅଦ୍ୟ ଦୁର୍ବାଷ୍ଟମୀ ଓ ରାଧାଷ୍ଟମୀ ବ୍ରତ, ଦୁର୍ଗାଦେବୀଙ୍କ ଶୟନୋତ୍ସବ, ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ବିଛା ଓ ମୀନ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ରାଧାଷ୍ଟମୀ ବ୍ରତ ବିହିତ। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୬ରୁ ଘ୯ା୪୯, ଘ୧୨ା୩୬ରୁ ଘ୨ା୪୩। ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୫୬, ସଂଧ୍ୟା ଘ୫ା୩୬ରୁ ଘ୯ା୧୬, ରାତ୍ରି ଘ୨/୩୬ରୁ ନିଶାନ୍ତ।   ୧୦.୯.୨୯୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨୬ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧୦ ତାରିଖ, ଶନିବାର, ଭାଦ୍ରବ ଶୁକ୍ଳପକ୍ଷ, ଅଷ୍ଟମୀ (ମଳ) ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ମଳତିଥି-ଯାତ୍ରାଦି ଶୁକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି। ଦିବା ଘ୭ା୩୫ ଗତେ ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୪୪ରୁ ଘ୧ା୩୨। ଅମୃତ -ଦିବା ଘ୧୦ା୧୯ରୁ ଘ୧୨ା୩୯, ଘ୨ା୩୨ରୁ ଘ୪ା୧୨, ରାତ୍ରି ଘ୧୧/୧୯ରୁ ଘ୩ା୧୯।   ୧୧.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨୭ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧୧ ତାରିଖ, ରବିବାର, ଭାଦ୍ରବ ଶୁକ୍ଳପକ୍ଷ, ନବମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର।  ଅଦ୍ୟ ତାଳନବମୀ, ଖୁଦୁରୁକୁଣୀ ଓଷା ଶେଷ, ଅନୁକୂଳଚନ୍ଦ୍ର ଜୟନ୍ତୀ। ରିକ୍ତାତିଥି-ଯାତ୍ରାଦି ଶୁକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, ମୀନ, ମିଥୁନ, କର୍କଟ ରାଶି। ମେଷ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି। ସିଂହ ରାଶିର ଘାତନକ୍ଷତ୍ର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୪୪ରୁ ଘ୮ା୩୭। ଅମୃତ -ଦିବା ଘ୧୦ା୨୪ରୁ ଘ୧୨ା୪୪, ଘ୨ା୩୭ରୁ ଘ୪ା୧୭, ରାତ୍ରି ଘ୧୧/୨୪ରୁ ଘ୩ା୨୪।

Share :