ତିଥି ବାର ବେଳା- ଅଗଷ୍ଟ ୨୯-ସେପ୍ଟେମ୍ବର ୪, ୨୦୧୬

ତିଥି ବାର ବେଳା- ଅଗଷ୍ଟ ୨୯-ସେପ୍ଟେମ୍ବର ୪, ୨୦୧୬

Share :

୨୯.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧୪ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨୯ ତାରିଖ, ସୋମବାର, ଭାଦ୍ରବ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, କର୍କଟ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୨୧ରୁ ଘ୧୦ା୨୭, ରାତ୍ରି ଘ୧୧ା୩୪ରୁ ଘ୧ା୨୭, ଘ୨ା୭ରୁ ଘ୩ା୧୪। ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୧୪, ଦିବା ଘ୧୨ା୧ରୁ ଘ୨ା୨୧,  ଘ୪/୧୪ରୁ ନିଶାନ୍ତ।   ୩୦.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧୫ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୩୦ ତାରିଖ, ମଙ୍ଗଳବାର, ଭାଦ୍ରବ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଓ ଉପବାସ। ସିଦ୍ଧିଯୋଗ। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମକର ରାଶିର ଘାତବାର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶିବ ଚତୁର୍ଦ୍ଦଶୀ ବ୍ରତ ଉପବାସ ବିହିତ। ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୨ା୭ରୁ ଘ୪ା୧୪, ରାତ୍ରି ଘ୧୦ା୭ରୁ ଘ୧୨ା୧୪। ଅମୃତ -ଦିବା ଘ୭ା୭ରୁ ଘ୯ା୨୭, ଘ୧୧ା୨୧ରୁ ଘ୧ା୧, ରାତ୍ରି ଘ୧୨/୧୪ରୁ ଘ୪ା୧୪।   ୩୧.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧୬ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୩୧ ତାରିଖ, ବୁଧବାର, ଭାଦ୍ରବ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ ନଷ୍ଟଚନ୍ଦ୍ର ଉପବାସ। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। କର୍କଟ ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର। ଦିବା ଘ୧୦ା୫୩ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୮, ଦିବା ଘ୪ା୧୫ରୁ ଘ୭ା୨୮, ରାତ୍ରି ଘ୮ା୮ରୁ ଘ୧୦ା୧୫, ଘ୪ା୧୫ରୁ ନିଶାନ୍ତ। ଅମୃତ -ଦିବା ଘ୭ା୨୮ରୁ ଘ୯ା୮, ଘ୧ା୫୫ରୁ ଘ୪ା୧୫, ରାତ୍ରି ଘ୧୧/୫୫ରୁ ଘ୨ା୧୫।   ୧.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧୭ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧ ତାରିଖ, ଗୁରୁବାର, ଭାଦ୍ରବ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ସପ୍ତପୁରୀ ଅମାବାସ୍ୟା, ସପ୍ତପିତୃକା ଶ୍ରାଦ୍ଧ (ସୂର୍ଯ୍ୟପରାଗ ଅଦୃଶ୍ୟ, ପାଳନ ନିଷେଧ)। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତପୁରୀ ଅମାବାସ୍ୟା କର୍ମ ବିହିତ। ଅମାବାସ୍ୟାର ନିତ୍ୟଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୨, ଦିବା ଘ୧୧ା୩୫ରୁ ଘ୧ା୨୮, ସଂଧ୍ୟା ଘ୫ା୩୫ରୁ ଘ୭ା୪୨, ରାତ୍ରି ଘ୧ା୪୨ରୁ ଘ୩ା୩୫, ଘ୪ା୧୫ରୁ ନିଶାନ୍ତ। ଅମୃତ -ଦିବା ଘ୧ା୨୮ରୁ ଘ୩ା୮, ରାତ୍ରି ଘ୭/୪୨ରୁ ଘ୧୧ା୪୨।   ୨.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧୮ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨ ତାରିଖ, ଶୁକ୍ରବାର, ଭାଦ୍ରବ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ସିଦ୍ଧିଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ବିଛା ଓ ମୀନ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ରାତ୍ରି ଘ୮ା୩୦ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସଂଧ୍ୟା ସମୟେ ଚନ୍ଦ୍ରପୂଜା। ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୬ରୁ ଘ୯ା୪୯, ଘ୧୨ା୩୬ରୁ ଘ୨ା୪୩। ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୫୬, ସଂଧ୍ୟା ଘ୫ା୩୬ରୁ ଘ୯ା୧୬, ରାତ୍ରି ଘ୨/୩୬ରୁ ନିଶାନ୍ତ।   ୩.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧୯ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୩ ତାରିଖ, ଶନିବାର, ଭାଦ୍ରବ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୩ପାଦ, ଦିବା ଘ୪ା୧୬ ଗତେ ୨ପାଦ ଓ ସଂଧ୍ୟା ଘ୬ା୧୧ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୪୩ରୁ ଘ୮ା୩୫। ଅମୃତ -ଦିବା ଘ୧୦ା୨୩ରୁ ଘ୧୨ା୪୩, ଘ୨ା୩୬ରୁ ଘ୪ା୧୬, ରାତ୍ରି ଘ୧୧/୨୩ରୁ ଘ୩ା୨୩।   ୪.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨୦ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୪ ତାରିଖ, ରବିବାର, ଭାଦ୍ରବ ଶୁକ୍ଳପକ୍ଷ, ତୃତୀୟା ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ବାଲିତୃତୀୟା ଓ ଗୌରୀବ୍ରତ, ଖୁଦୁରୁକୁଣୀ ଓଷା, ମନ୍ୱାବ୍ଦ ନିତ୍ୟଶ୍ରାଦ୍ଧ। ନକ୍ଷତ୍ରାମୃତ ଯୋଗ-ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମେଷ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ବାଲିତୃତୀୟାର ନୂଆ ଓଷେଇତିମାନଙ୍କ ପାଇର୍ ପୁଣ୍ୟକାଳ ପ୍ରଶସ୍ତ। ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୩୬ରୁ ଘ୧୦ା୨୯, ଘ୧ା୧୬ରୁ ଘ୩ା୨୩, ସଂଧ୍ୟା ଘ୬ା୧୬ରୁ ଘ୮ା୨୩, ରାତ୍ରି ଘ୨ା୨୩ରୁ ଘ୪ା୧୬। ଅମୃତ -ପ୍ରାତଃ ଘ୬ା୧୬ରୁ ଘ୮ା୩୬, ରାତ୍ରି ଘ୮/୨୩ରୁ ଘ୧୦ା୩।

Share :