ତିଥି ବାର ବେଳା- ଅଗଷ୍ଟ ୨୨-୨୮, ୨୦୧୬

ତିଥି ବାର ବେଳା- ଅଗଷ୍ଟ ୨୨-୨୮, ୨୦୧୬

Share :

୨୨.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୭ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨୨ ତାରିଖ, ସୋମବାର, ଭାଦ୍ରବ କୃଷ୍ଣପକ୍ଷ, ଚତୁର୍ଥୀ (ପଞ୍ଚମୀ କ୍ଷୟ) ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଅଦ୍ୟ ରକ୍ଷାପଞ୍ଚମୀ, ଶ୍ରୀମନ୍ଦିରେ ରାହୁରେଖା ଲାଗି। ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୬ା୩୦ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - କୃଷ୍ଣବର୍ଣ୍ଣ ସର୍ପ ଚିତ୍ରକରି ପୂଜା କରିବା ବିଧେୟ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୧୯ରୁ ଘ୧୦ା୨୫, ରାତ୍ରି ଘ୧୧ା୩୨ରୁ ଘ୧ା୨୫, ଘ୨ା୫ରୁ ଘ୩ା୧୨। ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୧୨, ଦିବା ଘ୧୧ା୫୯ରୁ ଘ୨ା୧୯, ଘ୪ା୧୨ରୁ ଘ୭ା୩୨, ରାତ୍ରି ଘ୪/୧୨ରୁ ନିଶାନ୍ତ।   ୨୩.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୮ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨୩ ତାରିଖ, ମଙ୍ଗଳବାର, ଭାଦ୍ରବ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମକର ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ମେଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧ା୫ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୨ା୬ରୁ ଘ୪ା୧୩, ରାତ୍ରି ଘ୧୦ା୬ରୁ ଘ୧୨ା୧୩। ଅମୃତ -ଦିବା ଘ୭ା୬ରୁ ଘ୯ା୨୬, ଘ୧୧ା୨୦ରୁ ଘ୧ା୦, ରାତ୍ରି ଘ୧୨/୧୩ରୁ ଘ୪ା୧୩।   ୨୪.୮.୨୦୧୮ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୯ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨୪ ତାରିଖ, ବୁଧବାର, ଭାଦ୍ରବ କୃଷ୍ଣପକ୍ଷ, ସପ୍ତମୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ଅଦ୍ୟ ଜନ୍ମାଷ୍ଟମୀ ବ୍ରତ (ଶ୍ରୀକୃଷ୍ଣ ଜନ୍ମ), ବୁଧିବାମନ ଓଷା। ସିଦ୍ଧିଯୋଗ-ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। କର୍କଟ ରାଶିର ଘାତବାର, ଧନୁ ରାଶିର ଘାତତିଥି ଓ ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର। ରାତ୍ରି ଘ୭ା୫୦ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଜନ୍ମାଷ୍ଟମୀ ବ୍ରତ ବିହିତ। ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୬, ଦିବା ଘ୪ା୧୩ରୁ ଘ୭ା୨୬, ରାତ୍ରି ଘ୮ା୬ରୁ ଘ୧୦ା୧୩, ଘ୪ା୧୩ରୁ ନିଶାନ୍ତ। ଅମୃତ -ଦିବା ଘ୭ା୨୬ରୁ ଘ୯ା୬, ଘ୧ା୫୩ରୁ ଘ୪ା୧୩, ରାତ୍ରି ଘ୧୧/୫୩ରୁ ଘ୨ା୧୩ ।   ୨୫.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧୦ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨୫ ତାରିଖ, ଗୁରୁବାର, ଭାଦ୍ରବ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ନନ୍ଦୋତ୍ସବ, (ବୈଷ୍ଣବ୍ୟ ଶ୍ରୀକୃଷ୍ଣଜନ୍ମ ବ୍ରତ)। ତିଥ୍ୟମୃତ ଯୋଗ-ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ବିଛା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - କୃଷ୍ଣଜନ୍ମ ପରେ ନନ୍ଦୋତ୍ସବ, ବୈଷ୍ଣବ ବ୍ରତ। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୦, ଦିବା ଘ୧୧ା୩୩ରୁ ଘ୧ା୨୬, ସଂଧ୍ୟା ଘ୫ା୩୩ରୁ ଘ୭ା୪୦, ରାତ୍ରି ଘ୧ା୪୦ରୁ ଘ୩ା୩୩, ଘ୪ା୧୩ରୁ ନିଶାନ୍ତ। ଅମୃତ -ଦିବା ଘ୧ା୨୬ରୁ ଘ୩ା୬, ରାତ୍ରି ଘ୭/୪୦ରୁ ଘ୧୧ା୪୦।   ୨୬.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧୧ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨୬ ତାରିଖ, ଶୁକ୍ରବାର, ଭାଦ୍ରବ କୃଷ୍ଣପକ୍ଷ, ନବମୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ତିଥ୍ୟମୃତ ଯୋଗ-ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ବିଛା ଓ ମୀନ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ମକର ରାଶିର ଘାତନକ୍ଷତ୍ର, ବିଛା ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୫ା୨ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୩ରୁ ଘ୯ା୪୬, ଘ୧୨ା୩୩ରୁ ଘ୨ା୪୦। ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୫୩, ସଂଧ୍ୟା ଘ୫ା୩୩ରୁ ଘ୯ା୧୩, ରାତ୍ରି ଘ୨/୩୩ରୁ ନିଶାନ୍ତ।   ୨୭.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧୨ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨୭ ତାରିଖ, ଶନିବାର, ଭାଦ୍ରବ କୃଷ୍ଣପକ୍ଷ, ଦଶମୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୪୧ରୁ ଘ୮ା୩୪। ଅମୃତ -ଦିବା ଘ୧୦ା୨୧ରୁ ଘ୧୨ା୪୧, ଘ୨ା୩୪ରୁ ଘ୪ା୧୪, ରାତ୍ରି ଘ୧୧/୨୧ରୁ ଘ୩ା୨୧।   ୨୮.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧୩ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨୮ ତାରିଖ, ରବିବାର, ଭାଦ୍ରବ କୃଷ୍ଣପକ୍ଷ, ଏକାଦଶୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର।  ଅଦ୍ୟ କାଳୀୟଦଳନ ଏକାଦଶୀ, ଖୁଦୁରୁକୁଣୀ ଓଷା। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ମେଷ ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ରାତ୍ରି ଘ୨ା୩୮ ଗତେ କର୍କଟ, କନ୍ୟା, ତୁଳା, ମକର, କୁ‌୍‍ମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୧ପାଦ, ଦିବା ଘ୮ା୪୨ ଗତେ ୨ପାଦ ଓ ଦିବା ଘ୨ା୮ ଗତେ ୩ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୩୪ରୁ ଘ୧୦ା୨୭, ଘ୧ା୧୪ରୁ ଘ୩ା୨୧, ସଂଧ୍ୟା ଘ୬ା୧୪ରୁ ଘ୮ା୨୧, ରାତ୍ରି ଘ୨ା୨୧ରୁ ଘ୪ା୧୪। ଅମୃତ -ପ୍ରାତଃ ଘ୬ା୧୪ରୁ ଘ୮ା୩୪, ରାତ୍ରି ଘ୮/୨୧ରୁ ଘ୧୦ା୧।

Share :