ଗଙ୍ଗା ବୋଇଛ କେନୋ?

ଗଙ୍ଗା ବୋଇଛ କେନୋ?

Share :

ଭୂପେନ ହଜାରିକା   ବିସ୍ତୀର୍ଣ୍ଣ ଦୁପାରେ, ଅସଂଖ୍ୟୋ ମାନୁଷେର/ ହାହାକାର ଶୁନେ, ନିଃଶୋବ୍ଦେ ନିରୋବେ/ ଓ ଗଙ୍ଗା ତୁମି, ଗଙ୍ଗା ବୋଇଛ କେନ?   ନୈତିକୋତାର ସ୍ଖଳନ ଦେଖେଓ/ ମାନୋବିକତାର ପୋତନ ଦେଖେଓ ନିର୍ଲୋଜୋ ଅଳସଭାବେ, ବୋଇଛ କେନ? ବିସ୍ତୀର୍ଣ୍ଣ ଦୁପାରେ, ଅସଂଖ୍ୟୋ ମାନୁଷେର/ ହାହାକାର ଶୁନେ, ନିଃଶୋବ୍ଦେ ନିରୋବେ ଓ ଗଙ୍ଗା ତୁମି, ଗଙ୍ଗା ବୋଇଛ କେନ?   ଜ୍ଞାନ ବିହୀନ, ନିରୋକ୍ଷରେର/ ଖାଦ୍ୟୋ ବିହୀନ ନାଗୋରିକେର ନେତ୍ରୋବିହୀନତୋୟେ ମଉନୋ କେନୋ? ବ୍ୟକ୍ତି ଯଦି ବ୍ୟକ୍ତିକେନ୍ଦ୍ରିକ/ ସମୋଷ୍ଟି ଯଦି ବ୍ୟକ୍ତିତ୍ୱ ରହିତ ତୋବେ ଶିଥୀଳ ସମାଜ କେ ଥାମୋ ନା କେନୋ?   ସହସ୍ର ବରଷୋର, ଉନ୍ମାଦନାର/ ମନ୍ତ୍ରୋ ଦିୟେ, ଲକ୍ଷଜୋନେର ସବଳ ସଂଗ୍ରାମୀ ଆର ଅଗ୍ରଗାମୀ/ କୋରେ ତୋଳନା କେନୋ? ସ୍ରୋତସ୍ୱିନୀ, କେନୋ ନାହି ବୋହୁ/ ତୁମି ନିଶ୍ଚୟ ଜାହ୍ନବୀ ନୋହୁ ତାହୋଲେ ପ୍ରେରଣା ଦାଓ ନା କେନୋ?   ଉନ୍ମତ୍ତ ଧରାର କୁରୁକ୍ଷେତ୍ରେ/ ସରୋସିଜୋ କେ ଆଲିଙ୍ଗନ କରା ଲକ୍ଷୋକୋଟି ଭାରତବାସୀ କେ ଜଗାଲେ ନା କେନୋ? ବିସ୍ତୀର୍ଣ୍ଣ ଦୁପାରେ, ଅସଂଖ୍ୟୋ ମାନୁଷେର/ ହାହାକାର ଶୁନେ, ନିଃଶୋବ୍ଦେ ନିରୋବେ ଓ ଗଙ୍ଗା ତୁମି, ଗଙ୍ଗା ବୋଇଛ କେନ?   (ବିସ୍ତୀର୍ଣ୍ଣ ଦି’ପାରେ, ଅସଂଖ୍ୟ ମଣିଷର/ ହାହାକାର ଶୁଣି ନିଃଶବ୍ଦେ ନିରବେ ଓ ଗଙ୍ଗା ତୁମେ, ଗଙ୍ଗା ବହୁଛ କିଆଁ?   ନୈତିକତାର ସ୍ଖଳନ ଦେଖି/ ମାନବିକତାର ପତନ ଦେଖି ନିର୍ଲଜ ଅଳସଭାବେ ବହୁଛ କିଆଁ? ବିସ୍ତୀର୍ଣ୍ଣ ଦି’ପାରେ, ଅସଂଖ୍ୟ ମଣିଷର/ ହାହାକାର ଶୁଣି ନିଃଶବ୍ଦେ ନିରବେ ଓ ଗଙ୍ଗା ତୁମେ, ଗଙ୍ଗା ବହୁଛ କିଆଁ?   ଜ୍ଞାନ ବିହୀନ ନିରକ୍ଷରଙ୍କ/ ଖାଦ୍ୟ ବିହୀନ ନାଗରିକଙ୍କ ନେତ୍ରବିହୀନତାରେ ମଉନ କିଆଁ? ବ୍ୟକ୍ତି ଯଦି ବ୍ୟକ୍ତିକୈନ୍ଦ୍ରିକ/ ସମଷ୍ଟି ଯଦି ବ୍ୟକ୍ତିତ୍ୱ ରହିତ ତେବେ ଶିଥୀଳ ସମାଜକୁ ଥାମ ନା କିଆଁ?   ସହସ୍ର ବର୍ଷର ଉନ୍ମାଦନାର/ ମନ୍ତ୍ର ଦେଇ ଲକ୍ଷଜନଙ୍କୁ ସବଳସଂଗ୍ରାମୀ ଆଉ ଅଗ୍ରଗାମୀ/ କରି ତୋଳନା କିଆଁ? ସ୍ରୋତସ୍ୱିନୀ ବହୁନି କିଆଁ/ ତୁମେ ନିଶ୍ଚୟ ଜାହ୍ନବୀ ନୁହଁ ତାହାଲେ ପ୍ରେରଣା ଦେଉନ କିଆଁ?   ଉନ୍ମତ୍ତ ଧରାର କୁରୁକ୍ଷେତ୍ରରେ/ ସରସୀଜକୁ ଆଲିଙ୍ଗନ କରି ଲକ୍ଷକୋଟି ଭାରତବାସୀଙ୍କୁ ଜଗାଅ ନା କିଆଁ? ବିସ୍ତୀର୍ଣ୍ଣ ଦି’ପାରେ, ଅସଂଖ୍ୟ ମଣିଷର/ ହାହାକାର ଶୁଣି ନିଃଶବ୍ଦେ ନିରବେ ଓ ଗଙ୍ଗା ତୁମେ, ଗଙ୍ଗା ବହୁଛ କିଆଁ?)

Share :