ତିଥି ବାର ବେଳା- ଅଗଷ୍ଟ ୧୫-୨୧, ୨୦୧୬

ତିଥି ବାର ବେଳା- ଅଗଷ୍ଟ ୧୫-୨୧, ୨୦୧୬

Share :

୧୫.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୩୧ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧୫ ତାରିଖ, ସୋମବାର, ଶ୍ରାବଣ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଅଦ୍ୟ ବିଷ୍ଣୁ ପବିତ୍ରାରୋପଣ, ସ୍ୱାଧୀନତା ଦିବସ, ଆଖେଟକ ପର୍ବ, ଶରଣ ଆରମ୍ଭ ଓ ମାସାନ୍ତ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା  ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ଧନୁ ରାଶିର ଘାତବାର। ତୁଳା, ମକର ଓ ମୀନ ରାଶିର ଘାତତିଥି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୭ରୁ ଘ୧୦ା୨୩, ରାତ୍ରି ଘ୧୧ା୩୦ରୁ ଘ୧ା୨୩, ଘ୨ା୩ରୁ ଘ୩ା୧୦। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୧୦, ଦିବା ଘ୧୧ା୫୭ରୁ ଘ୨ା୧୭, ଘ୪ା୧୦ରୁ ଘ୭ା୩୦, ରାତ୍ରି ଘ୪/୧୦ରୁ ନିଶାନ୍ତ।   ୧୬.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୧ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧୬ ତାରିଖ, ମଙ୍ଗଳବାର, ଶ୍ରାବଣ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ଅଦ୍ୟ ବିଷ୍ଣୁପଦୀ ସିଂହ ସଂକ୍ରାନ୍ତି, ଶିବ ପବିତ୍ରାରୋପଣ, ଶିବ ଚତୁର୍ଦ୍ଦଶୀ ଉପବାସ। ନିରଂଶ ଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ମକର ରାଶିର ଘାତବାର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ଦିବା ଘ୮ା୧ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୧ା୩୯ ଗତେ ୧ପାଦ। ଅଦ୍ୟ ବିଷ୍ଣୁପଦୀ ସିଂହ ସଂକ୍ରାନ୍ତି। ରବି ରାତ୍ରି ଘ୩ା୧୫ ସମୟେ ସିଂହକୁ ସଂକ୍ରମଣ। ପରଦିନ ଦିବା ଘ୯ା୪୦ ମେଧ୍ୟ ପୁଣ୍ୟକାଳ। ପୁତ୍ରବାନ‌୍‍ ବ୍ୟକ୍ତି ବ୍ରତ, ଉପବାସ ନିଷେଧ। କେବଳ ସ୍ନାନଦାନ ହିଁ ମୁଖ୍ୟ। ସ୍ତ୍ରୀ ତୈଳ ଓ ଆମିଷ ଭକ୍ଷଣ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୨ା୩ରୁ ଘ୪ା୧୦, ରାତ୍ରି ଘ୧୦ା୩ରୁ ଘ୧୨ା୧୦। ଅମୃତ -ଦିବା ଘ୭/୩ରୁ ଘ୯/୨୩, ଘ୧୧/୧୭ରୁ ଘ୧୨/୫୭, ରାତ୍ରି ଘ୧୨/୧୦ରୁ ଘ୪ା୧୦।   ୧୭.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୨ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧୭ ତାରିଖ, ବୁଧବାର, ଶ୍ରାବଣ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରପୂଜା। ରିକ୍ତାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। କର୍କଟ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ଅଦ୍ୟ ସଂକ୍ରାନ୍ତି କୃତ୍ୟ। ଗ୍ରହଶାନ୍ତି, ହୋମ, ଦାନ ଓ ସ୍ନାନାଦି ବିହିତ। ସ୍ତ୍ରୀ ତୈଳ ଓ ଆମିଷ ଭକ୍ଷଣ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୩, ଦିବା ଘ୪ା୧୦ରୁ ଘ୭ା୨୩, ରାତ୍ରି ଘ୮ା୩ରୁ ଘ୧୦ା୧୦, ଘ୪ା୧୦ରୁ ନିଶାନ୍ତ। ଅମୃତ -ଦିବା ଘ୭/୨୩ରୁ ଘ୯/୩, ଘ୧୦/୫୦ରୁ ଘ୪/୧୦, ରାତ୍ରି ଘ୧୧/୫୦ରୁ ଘ୨ା୧୦।   ୧୮.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୩ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧୮ ତାରିଖ, ଗୁରୁବାର, ଶ୍ରାବଣ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ଗହ୍ମାପୂର୍ଣ୍ଣିମା, ବଳଦେବ ଜନ୍ମ, ରକ୍ଷାବନ୍ଧନ, ଗୁରୁପୂର୍ଣ୍ଣିମା, ନିଗମାନନ୍ଦ ଓ କବି ଗଙ୍ଗାଧର ମେହେର ଜୟନ୍ତୀ। ଉପଛାୟା ଜନିତ ଚନ୍ଦ୍ରଗ୍ରହଣ (ପାଳନ ନିଷେଧ)। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମକର ରାଶିର ଘାତବାର, ତୁଳା ଓ କୁମ୍ଭ ରାଶିର ଘାତନକ୍ଷତ୍ର। ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୧୨ା୪୦ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପୁର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୮, ଦିବା ଘ୧୧ା୩୧ରୁ ଘ୧ା୨୪, ସଂଧ୍ୟା ଘ୫ା୩୧ରୁ ଘ୭ା୩୮, ରାତ୍ରି ଘ୧ା୩୮ରୁ ଘ୩ା୩୧, ଘ୪ା୧୧ରୁ ନିଶାନ୍ତ। ଅମୃତ -ଦିବା ଘ୧/୨୪ରୁ ଘ୩/୪, ରାତ୍ରି ଘ୭/୩୮ରୁ ଘ୧୧ା୩୮।   ୧୯.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୪ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧୯ ତାରିଖ, ଶୁକ୍ରବାର, ଭାଦ୍ରବ କୃଷ୍ଣପକ୍ଷ, ପ୍ରତିପଦ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ଝୁଲଣ ଶେଷ ଓ ଶରଣ ଶେଷ। ସିଦ୍ଧିଯୋଗ-ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ବିଛା ଓ ମୀନ ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ଦ୍ୱିତୀୟାର ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୨ରୁ ଘ୯ା୪୫, ଘ୧୨ା୩୨ରୁ ଘ୨ା୩୯। ଅମୃତ -ସୂର୍ଯ୍ୟୋଦୟରୁ ଘ୭ା୫୧, ସଂଧ୍ୟା ଘ୫/୩୧ରୁ ଘ୯/୧୧, ରାତ୍ରି ଘ୨/୩୧ରୁ ନିଶାନ୍ତ।   ୨୦.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୫ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨୦ ତାରିଖ, ଶନିବାର, ଭାଦ୍ରବ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ଦିବା ଘ୩ା୨୫ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୩ପାଦ, ଦିବା ଘ୧୧ା୧୫ ଗତେ ୨ପାଦ ଓ ରାତ୍ରି ଗ୯ା୫୫ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୩୯ରୁ ଘ୮ା୩୨। ଅମୃତ -ଦିବା ଘ୧୦ା୧୯ରୁ ଘ୧୨ା୩୯, ଘ୨/୩୨ରୁ ଘ୪/୧୨, ରାତ୍ରି ଘ୧୧/୧୯ରୁ ଘ୩ା୧୯।   ୨୧.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ସିଂହ ଦି୬ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨୧ ତାରିଖ, ରବିବାର, ଭାଦ୍ରବ କୃଷ୍ଣପକ୍ଷ, ତୃତୀୟା ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର।  ଅଦ୍ୟ ଖୁଦୁରୁକୁଣୀ ଓଷା ଆରମ୍ଭ, ଅଙ୍ଗଭେଟ ତୃତୀୟା ଓ ଗ୍ଭୋରୀ ଚତୁର୍ଥୀ। ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମେଷ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶୁଦୁରୁକୁଣୀ ଓଷା ପ୍ରଥମପାଳି। ତୃତୀୟାର ଏକୋଦ୍ଦିଷ୍ଟ ଓ ଚତୁର୍ଥୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବ ଘ୮ା୩୨ରୁ ଘ୧୦ା୨୫, ଘ୧ା୧୨ରୁ ଘ୩ା୧୯, ସଂଧ୍ୟା ଘ୬ା୧୨ରୁ ଘ୮ା୧୯, ରାତ୍ରି ଘ୨ା୧୯ରୁ ଘ୪ା୧୨। ଅମୃତ -ପ୍ରାତଃ ଘ୬ା୧୨ରୁ ଘ୮ା୩୨ରାତ୍ରି ଘ୮/୧୯ରୁ ଘ୯ା୫୯।

Share :