ତିଥି ବାର ବେଳା- ଅଗଷ୍ଟ ୮-୧୪, ୨୦୧୬

ତିଥି ବାର ବେଳା- ଅଗଷ୍ଟ ୮-୧୪, ୨୦୧୬

Share :

୮.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨୪ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୮ ତାରିଖ, ସୋମବାର, ଶ୍ରାବଣ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ତିଥ୍ୟମୃତ ଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ  ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ରାତ୍ରି ଘ୧୧ା୯ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୫ରୁ ଘ୧୦ା୨୧, ରାତ୍ରି ଘ୧୧ା୨୮ରୁ ଘ୧ା୨୧, ଘ୨ା୧ରୁ ଘ୩ା୮। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୮, ଦିବା ଘ୧୧ା୫୫ରୁ ଘ୨ା୧୫, ଘ୪ା୮ରୁ ଘ୭ା୨୮, ରାତ୍ରି ଘ୪/୮ରୁ ନିଶାନ୍ତ।   ୯.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨୫ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୯ ତାରିଖ, ମଙ୍ଗଳବାର, ଶ୍ରାବଣ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି। ମୃତେ ପୁଷ୍କର ୧ପାଦ, ଦିବା ଘ୭ା୪୩ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୦ରୁ ଘ୪ା୭, ରାତ୍ରି ଘ୧୦ା୦ରୁ ଘ୧୨ା୭। ଅମୃତ ଦିବା ଘ୭ା୦ରୁ ଘ୯ା୨୦, ଘ୧୧ା୧୪ରୁ ଘ୧୨ା୫୪, ରାତ୍ରି ଘ୧୨/୭ରୁ ଘ୨ା୭।   ୧୦.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨୬ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧୦ ତାରିଖ, ବୁଧବାର, ଶ୍ରାବଣ ଶୁକ୍ଳପକ୍ଷ, ସପ୍ତମୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ଶୀତଳା ସପ୍ତମୀ, ଗୋସ୍ୱାମୀ ତୁଳସୀଦାସ ଜୟନ୍ତୀ। ସିଦ୍ଧିଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ  ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ରାଶିର ଘାତବାର, ଧନୁ ରାଶିର ଘାତତିଥି ଓ ମିଥୁନ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୧, ଦିବା ଘ୪ା୮ରୁ ଘ୭ା୨୧, ରାତ୍ରି ଘ୮ା୧ରୁ ଘ୧୦ା୮, ଘ୪ା୮ରୁ ନିଶାନ୍ତ। ଅମୃତ ଦିବା ଘ୭ା୨୧ରୁ ଘ୯ା୧, ଘ୧ା୪୮ରୁ ଘ୪ା୮, ରାତ୍ରି ଘ୧୧/୪୮ରୁ ଘ୨ା୮।   ୧୧.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨୭ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧୧ ତାରିଖ, ଗୁରୁବାର, ଶ୍ରାବଣ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ତିଥ୍ୟମୃତ ଯୋଗ-ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ  ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି ଦିବା ଘ୧୧ା୨୭ ଗତେ ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୧, ଦିବା ଘ୪ା୮ରୁ ଘ୭ା୨୧, ରାତ୍ରି ଘ୮ା୧ରୁ ଘ୧୦ା୮, ଘ୪ା୮ରୁ ନିଶାନ୍ତ। ଅମୃତ ଦିବା ଘ୭ା୨୧ରୁ ଘ୯ା୧, ଘ୧ା୪୮ରୁ ଘ୪ା୮, ରାତ୍ରି ଘ୧୧/୪୮ରୁ ଘ୨ା୮।   ୧୨.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨୮ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧୨ ତାରିଖ, ଶୁକ୍ରବାର, ଶ୍ରାବଣ ଶୁକ୍ଳପକ୍ଷ, ନବମୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ତିଥ୍ୟମୃତ ଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି ଓ କର୍କଟ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୪୯ରୁ ଘ୯ା୪୨, ଘ୧୨ା୨୯ରୁ ଘ୨ା୩୬। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୪୯, ସଂଧ୍ୟା ଘ୫ା୨୯ରୁ ଘ୯ା୯, ରାତ୍ରି ଘ୨/୨୯ରୁ ନିଶାନ୍ତ।   ୧୩.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨୯ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧୩ ତାରିଖ, ଶନିବାର, ଶ୍ରାବଣ ଶୁକ୍ଳପକ୍ଷ, ଦଶମୀ ତିଥି, ବିଛା ଚନ୍ଦ୍ର, ଜେଷ୍ଠା ନକ୍ଷତ୍ର। ଅଦ୍ୟ ଝୁଲଣ ଯାତ୍ରାରମ୍ଭ। ବୈଧୃତି ଓ ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା  ରାଶିର ଚନ୍ଦ୍ରଶୁଦ୍ଧି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ରାତ୍ରି ଘ୯ା୪୨ ଗତେ ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୩୭ରୁ ଘ୮ା୩୦। ଅମୃତ ଦିବା ଘ୧୦ା୧୭ରୁ ଘ୧୨ା୩୭, ଘ୨ା୩୦ରୁ ଘ୪ା୧୦, ରାତ୍ରି ଘ୧୧/୧୭ରୁ ଘ୩ା୧୭।   ୧୪.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୩୦ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧୪ ତାରିଖ, ରବିବାର, ଶ୍ରାବଣ ଶୁକ୍ଳପକ୍ଷ, ଏକାଦଶୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର।  ଅଦ୍ୟ ପୁତ୍ରଦା ଏକାଦଶୀ, ରବିନାରାୟଣ ବ୍ରତ ଓ ହଳନିଷେଧ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତବାର। ସିଂହ ରାଶିର ଘାତନକ୍ଷତ୍ର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ଦିବା ଘ୩ା୪୭ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପୁତ୍ରଦା ଏକାଦଶୀ ଓ ରବିନାରାୟଣ ବ୍ରତ ବିହିତ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୦ରୁ ଗ୧୦ା୨୩, ଘ୧ା୧୦ରୁ ଘ୩ା୧୭, ସଂଧ୍ୟା ଘ୬ା୧୦ରୁ ଘ୮ା୧୭, ରାତ୍ରି ଘ୨ା୧୭ରୁ ଘ୪ା୧୦। ଅମୃତ ପ୍ରାତଃ ଘ୬ା୧୦ରୁ ଘ୮ା୩୦, ରାତ୍ରି ଘ୮/୧୭ରୁ ଘ୯ା୫୭।

Share :