ତିଥି ବାର ବେଳା- ଅଗଷ୍ଟ ୧-୭, ୨୦୧୬

ତିଥି ବାର ବେଳା- ଅଗଷ୍ଟ ୧-୭, ୨୦୧୬

Share :

୧.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧୭ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୧ ତାରିଖ, ସୋମବାର, ଶ୍ରାବଣ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ଧନୁ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ରାତ୍ରି ଘ୯ା୨୭ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଶିବ ଚତୁର୍ଦ୍ଦଶୀ ଉପବାସ କର୍ତ୍ତବ୍ୟ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୨ରୁ ଘ୧୦ା୧୮, ରାତ୍ରି ଘ୧୧ା୨୫ରୁ ଘ୧ା୧୮, ଘ୧ା୫୮ରୁ ଘ୩ା୫। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୫, ଦିବା ଘ୧୧/୫୨ରୁ ଘ୨/୧୨, ଘ୪ା୫ରୁ ଘ୭ା୨୫, ରାତ୍ରି ଘ୪/୫ରୁ ନିଶାନ୍ତ।   ୨.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧୮ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୨ ତାରିଖ, ମଙ୍ଗଳବାର, ଶ୍ରାବଣ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଚିତାଲାଗି ଅମାବାସ୍ୟା (ଚିତ୍ରକ ପର୍ବ), ବ୍ୟତିପାତ ମହତୀ ସ୍ନାନ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତବାର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅମାବାସ୍ୟାର ନିତ୍ୟଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୫୮ରୁ ଘ୪ା୫, ରାତ୍ରି ଘ୯ା୫୮ରୁ ଘ୧୨ା୫। ଅମୃତ ପ୍ରାତଃ ଘ୬ା୫୮ରୁ ଘ୯ା୧୮, ଦିବା ଘ୧୧/୧୨ରୁ ଘ୧୨/୫୨, ରାତ୍ରି ଘ୧୨/୫ରୁ ଘ୪ା୫।   ୩.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧୯ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୩ ତାରିଖ, ବୁଧବାର, ଶ୍ରାବଣ ଶୁକ୍ଳପକ୍ଷ, ପ୍ରତିପଦ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର। ରାତ୍ରି ଘ୨ା୪୮ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୯, ଦିବା ଘ୪ା୬ରୁ ଘ୭ା୧୯, ରାତ୍ରି ଘ୭ା୫୯ରୁ ଘ୧୦ା୬, ଘ୪ା୬ରୁ ନିଶାନ୍ତ। ଅମୃତ ଦିବା ଘ୭/୧୯ରୁ ଘ୮/୫୯, ଘ୧ା୪୬ରୁ ଘ୪ା୬, ରାତ୍ରି ଘ୧୧/୪୬ରୁ ଘ୨ା୬।   ୪.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨୦ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୪ ତାରିଖ, ଗୁରୁବାର, ଶ୍ରାବଣ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସଂଧ୍ୟାରେ ଚନ୍ଦ୍ରପୂଜା ବିହିତ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୩, ଦିବା ଘ୧୧ା୨୬ରୁ ଘ୧ା୧୯, ସଂଧ୍ୟା ଘ୫ା୨୬ରୁ ଘ୭ା୩୩, ରାତ୍ରି ଘ୧ା୩୩ରୁ ଘ୩ା୨୬, ଘ୪ା୬ରୁ ନିଶାନ୍ତ। ଅମୃତ ଦିବା ଘ୧/୧୯ରୁ ଘ୨/୫୯, ରାତ୍ରି ଘ୭/୩୩ରୁ ଘ୧୧ା୩୩।   ୫.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨୧ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୫ ତାରିଖ, ଶୁକ୍ରବାର, ଶ୍ରାବଣ ଶୁକ୍ଳପକ୍ଷ, ତୃତୀୟା ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୪୭ରୁ ଘ୯ା୪୦, ଘ୧୨ା୨୭ରୁ ଘ୨ା୩୪। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୪୭, ସଂଧ୍ୟା ଘ୫/୨୭ରୁ ଘ୯/୭, ରାତ୍ରି ଘ୨/୨୭ରୁ ନିଶାନ୍ତ।   ୬.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨୨ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୬ ତାରିଖ, ଶନିବାର, ଶ୍ରାବଣ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ସିଂହ ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ସିଦ୍ଧିଯୋଗ- ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ଦିବା ଘ୧୨ା୩୩ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୩୪ରୁ ଘ୮ା୨୭। ଅମୃତ ଦିବା ଘ୧୦ା୧୪ରୁ ଘ୧୨ା୩୪, ଘ୨/୨୭ରୁ ଘ୪/୭, ରାତ୍ରି ଘ୧୧/୧୪ରୁ ଘ୩ା୧୪।   ୭.୮.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨୩ନ, ଇଂରାଜୀ ୨୦୧୬ ମସିହା, ଅଗଷ୍ଟ ୭ ତାରିଖ, ରବିବାର, ଶ୍ରାବଣ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର।  ଅଦ୍ୟ ଜାଗ୍ରତଗ୍ଭୋରୀ ପଞ୍ଚମୀ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ  ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୯ା୨୪ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଗଣପତି, ଶିବଗ୍ଭୋରୀଙ୍କ ପୂଜା ଓ ରାତ୍ରି ଉଜାଗର ବ୍ରତ ବିହିତ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୭ରୁ ଘ୧୦ା୨୦, ଘ୧ା୭ରୁ ଘ୩ା୧୪, ସଂଧ୍ୟା ଘ୬ା୭ରୁ ଘ୮ା୧୪, ରାତ୍ରି ଘ୨ା୧୪ରୁ ଘ୪ା୭। ଅମୃତ ପ୍ରାତଃ ଘ୬ା୭ରୁ ଘ୮ା୨୭, ରାତ୍ରି ଘ୮/୧୪ରୁ ଘ୯ା୫୪।

Share :