ରାମଚଣ୍ଡୀ ମୁହାଣରେ ସାର୍କ ମାଛ

ରାମଚଣ୍ଡୀ ମୁହାଣରେ ସାର୍କ ମାଛ

Share :

  ଜୁଲାଇ ୨୨ ତାରିଖ ଶୁକ୍ରବାର କୁଶଭଦ୍ରା ନଦୀର ରାମଚଣ୍ଡୀ ମୁହାଣ ନିକଟରେ ମତ୍ସ୍ୟଜୀବୀଙ୍କ ଜାଲରେ  ଗୋଟିଏ ଧଳା ସାର୍କ ମାଛ ପଡିଥିଲା। ଏହାକୁ ସେମାନେ ଧରିବା ପରେ ପାଣିରେ ଛାଡି ଦେଇଥିବା ମା ରାମଚଣ୍ଡୀ ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି କମଳ ପରିଡା କହିଚନ୍ତି। ସାର୍କ ମାଛଟିର ଲମ୍ୱ ୪ ଫୁଟ ଓ ଓଜନ ୧୨ କେଜି ହେବ ବୋଲି ମତ୍ସ୍ୟଜୀବୀମାନେ  ପ୍ରକାଶ କରିଛନ୍ତି।

Share :