ତିଥି ବାର ବେଳା- ଜୁଲାଇ ୨୫-୩୧, ୨୦୧୬

ତିଥି ବାର ବେଳା- ଜୁଲାଇ ୨୫-୩୧, ୨୦୧୬

Share :

୨୫.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧୦ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨୫ ତାରିଖ, ସୋମବାର, ଶ୍ରାବଣ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ଧନୁ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୯ରୁ ଘ୧୦ା୧୫, ରାତ୍ରି ଘ୧୧ା୨୨ରୁ ଘ୧ା୧୫, ଘ୧ା୫୫ରୁ ଘ୩ା୨। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୨, ଦିବା ଘ୧୧/୪୯ରୁ ଘ୨/୯, ଘ୪ା୨ରୁ ଘ୭ା୨୨, ରାତ୍ରି ଘ୪/୨ରୁ ନିଶାନ୍ତ।   ୨୬.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧୧ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨୬ ତାରିଖ, ମଙ୍ଗଳବାର, ଶ୍ରାବଣ କୃଷ୍ଣପକ୍ଷ, ସପ୍ତମୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ତିଥ୍ୟମୃତ ଯୋଗ-ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତବାର, ଧନୁ ରାଶିର ଘାତତିଥି, ବିଛା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ଦିବା ଘ୧୧ା୩୭ ଗତେ ମିଥୁନ, କର୍କଟ, ତ‌୍‍ୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ସଂଧ୍ୟା ଘ୫ା୩୪ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୫୫ରୁ ଘ୪ା୨, ରାତ୍ରି ଘ୯ା୫୫ରୁ ଘ୧୨ା୨। ଅମୃତ ପ୍ରାତଃ ଘ୬ା୫୫ରୁ ଘ୯ା୧୫, ଦିବା ଘ୧୧/୯ରୁ ଘ୧୨/୪୯,  ରାତ୍ରି ଘ୧୨/୨ରୁ ଘ୪ା୨।   ୨୭.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧୨ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨୭ ତାରିଖ, ବୁଧବାର, ଶ୍ରାବଣ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ଅଦ୍ୟ ଆନ୍ତର୍ଜାତୀୟ ବୈଜ୍ଞାନିକ, ବିଶିଷ୍ଟ ଶିକ୍ଷାବିତ‌୍‍, ଭାରତର ସୁଯୋଗ୍ୟ ତଥା ଲୋକପ୍ରିୟ ରାଷ୍ଟ୍ରପତି ଏ.ପି.ଜେ. ଅବ‌୍‍ଦୁଲ‌୍‍ କାଲାମଙ୍କ ତିରୋଧାନ ଦିବସ। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ରାଶିର ଘାତବାର, କନ୍ୟା, ମିଥୁନ ରାଶିର ଘାତତିଥି, ମେଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୬, ଦିବା ଘ୪ା୩ରୁ ଘ୭ା୧୬, ରାତ୍ରି ଘ୭ା୫୬ରୁ ଘ୧୦ା୩, ଘ୪ା୩ରୁ ନିଶାନ୍ତ। ଅମୃତ ଦିବା ଘ୭/୧୬ରୁ ଘ୮/୫୬, ଘ୧ା୪୩ରୁ ଘ୪ା୩, ରାତ୍ରି ଘ୧୧/୪୩ରୁ ଘ୨ା୩।   ୨୮.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧୩ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨୮ ତାରିଖ, ଗୁରୁବାର, ଶ୍ରାବଣ କୃଷ୍ଣପକ୍ଷ, ନବମୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତବାର, ବିଛା ଓ ସିଂହ ରାଶିର ଘାତତିଥି, ଧନୁ ରାଶିର ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର। ଦିବା ଘ୨ା୩୮ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ଦଶମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୦, ଦିବା ଘ୧୧ା୨୩ରୁ ଘ୧ା୧୬, ସଂଧ୍ୟା ଘ୫ା୨୩ରୁ ଘ୭ା୩୦, ରାତ୍ରି ଘ୧ା୩୦ରୁ ଘ୩ା୨୩, ଘ୪ା୩ରୁ ନିଶାନ୍ତ। ଅମୃତ ଦିବା ଘ୧/୧୬ରୁ ଘ୨/୫୬, ରାତ୍ରି ଘ୭/୩୦ରୁ ଘ୧୧ା୩୦।   ୨୯.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧୪ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨୯ ତାରିଖ, ଶୁକ୍ରବାର, ଶ୍ରାବଣ କୃଷ୍ଣପକ୍ଷ, ଦଶମୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ  ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର, ବିଛା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୪୪ରୁ ଘ୯ା୩୭, ଘ୧୨ା୨୪ରୁ ଘ୨ା୩୧। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୪୪, ସଂଧ୍ୟା ଘ୫/୨୪ରୁ ଘ୯/୪, ରାତ୍ରି ଘ୨/୨୪ରୁ ନିଶାନ୍ତ।   ୩୦.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧୫ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୩୦ ତାରିଖ, ଶନିବାର, ଶ୍ରାବଣ କୃଷ୍ଣପକ୍ଷ, ଏକାଦଶୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ (ମୃଗଶିରା) ନକ୍ଷତ୍ର। ଅଦ୍ୟ ସର୍ବସମ୍ମତ କାମଦା ଏକାଦଶୀ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ  ରାଶିର ଚନ୍ଦ୍ରଶୁଦ୍ଧି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ବିଛା ରାଶିର ଘାତଚନ୍ଦ୍ର। ଦିବା ଘ୩ା୫୫ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ଦିବା ଘ୭ା୧୮ ଗତେ ୨ପାଦ ଓ ନିଶାନ୍ତ ଘ୫ା୩ ମେଧ୍ୟ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ କାମଦା ଏକାଦଶୀ ବ୍ରତ ବିହିତ। ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୩୧ରୁ ଘ୮ା୨୪। ଅମୃତ ଦିବା ଘ୧୦/୧୧ରୁ ଘ୧୨/୩୧, ଘ୨ା୨୪ରୁ ଘ୪ା୪, ରାତ୍ରି ଘ୧୧/୧୧ରୁ ଘ୩ା୧୧।   ୩୧.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧୬ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୩୧ ତାରିଖ, ରବିବାର, ଶ୍ରାବଣ କୃଷ୍ଣପକ୍ଷ, ଦ୍ୱାଦଶୀ (ତ୍ରୟୋଦଶୀ) ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର।  ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୩ା୪୮ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୪ରୁ ଘ୧୦ା୧୭, ଘ୧ା୪ରୁ ଘ୩ା୧୧, ସଂଧ୍ୟା ଘ୬ା୪ରୁ ଘ୮ା୧୧, ରାତ୍ରି ଘ୨ା୧୧ରୁ ଘ୪ା୪। ଅମୃତ ପ୍ରାତଃ ଘ୬/୪ରୁ ଘ୮/୨୪, ରାତ୍ରି ଘ୮/୧୧ରୁ ଘ୯ା୫୧।

Share :