ଓଡ଼ିଆଙ୍କ ପାଇଁ ଦିନ ପଂଜିକା

ଓଡ଼ିଆଙ୍କ ପାଇଁ ଦିନ ପଂଜିକା

Share :

୧୫.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ଯସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି1ନ, ଇଂରାଜୀ 2016 ମସିହା, ଜାନୁଆରୀ 15 ତାରିଖ ଶୁକ୍ରବାର, ପୌଷ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମୀନଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର | ଅଦ୍ୟ ଉତ୍ତରାୟଣ ମକର ସଂକ୍ରାନ୍ତି, ପୋଙ୍ଗଲ୍, ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା, ଗଙ୍ଗାସାଗର ମେଳା, ବ୍ୟାସସକବି ଫକୀରମୋହନ ଜୟନ୍ତୀ |   ୧୬.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟ ସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି2ନ, ଇଂରାଜୀ 2016 ମସିହା, ଜାନୁଆରୀ 16 ତାରିଖ, ଶନିବାର, ପୌଷ ଶୁକ୍ଳପକ୍ଷ, ସପ୍ତମୀ ତିଥି, ମୀନଚନ୍ଦ୍ର, ରେବତୀ ନକ୍ଷତ୍ର ା ଅଦ୍ୟ ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ | ୧୭.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି3ନ, ଇଂରାଜୀ 2016 ମସିହା, ଜାନୁଆରୀ 17 ତାରିଖ, ରବିବାର, ପୌଷ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମେଷଚନ୍ଦ୍ର, ଅଶ୍ବିନୀ ନକ୍ଷତ୍ର |   ୧୮.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟ ସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି4ନ, ଇଂରାଜୀ 2016 ମସିହା, ଜାନୁଆରୀ 18 ତାରିଖ, ସୋମବାର, ପୌ ଷ ଶୁକ୍ଳପକ୍ଷ, ନବମୀ ତିଥି, ମେଷଚନ୍ଦ୍ର, ଦ୍ବିଜା ନକ୍ଷତ୍ର | ଅଦ୍ୟ ପଣ୍ଡିତ ୰ କେଳୁଚରଣ ଦାସଙ୍କ ଶ୍ରାଦ୍ଧଦିବସ |   ୧୯.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟ ସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି5ନ, ଇଂରାଜୀ 2016 ମସିହା, ଜାନୁଆରୀ 19 ତାରିଖ, ମଙ୍ଗଳବାର, ପୌଷ ଶୁକ୍ଳପକ୍ଷ, ଦଶମୀ ତିଥି, ବୃଷଚନ୍ଦ୍ର, କୃତ୍ତିକା ନକ୍ଷତ୍ର | ଅଦ୍ୟ ଶାମ୍ବ ଦଶମୀ ଓ ସୂର୍ଯ୍ୟପୂଜା |   ୨୦.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟ ସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି6ନ, ଇଂରାଜୀ 2016 ମସିହା, ଜାନୁଆରୀ 20 ତାରିଖ, ବୁଧବାର, ପୌଷ ଶୁକ୍ଳପକ୍ଷ, ଏକାଦଶୀ ତିଥି, ବୃଷଚନ୍ଦ୍ର, ରୋହିଣୀ ନକ୍ଷତ୍ର | ଅଦ୍ୟ ସର୍ବସମ୍ମତ ପୁତ୍ରଦା ଏକାଦଶୀ, ଚାଖିଖୁଣ୍ଟିଆ ଜୟନ୍ତୀ |   ୨୧.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟ ସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି7ନ, ଇଂରାଜୀ 2016 ମସିହା, ଜାନୁଆରୀ 21 ତାରିଖ, ଗୁରୁବାର, ପୌଷ ଶୁକ୍ଳପକ୍ଷ, ଦ୍ବାଦଶୀ ତିଥି, ବୃଷଚନ୍ଦ୍ର, ମୃଗଶିରା ନକ୍ଷତ୍ର |   ୨୨.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟ ସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି8ନ, ଇଂରାଜୀ 2016 ମସିହା, ଜାନୁଆରୀ 22 ତାରିଖ, ଶୁକ୍ରବାର, ପୌଷ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର | ଅଦ୍ୟ ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା |   ୨୩.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ଯସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି9ନ, ଇଂରାଜୀ 2016 ମସିହା, ଜାନୁଆରୀ 23 ତାରିଖ, ଶନିବାର, ପୌଷ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର | ଅଦ୍ୟ ପୂର୍ଣ୍ଣମା ବିହିତ ଚନ୍ଦ୍ରୋପବାସ, ପୂଜା ଓ ବନ୍ଦାପନା, ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ |   ୨୪.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ଯସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ଯ ସମ୍ବତ୍ସର, ମକର ଦି10ନ, ଇଂରାଜୀ 2016 ମସିହା, ଜାନୁଆରୀ 24 ତାରିଖ, ରବିବାର, ପୋଷ ଶୁକ୍ଳପକ୍ଷ, ପୂଣ୍ଣିର୍ମା ତିଥି, କର୍କଟ ଚନ୍ଦ୍ର, ପୁଷ୍ଯା ନକ୍ଷତ୍ର ା ଅଦ୍ୟ ଦେବାଭିଷେକ ପୂଣ୍ଣିର୍ମା, ପୁଷ୍ଯାଭିଷେକ, ଶ୍ରୀନଅରେ ରାଜାଭିଷେକ, ମାଘବ୍ରତ ଆରମ୍ଭ, ପୁଷ୍ପୁନେଇଁ, ତର୍ୀଥରାଜ ମହୋଦଧିଙ୍କ ଆରତୀ ଉତ୍ସବ, ରାହୁ ସିଂହରାଶିକୁ ଚଳନ ଓ କେତୁ କୁମ୍ଭରାଶିକୁ ଚଳନ ା  

Share :