ତିଥି ବାର ବେଳା- ଜୁଲାଇ ୧୮-୨୪, ୨୦୧୬

  ତିଥି ବାର ବେଳା- ଜୁଲାଇ ୧୮-୨୪, ୨୦୧୬

Share :

୧୮.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୩ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧୮ ତାରିଖ, ସୋମବାର, ଆଷାଢ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଅଦ୍ୟ ଶିବଶୟନ ଚତୁର୍ଦ୍ଦଶୀ ଉପବାସ, ବେଢା ପରିକ୍ରମା। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୬ରୁ ଘ୧୦ା୧୨, ରାତ୍ରି ଘ୧୧ା୧୯ରୁ ଘ୧ା୧୨, ଘ୧ା୫୨ରୁ ଘ୨ା୫୯। ଅମୃତ ସୂର୍ଯ୍ୟୋଦୟରୁ ଘ୬ା୫୯, ଦିବାଘ୧୧/୪୬ରୁ ଘ୨/୬, ଘ୩ା୫୯ରୁ ଘ୭ା୧୯, ରାତ୍ରି ଘ୩/୫୯ରୁ ନିଶାନ୍ତ।   ୧୯.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୪ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧୯ ତାରିଖ, ମଙ୍ଗଳବାର, ଆଷାଢ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଅଦ୍ୟ ବ୍ୟାସପୂର୍ଣ୍ଣିମା, ଗୁରୁପୂଜା, ଚନ୍ଦ୍ରପୂଜା, ଘଟଗାଁ ତାରିଣୀଙ୍କ ସୁନାବେଶ, ଚତୁର୍ମାସ୍ୟା ବ୍ରତାରମ୍ଭ, ରାତ୍ରି ଘ୧୦ା୪୪ ଗତେ ଶରଣପଞ୍ଚକ, ମନ୍ୱାବ୍ଦ ଶ୍ରାଦ୍ଧ। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତବାର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୦ା୪୪ ଗତେ ମକର, ମୀନ, ମେଷ, କର୍କଟ, ସିଂହ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ଦିବା ଘ୪ା୩୬ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ବ୍ୟାସପୂର୍ଣ୍ଣିମାରେ ଭଗବତ‌୍‍ ପୂଜାପାଠ ଦ୍ୱାରା ପୂର୍ବାର୍ଜିତ ପାପ ନଷ୍ଟହୁଏ। ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୫୩ରୁ ଘ୪ା୦, ରାତ୍ରି ଘ୯ା୫୩ରୁ ଘ୧୨ା୦। ଅମୃତ ପ୍ରାତଃ ଘ୬ା୫୩ରୁ ଘ୯ା୧୩, ଦିବାଘ୧୧/୭ରୁ ଘ୧୨/୪୭, ରାତ୍ରି ଘ୧୨/୦ରୁ ଘ୪ା୦।   ୨୦.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୫ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨୦ ତାରିଖ, ବୁଧବାର, ଶ୍ରାବଣ କୃଷ୍ଣପକ୍ଷ, ପ୍ରତିପଦ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ତିଥ୍ୟମୃତ ଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୩, ଦିବା ଘ୪ା୦ରୁ ଘ୭ା୧୩, ରାତ୍ରି ଘ୭ା୫୩ରୁ ଘ୧୦ା୦, ଘ୪ା୦ରୁ ନିଶାନ୍ତ। ଅମୃତ ଦିବା ଘ୭/୧୩ରୁ ଘ୮/୫୩, ଘ୧ା୪୦ରୁ ଘ୪ା୦, ରାତ୍ରି ଘ୧୧/୪୦ରୁ ଘ୨ା୦।   ୨୧.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୬ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨୧ ତାରିଖ, ଗୁରୁବାର, ଶ୍ରାବଣ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ, ସିଂହ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ରାତ୍ରି ଘ୪ା୨୨ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୭, ଦିବା ଘ୧୧ା୨୦ରୁ ଘ୧ା୧୩, ସଂଧ୍ୟା ଘ୫ା୨୦ରୁ ଘ୭ା୨୭, ରାତ୍ରି ଘ୧ା୨୭ରୁ ଘ୩ା୨୦, ଘ୪ା୦ରୁ ନିଶାନ୍ତ। ଅମୃତ ଦିବା ଘ୧/୧୩ରୁ ଘ୨/୫୩, ରାତ୍ରି ଘ୭/୨୭ରୁ ଘ୧୧ା୨୭।   ୨୨.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୭ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨୨ ତାରିଖ, ଶୁକ୍ରବାର, ଶ୍ରାବଣ କୃଷ୍ଣପକ୍ଷ, ତୃତୀୟା ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୪୧ରୁ ଘ୯ା୩୪, ଘ୧୨ା୨୧ରୁ ଘ୨ା୨୮। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୪୧, ସଂଧ୍ୟା ଘ୫/୨୧ରୁ ଘ୯/୧, ରାତ୍ରି ଘ୨/୨୧ରୁ ନିଶାନ୍ତ।   ୨୩.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୮ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨୩ ତାରିଖ, ଶନିବାର, ଶ୍ରାବଣ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ସିଦ୍ଧିଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ତୁଳା ରାଶିର ଘାତନକ୍ଷତ୍ର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୫ା୫ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୨୮ରୁ ଘ୮ା୨୧। ଅମୃତ ଦିବା ଘ୧୦/୮ରୁ ଘ୧୨/୨୮, ଘ୨ା୨୧ରୁ ଘ୪ା୧, ରାତ୍ରି ଘ୧୧/୮ରୁ ଘ୩ା୮।   ୨୪.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୯ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨୪ ତାରିଖ, ରବିବାର, ଶ୍ରାବଣ କୃଷ୍ଣପକ୍ଷ, ପଞ୍ଚମୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର।  ଅଦ୍ୟ ଦିବା ଘ୯ା୫୬ ମେଧ୍ୟ ଶରଣପଞ୍ଚକ, ମନସା ପଞ୍ଚମୀ। ତିଥ୍ୟମୃତ ଯୋଗ-ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ଦିବା ଘ୯ା୫୬ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୩ା୧୭ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୧ରୁ ଘ୧୦ା୧୪, ଘ୧ା୧ରୁ ଘ୩ା୮, ସଂଧ୍ୟା ଘ୬ା୧ରୁ ଘ୮ା୮, ରାତ୍ରି ଘ୨ା୮ରୁ ଘ୪ା୧। ଅମୃତ ପ୍ରାତଃ ଘ୬/୧ରୁ ଘ୮/୨୧, ରାତ୍ରି ଘ୮/୮ରୁ ଘ୯ା୪୮।

Share :