ତିଥି ବାର ବେଳା- ଜୁଲାଇ ୧୧-୧୭, ୨୦୧୬

ତିଥି ବାର ବେଳା- ଜୁଲାଇ ୧୧-୧୭, ୨୦୧୬

Share :

୧୧.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୨୭ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧୧ ତାରିଖ, ସୋମବାର, ଆଷାଢ ଶୁକ୍ଳପକ୍ଷ, ସପ୍ତମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ଧନୁ ଓ ମିଥୁନ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୪ରୁ ଘ୧୦ା୧୧, ରାତ୍ରି ଘ୧୧ା୧୭ରୁ ଘ୧ା୧୦, ଘ୧ା୫୦ରୁ ଘ୨ା୫୭। ଅମୃତ ବେଳା- ସୂର୍ଯ୍ୟୋଦୟରୁ ଘ୬ା୫୭,  ଦିବା ଘ୧୧ା୪୪ରୁ ଘ୨ା୪, ଘ୩ା୫୭ରୁ ଘ୭ା୧୭, ରାତ୍ରି ଘ୩/୫୭ରୁ ନିଶାନ୍ତ।   ୧୨.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୨୮ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧୨ ତାରିଖ, ମଙ୍ଗଳବାର, ଆଷାଢ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ବିପତ୍ତାରିଣୀ ବ୍ରତ, ପର୍ଶୁରାମାଷ୍ଟମୀ। ସିଦ୍ଧିଯୋଗ-ଗୃହାରମ୍ଭ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମକର ରାଶିର ଘାତବାର, କନ୍ୟା ଓ ମିଥୁନ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର। ଦିବା ଘ୨ା୩୯ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୧ା୫୦ରୁ ଘ୩ା୫୭, ରାତ୍ରି ଘ୯ା୫୦ରୁ ଘ୧୧ା୫୭। ଅମୃତ ପ୍ରାତଃ ଘ୬ା୫୦ରୁ ଘ୯ା୧୦, ଦିବା ଘ୧୧ା୪ରୁ ଘ୧୨ା୪୪, ରାତ୍ରି ଘ୧୧/୫୭ରୁ ଘ୩ା୫୭।   ୧୩.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୨୯ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧୩ ତାରିଖ, ବୁଧବାର, ଆଷାଢ ଶୁକ୍ଳପକ୍ଷ, ନବମୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ନବମୀ ସଂଧ୍ୟାଦର୍ଶନ। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୦, ଦିବା ଘ୩ା୫୭ରୁ ଘ୭ା୧୦, ରାତ୍ରି ଘ୭ା୫୦ରୁ ଘ୯ା୫୭, ଘ୩ା୫୭ରୁ ନିଶାନ୍ତ। ଅମୃତ ଦିବା ଘ୭ା୧୦ରୁ ଘ୮ା୫୦, ଘ୧ା୩୭ରୁ ଘ୩ା୫୭, ରାତ୍ରି ଘ୧୧/୩୭ରୁ ଘ୧ା୫୭।   ୧୪.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୩୦ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧୪ ତାରିଖ, ଗୁରୁବାର, ଆଷାଢ ଶୁକ୍ଳପକ୍ଷ, ଦଶମୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ଶ୍ରୀଶ୍ରୀ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁଦଶା ବ୍ରତ, ମନ୍ୱାବ୍ଦ ଶ୍ରାଦ୍ଧ। ସିଦ୍ଧିଯୋଗ-ଗୃହାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର। ରାତ୍ରି ଘ୧ା୩୭ ଗତେ ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୫, ଦିବା ଘ୧୧ା୧୮ରୁ ଘ୧ା୧୧, ସଂଧ୍ୟା ଘ୫ା୧୮ରୁ ଘ୭ା୨୫, ରାତ୍ରି ଘ୧ା୨୫ରୁ ଘ୩ା୧୮, ଘ୩ା୫୮ରୁ ନିଶାନ୍ତ। ଅମୃତ ଦିବା ଘ୧ା୧୧ରୁ ଘ୨ା୫୧, ରାତ୍ରି ଘ୭/୨୫ରୁ ଘ୧୧ା୨୫।   ୧୫.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୩୧ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧୫ ତାରିଖ, ଶୁକ୍ରବାର, ଆଷାଢ ଶୁକ୍ଳପକ୍ଷ, ଏକାଦଶୀ ତିଥି, ବିଛା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ହରିଶୟନ ବଡ଼ ଏକାଦଶୀ, ଶ୍ରୀଶ୍ରୀ ମହାପ୍ରଭୁଙ୍କ ସୁନାବେଶ, ହଳନିଷେଧ, ମାସାନ୍ତ। ସିଦ୍ଧିଯୋଗ-ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ବଡ଼ ଏକାଦଶୀ ବ୍ରତ ବିହିତ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୩୯ରୁ ଘ୯ା୩୨, ଦିବା ଘ୧୨ା୧୯ରୁ ଘ୨ା୨୬। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୯, ସଂଧ୍ୟା ଘ୫ା୧୯ରୁ ଘ୮ା୫୯, ରାତ୍ରି ଘ୨/୧୯ରୁ ନିଶାନ୍ତ।   ୧୬.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୧ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧୬ ତାରିଖ, ଶନିବାର, ଆଷାଢ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅଦ୍ୟ ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି, ଅଶୁଦ୍ଧକାଳ ପ୍ରବେଶ, ଗରୁଡ଼ଶୟନ ଦ୍ୱାଦଶୀ, ସଂକ୍ରାନ୍ତିର ନିତ୍ୟଶ୍ରାଦ୍ଧ। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ମୀନ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୧ା୧୭ ଗତେ ୧ପାଦ। ଅଦ୍ୟ କର୍କଟ ସଂକ୍ରାନ୍ତି କୃତ୍ୟ। ରବି ସଂ.ଘ୬ା୫୦ ମିନିଟ ସମୟେ କର୍କଟକୁ ସଂକ୍ରମଣ, ପ୍ରାତଃରୁ ସୂର୍ଯ୍ୟାସ୍ତ ମଧ୍ୟରେ ପୁଣ୍ୟକାଳ। ଗ୍ରହଶାନ୍ତି ହୋମ, ଦାନ ଓ ସ୍ନାନାଦି ବିହିତ (ପୁତ୍ରବାନ‌୍‍ ବ୍ୟକ୍ତି ବ୍ରତ ଉପବାସ କରିବେ ନାହିଁ), ଗ୍ରହଶାନ୍ତି, ହୋମ, ଦାନ ଓ ସ୍ନାନାଦି ବିହିତ। ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୨୬ରୁ ଘ୮ା୧୯। ଅମୃତ ଦିବା ଘ୧୦ା୬ରୁ ଘ୧୨/୨୬, ଘ୨/୧୯ରୁ ୩/୫୯, ରାତ୍ରି ଘ୧୧/୬ରୁ ଘ୩ା୬।   ୧୭.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର କର୍କଟ ଦି୨ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧୭ ତାରିଖ, ରବିବାର, ଆଷାଢ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର।  ଅଦ୍ୟ ଶ୍ରୀମନ୍ଦିରେ ଅଧରନୀତି, ଶ୍ରୀଶ୍ରୀ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମେଷ ରାଶିର ଘାତବାର। ଦିବା ଘ୧/୭ ଗତେ ଧନୁ, କୁମ୍ଭ, ମୀନ, ମିଥୁନ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୁଷ୍କର-ମୃତେ ୧ ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୯ରୁ ଘ୧୦ା୧୨, ଘ୧୨ା୫୯ରୁ ଘ୩ା୬, ସଂଧ୍ୟା ଘ୫ା୫୯ରୁ ଘ୮ା୬, ରାତ୍ରି ଘ୨ା୬ରୁ ଘ୩ା୫୯। ଅମୃତ ପ୍ରାତଃ ଘ୫/୫୯ରୁ ଘ୮/୧୯, ରାତ୍ରି ଘ୮/୬ରୁ ଘ୯/୪୬।

Share :