ତିଥି ବାର ବେଳା- ଜୁଲାଇ ୪-୧୦, ୨୦୧୬

ତିଥି ବାର ବେଳା- ଜୁଲାଇ ୪-୧୦, ୨୦୧୬

Share :

୪.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୨୦ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୪ ତାରିଖ, ସୋମବାର, ଆଷାଢ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ଅଦ୍ୟ ବିଜୟ ଅମାବାସ୍ୟା, ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବ, ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଓ ସୋମମହତୀ ସ୍ନାନ। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, ଧନୁ ମକର ଓ ମେଷ ରାଶି। ମିଥୁନ ଓ ଧନୁ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। କୁମ୍ଭ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅମାବାସ୍ୟାର ନିତ୍ୟଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୧ରୁ ଘ୧୦ା୭, ରାତ୍ରି ଘ୧୧ା୧୪ରୁ ଘ୧ା୭, ଘ୧ା୪୭ରୁ ଘ୨ା୫୪। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୬ା୫୪, ଦିବା ଘ୧୧ା୪୧ରୁ ଘ୨ା୧, ଘ୩ା୫୪ରୁ ଘ୭ା୧୪, ରାତ୍ରି ଘ୩/୫୪ରୁ ନିଶାନ୍ତ।   ୫.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୨୧ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୫ ତାରିଖ, ମଙ୍ଗଳବାର, ଆଷାଢ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ନବଯ୍ଭୋବନ ଦର୍ଶନ, ଉଭାଯାତ୍ରା, ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, ଧନୁ ମକର ଓ ମେଷ ରାଶି। ମକର ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। ଦିବା ଘ୧୨ା୧୨ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୨ପାଦ, ଦିବା ଘ୨ା୩୨ ଗତେ ୩ପାଦ ଓ ସଂଧ୍ୟା ଘ୬ା୧ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସଂଧ୍ୟାରେ ଚନ୍ଦ୍ରପୂଜା ବିହିତ। ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୧ା୪୭ରୁ ଘ୩ା୫୪, ରାତ୍ରି ଘ୯ା୪୭ରୁ ଘ୧୧ା୫୪। ଅମୃତ ବେଳା-ପ୍ରାତଃ ଘ୬ା୪୭ରୁ ଘ୯ା୭, ଦିବା ଘ୧୧ା୧ରୁ ଘ୧୨ା୪୧, ରାତ୍ରି ଘ୧୧/୫୪ରୁ ଘ୩ା୫୪।   ୬.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୨୨ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୬ ତାରିଖ, ବୁଧବାର, ଆଷାଢ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଇଦୁଲ‌୍‍ ଫିତର‌୍‍, ଶ୍ରୀଗୁଣ୍ଡିଚା ରଥଯାତ୍ରା। ସିଦ୍ଧିଯୋଗ-ଗୃହାରମ୍ଭ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ରାଶିର ଘାତବାର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୭, ଦିବା ଘ୩ା୫୪ରୁ ଘ୭ା୭, ରାତ୍ରି ଘ୭ା୪୭ରୁ ଘ୯ା୫୪, ଘ୩ା୫୦ରୁ ନିଶାନ୍ତ। ଅମୃତ ବେଳା- ଦିବା ଘ୭ା୭ରୁ ଘ୮ା୪୭, ଘ୧ା୩୪ରୁ ଘ୩ା୫୪, ରାତ୍ରି ଘ୧୧/୩୪ରୁ ଘ୧ା୫୪।   ୭.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୨୩ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୭ ତାରିଖ, ଗୁରୁବାର, ଆଷାଢ ଶୁକ୍ଳପକ୍ଷ, ତୃତୀୟା ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ ବାରିପଦାରେ ରଥଟଣା ପର୍ବ, ଶ୍ରୀଶ୍ରୀ ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିର ବିଜେ। ତିଥ୍ୟମୃତ ଯୋଗ-ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତବାର। ମୀନ ରାଶିର ଘାତନକ୍ଷତ୍ର। ରାତ୍ରି ଘ୭ା୫୩ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୨, ଦିବା ଘ୧୧ା୧୫ରୁ ଘ୧।୮, ସଂଧ୍ୟା ଘ୫ା୧୫ରୁ ଘ୭ା୨୨, ରାତ୍ରି ଘ୧ା୨୨ରୁ ଘ୩ା୧୫, ଘ୩ା୫୫ରୁ ନିଶାନ୍ତ। ଅମୃତ ବେଳା- ଦିବା ଘ୧ା୮ରୁ ଘ୨ା୪୮, ରାତ୍ରି ଘ୭/୨୨ରୁ ଘ୧୧ା୨୨।   ୮.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୨୪ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୮ ତାରିଖ, ଶୁକ୍ରବାର, ଆଷାଢ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ସମ୍ୱଲପୁରରେ ବ୍ରହ୍ମପୁରା ଠାକୁରାଣୀଙ୍କ ଦଶଅବତାର ବେଶ। ତିଥ୍ୟମୃତ ଯୋଗ-ଜଳାଶୟାରମ୍ଭ ଶୁଭ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର। ବୃଷ ଓ କୁମ୍ଭ ରାଶିର ଘାତତିଥି। ମେଷ ରାଶିର ଘାତନକ୍ଷତ୍ର। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୩୬ରୁ ଘ୯ା୨୯, ଘ୧୨ା୧୬ରୁ ଘ୨ା୨୩। ଅମୃତ ବେଳା- ସୂର୍ଯ୍ୟୋଦୟରୁ ଘ୭ା୩୬, ସଂଧ୍ୟା ଘ୫ା୧୬ରୁ ଘ୮ା୫୬, ରାତ୍ରି ଘ୨/୧୬ରୁ ନିଶାନ୍ତ।   ୯.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୨୫ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୯ ତାରିଖ, ଶନିବାର, ଆଷାଢ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଇନ୍ଦ୍ରଦ୍ୟୁମ୍ନେ ପଞ୍ଚମୀ ସ୍ନାନ, ଭଦ୍ରକ ସନ୍ଥିଆଗ୍ରାମସ୍ଥ ମଦନମୋହନ ଶ୍ରୀଜୀଉଙ୍କ ହେରାପଞ୍ଚମୀ ଯାତ୍ରା, ଶୁକ୍ର ପଶ୍ଚିମୋଦୟ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ରାତ୍ରି ଘ୨ା୪୨ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୮ା୪୮ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୨୩ରୁ ଘ୮ା୧୬। ଅମୃତ ବେଳା- ଦିବା ଘ୧୦ା୩ରୁ ଘ୧୨ା୨୩, ଘ୨ା୧୬ରୁ ଘ୩ା୫୬, ରାତ୍ରି ଘ୧୧/୩ରୁ ଘ୩ା୩।   ୧୦.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୨୬ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧୦ ତାରିଖ, ରବିବାର, ଆଷାଢ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର।  ଅଦ୍ୟ ଶ୍ରୀମନ୍ଦିରେ ହେରାପଞ୍ଚମୀ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମେଷ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୨ା୩୨ ଗତେ ୩ପାଦ, ରାତ୍ରି ଘ୧୦ା୧୮ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୧୬ରୁ ଘ୧୦ା୯, ଘ୧୨ା୫୬ରୁ ଘ୩ା୩, ସଂଧ୍ୟା ଘ୫ା୫୬ରୁ ଘ୮ା୩, ରାତ୍ରି ଘ୨ା୩ରୁ ଘ୩ା୫୬। ଅମୃତ ବେଳା- ପ୍ରାତଃ ଘ୫ା୫୬ରୁ ଘ୮ା୧୬, ରାତ୍ରି ଘ୮/୩ରୁ ଘ୯ା୪୩।

Share :