ତିଥି ବାର ବେଳା- ଜୁନ ୨୭-ଜୁଲାଇ ୩, ୨୦୧୬

ତିଥି ବାର ବେଳା- ଜୁନ ୨୭-ଜୁଲାଇ ୩, ୨୦୧୬

Share :

୨୭.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୧୩ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨୭ ତାରିଖ, ସୋମବାର, ଆଷାଢ କୃଷ୍ଣପକ୍ଷ, ସପ୍ତମୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ଧନୁ ଓ ମିଥୁନ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ଧନୁ ରାଶିର ଘାତତିଥି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ସପ୍ତମୀର ଏକୋଦ୍ଦିଷ୍ଟ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୯ରୁ ଘ୧୦ା୫, ରାତ୍ରି ଘ୧୧ା୧୨ରୁ ଘ୧ା୫, ଘ୧ା୪୫ରୁ ଘ୨ା୫୨। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୬/୫୨, ଦିବା ଘ୧୧ା୩୯ରୁ ଘ୧ା୫୯, ଘ୩ା୪୨ରୁ ଘ୭ା୧୨, ରାତ୍ରି ଘ୩/୫୨ରୁ ନିଶାନ୍ତ।   ୨୮.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୧୪ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨୮ ତାରିଖ, ମଙ୍ଗଳବାର, ଆଷାଢ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ସିଦ୍ଧିଯୋଗ। ଗୃହାରମ୍ଭ, ଜଳାଶୟାରମ୍ଭ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମକର ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ମିଥୁନ ଓ କନ୍ୟା ରାଶିର ଘାତତିଥି। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ନବମୀର ଏକୋଦ୍ଦିଷ୍ଟ ଓ ଦଶମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର  ଦିବା ଘ୧ା୪୬ରୁ ଘ୩ା୫୩, ରାତ୍ରି ଘ୯ା୪୬ରୁ ଘ୧୧ା୫୩। ଅମୃତ ବେଳା-ପ୍ରାତଃ ଘ୬/୪୬ରୁ ଘ୯/୬, ଦିବା ଘ୧୧ା୦ରୁ ଘ୧୨ା୪୦, ରାତ୍ରି ଘ୧୧/୫୩ରୁ ଘ୩ା୫୩।   ୨୯.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୧୫ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨୯ ତାରିଖ, ବୁଧବାର, ଆଷାଢ କୃଷ୍ଣପକ୍ଷ, ନବମୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। କର୍କଟ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ବିଛା ଓ ସିଂହ ରାଶିର ଘାତତିଥି। ପ୍ରାତଃ ଘ୬ା୧୬ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୬, ଦିବା ଘ୩ା୫୩ରୁ ଘ୭ା୬, ରାତ୍ରି ଘ୭ା୪୬ରୁ ଘ୯ା୫୩, ଘ୩ା୫୩ରୁ ନିଶାନ୍ତ। ଅମୃତ ବେଳା-ଦିବା ଘ୭ା୬ରୁ ଘ୮ା୪୬, ଘ୧ା୩୩ରୁ ଘ୩ା୫୩, ରାତ୍ରି ଘ୧୧/୩୩ରୁ ଘ୧ା୫୩।   ୩୦.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୧୬ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୩୦ ତାରିଖ, ଗୁରୁବାର, ଆଷାଢ କୃଷ୍ଣପକ୍ଷ, ଦଶମୀ (ଏକାଦଶୀ କ୍ଷୟ) ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ଅଦ୍ୟ ଅଣବସର ଦଶମୀ ଓ ଖଳିଲାଗି ଏକାଦଶୀ। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୨୦, ଦିବା ଘ୧୧ା୧୩ରୁ ଘ୧ା୬, ସଂଧ୍ୟା ଘ୫ା୧୩ରୁ ଘ୭ା୨୦, ରାତ୍ରି ଘ୧ା୨୦ରୁ ଘ୩ା୧୩, ଘ୩ା୫୩ରୁ ନିଶାନ୍ତ। ଅମୃତ ବେଳା-ଦିବା ଘ୧ା୬ରୁ ଘ୨ା୪୬, ରାତ୍ରି ଘ୭/୨୦ରୁ ଘ୧୧ା୨୦।   ୧.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୧୭ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୧ ତାରିଖ, ଶୁକ୍ରବାର, ଆଷାଢ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ବୈଷ୍ଣବ୍ୟ ଏକାଦଶୀ ବ୍ରତ, ବନ ମହୋତ୍ସବ। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ବିଛା ଓ ମୀନ ରାଶିର ଘାତବାର। ମୀନ, ମକର ଓ ତୁଳା ରାଶିର ଘାତତିଥି। ମେଷ ରାଶିର ଘାତଚନ୍ଦ୍ର। ପ୍ରାତଃ ଘ୬ା୧୫ ଗତେ ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସନ୍ୟାସୀ ଓ ଯତିମାନଙ୍କ ପକ୍ଷେ ବ୍ରତ କର୍ତ୍ତବ୍ୟ। ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୩୩ରୁ ଘ୯ା୨୬, ଘ୧୨ା୧୩ରୁ ଘ୨ା୨୦। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୭ା୩୩, ସଂଧ୍ୟା ଘ୫ା୧୩ରୁ ଘ୮ା୫୩, ରାତ୍ରି ଘ୨/୧୩ରୁ ନିଶାନ୍ତ।   ୨.୭.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୧୮ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୨ ତାରିଖ, ଶନିବାର, ଆଷାଢ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଅଦ୍ୟ ସାମନ୍ତ ଚନ୍ଦ୍ରଶେଖରଙ୍କ ତିରୋଧାନ ଦିବସ। ଜଳାଶୟାରମ୍ଭ ଶୁଭ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ମକର ରାଶିର ଘାତନକ୍ଷତ୍ର। ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୨୧ରୁ ଘ୮ା୧୪। ଅମୃତ ବେଳା-ଦିବା ଘ୧୦ା୧ରୁ ଘ୧୨ା୨୧, ଘ୨ା୧୪ରୁ ଘ୩ା୫୪, ରାତ୍ରି ଘ୧୧/୧ରୁ ଘ୩ା୧।   ୩.୭.୨୦୧୭ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର ମିଥୁନ ଦି୧୯ନ, ଇଂରାଜୀ ୨୦୧୬ ମସିହା, ଜୁଲାଇ ୩ ତାରିଖ, ରବିବାର, ଆଷାଢ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର।  ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଓ ଉପବାସ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ମେଷ ରାଶିର ଘାତବାର। ବିଛା ରାଶିର ଘାତଚନ୍ଦ୍ର। ଦିବା ଘ୯ା୫୩ ଗତେ ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ବ୍ରତ ଓ ଉପବାସ ବିହିତ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୧୪ରୁ ଘ୧୦ା୭,  ଘ୧୨ା୫୪ରୁ ଘ୩ା୧, ସଂଧ୍ୟା ଘ୫ା୫୪ରୁ ଘ୮ା୧,  ରାତ୍ରି ଘ୨ା୧ରୁ ଘ୩ା୫୪। ଅମୃତ ବେଳା-ପ୍ରାତଃ ଘ୫ା୫୪ରୁ ଘ୮ା୧୪, ରାତ୍ରି ଘ୮/୧ରୁ ଘ୯ା୪୧।

Share :