ତିଥି ବାର ବେଳା- ଜୁନ ୨୦-୨୬, ୨୦୧୬

ତିଥି ବାର ବେଳା- ଜୁନ ୨୦-୨୬, ୨୦୧୬

Share :

୨୦.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୬ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨୦ ତାରିଖ, ସୋମବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ଅଦ୍ୟ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀଜୀଉଙ୍କ ଗଜାନନ ବେଶ ଓ ଅଣବସର ବିଜେ, ମନ୍ୱାବ୍ଦ ଶ୍ରାଦ୍ଧ, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନିର୍ବିକଳ୍ପ ସମାଧିଦିବସ। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମିଥୁନ ଓ ଧନୁରାଶିର ଘାତତିଥି। ପ୍ରାତଃ ଘ୬ା୧୬ ଗତେ ଧନୁ, କୁମ୍ଭ, ମୀନ, ମିଥୁନ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥଙ୍କୁ ଦର୍ଶନ କରି ଦାନ କଲେ ପୁଣ୍ୟ ମିଳେ। ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୫୭ରୁ ଘ୧୦ା୩, ରାତ୍ରି ଘ୧୧ା୧୦ରୁ ଘ୧ା୩, ଘ୧ା୪୩ରୁ ଘ୨ା୫୦। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୬ା୫୦, ଦିବା ଘ୧୧/୩୭ରୁ ଘ୧/୫୭, ଘ୩ା୫୦ରୁ ଘ୭ା୧୦, ରାତ୍ରି ଘ୩/୫୦ରୁ ନିଶାନ୍ତ।   ୨୧.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୭ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨୧ ତାରିଖ, ମଙ୍ଗଳବାର, ଆଷାଢ କୃଷ୍ଣପକ୍ଷ, ପ୍ରତିପଦ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଶ୍ରୀଶ୍ରୀ ଅଲାରନାଥ ଦର୍ଶନ।  ଚନ୍ଦ୍ରଶୁଦ୍ଧି - ଧନୁ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ମକର ରାଶିର ଘାତବାର। ସିଂହ ରାଶିର ଘାତନକ୍ଷତ୍ର। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୫ା୧୩ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ପ୍ରତିପଦର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୧୧ା୪୩ରୁ ଘ୩ା୫୦, ରାତ୍ରି ଘ୯ା୪୩ରୁ ଘ୧୧ା୫୦। ଅମୃତ ବେଳା-ପ୍ରାତଃ ଘ୬/୪୩ରୁ ଘ୯/୩, ଦିବା ଘ୧୦ା୫୭ରୁ ଘ୧୨ା୩୭, ରାତ୍ରି ଘ୧୧/୫୦ରୁ ଘ୩ା୫୦।   ୨୨.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୮ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨୨ ତାରିଖ, ବୁଧବାର, ଆଷାଢ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଦିବା ଘ୩ା୩୦ ଗତେ ଶରଣ ଆରମ୍ଭ। ସିଦ୍ଧିଯୋଗ। ଦିବା ଘ୯ା୧୩ ଗତେ ଗୃହାରମ୍ଭ, ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - ମିଥୁନ, ଧନୁ, ମୀନ, କର୍କଟ ଓ ତୁଳା ରାଶି। କର୍କଟ ରାଶିର ଘାତବାର। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ଦିବା ଘ୩ା୩୦ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଦ୍ୱିତୀୟାର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪, ଦିବା ଘ୩ା୫୧ରୁ ଘ୭ା୪, ରାତ୍ରି ଘ୭ା୪୪ରୁ ଘ୯ା୫୧, ଘ୩ା୫୧ରୁ ନିଶାନ୍ତ। ଅମୃତ ବେଳା-ଦିବା ଘ୭/୪ରୁ ଘ୮/୪୪, ଘ୧ା୩୧ରୁ ଘ୩ା୫୧, ରାତ୍ରି ଘ୧୧/୩୧ରୁ ଘ୧ା୫୧।   ୨୩.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୯ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨୩ ତାରିଖ, ଗୁରୁବାର, ଆଷାଢ କୃଷ୍ଣପକ୍ଷ, ତୃତୀୟା ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ତିଥ୍ୟମୃତ ଯୋଗ-ଗୃହାରମ୍ଭ, ଦେବତାଗଠନ, ପୁଂସବନ, ନାମକରଣ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ଅନ୍ନପ୍ରାସନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ବୃହସ୍ପତି ମହାଗ୍ରହ ପୂଜା। ତୃତୀୟାର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୮, ଦିବା ଘ୧୧ା୧୧ରୁ ଘ୧ା୪, ସଂଧ୍ୟା ଘ୫ା୧୧ରୁ ଘ୭ା୧୮, ରାତ୍ରି ଘ୧ା୧୮ରୁ ଘ୩ା୧୧, ଘ୩ା୫୧ରୁ ନିଶାନ୍ତ। ଅମୃତ ବେଳା-ଦିବା ଘ୧/୪ରୁ ଘ୨/୪୪, ରାତ୍ରି ଘ୭/୧୮ରୁ ଘ୧୧ା୧୮।   ୨୪.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୧୦ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨୪ ତାରିଖ, ଶୁକ୍ରବାର, ଆଷାଢ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବିଛା ଓମୀନ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର। କନ୍ୟାରାଶିର ଘାତନକ୍ଷତ୍ର, ବୃଷ ଓ କୁମ୍ଭ ରାଶିର ଘାତତିଥି। ରାତ୍ରି ଘ୧୧ା୫ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଚତୁର୍ଥୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୩୧ରୁ ଘ୯ା୨୪, ଘ୧୨ା୧୧, ଘ୨ା୧୮। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୭ା୩୧, ସଂଧ୍ୟା ଘ୫ା୧୧ରୁ ଘ୮ା୫୧, ରାତ୍ରି ଘ୨/୧୧ରୁ ନିଶାନ୍ତ।   ୨୫.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୧୧ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨୫ ତାରିଖ, ଶନିବାର, ଆଷାଢ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ଅଣବସର ପଞ୍ଚମୀ। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୧୮ରୁ ଘ୮ା୧୧। ଅମୃତ ବେଳା-ଦିବା ଘ୯/୫୮ରୁ ଘ୧୨/୧୮, ଘ୨ା୧୧ରୁ ଘ୩ା୫୧, ରାତ୍ରି ଘ୧୦/୫୮ରୁ ଘ୨ା୫୮।   ୨୬.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୧୨ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨୬ ତାରିଖ, ରବିବାର, ଆଷାଢ କୃଷ୍ଣପକ୍ଷ, ଷଷ୍ଠୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର।  ରାତ୍ରି ଘ୧୧ା୧୭ ମେଧ୍ୟ ଶରଣ ଶେଷ। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ମେଷ ରାଶିର ଘାତବାର। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ତୁଳା ରାଶିର ଘାତନକ୍ଷତ୍ର, ମେଷ ଓ କର୍କଟ ରାଶିର ଘାତତିଥି। ରାତ୍ରି ଘ୧୧ା୧୭ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ଦିବା ଘ୮ା୪୪ ଗତେ ୨ପାଦ ଓ ଦିବା ଘ୧୨ା୩୮ ଗତେ ୩ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଷଷ୍ଠୀର ଏକୋଦ୍ଦିଷ୍ଟ ଓ ସପ୍ତମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର  ଦିବା ଘ୮ା୧୨ରୁ ଘ୧୦ା୫, ଘ୧୨ା୫୨ରୁ ଘ୨ା୫୯, ସଂଧ୍ୟା ଘ୫ା୫୨ରୁ ଘ୭ା୫୯, ରାତ୍ରି ଘ୧ା୫୯ରୁ ଘ୩ା୫୨, ଘ୩ା୫୧। ଅମୃତ ବେଳା-ପ୍ରାତଃ ଘ୫/୫୨ରୁ ଘ୮/୧୨, ରାତ୍ରି ଘ୭/୫୯ରୁ ଘ୯ା୩୯।

Share :