ତିଥି ବାର ବେଳା- ଜୁନ ୧୩-୧୯, ୨୦୧୬

ତିଥି ବାର ବେଳା- ଜୁନ ୧୩-୧୯, ୨୦୧୬

Share :

୧୩.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୩୧ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧୩ ତାରିଖ, ସୋମବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ନବମୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି। ବୃଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୬ରୁ ଘ୧୦ା୨, ରାତ୍ରି ଘ୧୧ା୯ରୁ ଘ୧ା୨, ଘ୧ା୪୨ରୁ ଘ୨ା୪୯। ଅମୃତ ସୂର୍ଯ୍ୟୋଦୟରୁ ଘ୬ା୪୯, ଦିବା ଘ୧୧ା୩୬ରୁ ଘ୧ା୫୬, ଘ୩ା୪୯ରୁ ଘ୭ା୯, ରାତ୍ରି ଘ୩/୪୯ରୁ ନିଶାନ୍ତ।   ୧୪.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୩୨ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧୪ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଦଶମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ଗଙ୍ଗା ଦଶହରା, ବୈତରଣୀ ଜନ୍ମୋତ୍ସବ, ସେତୁବନ୍ଧ ପ୍ରତିଷ୍ଠା ଦିବସ, ମଙ୍ଗଳଚଣ୍ଡୀ ବ୍ରତ, ମାସାନ୍ତ, ପ୍ରଥମ ରଜପର୍ବ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମକର ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର। ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ମଙ୍ଗଳଚଣ୍ଡୀ ପୂଜା ବିଧାନ। ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୪୧ରୁ ଘ୩ା୪୯, ରାତ୍ରି ଘ୯ା୪୨ରୁ ଘ୧୧ା୪୯। ଅମୃତ ପ୍ରାତଃ ଘ୬ା୪୨ରୁ ଘ୯ା୨, ଦିବା ଘ୧୦ା୫୬ରୁ ଘ୧୨ା୩୬, ରାତ୍ରି ଘ୧୧/୪୯ରୁ ଘ୩ା୪୯।   ୧୫.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୧ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧୫ ତାରିଖ, ବୁଧବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଦଶମୀ (ମଳ) ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ମିଥୁନ (ରଜ) ସଂକ୍ରାନ୍ତି, ଷଡ଼ଶୀତି ନିତ୍ୟଶ୍ରାଦ୍ଧ, ଦ୍ୱିତୀୟ ରଜପର୍ବ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀ. ମେଷ ଓ କର୍କଟ ରାଶି। କର୍କଟ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ପ୍ରାତଃ ଘ୬ା୫୩ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ଅଦ୍ୟ ଷଡ଼ଶୀତି ମିଥୁନ ସଂକ୍ରାନ୍ତି କୃତ୍ୟ। ରବି ଦିବା ଘ୭ା୫୬ ସମୟେ ମିଥୁନକୁ ସଂକ୍ରମଣ। ଦିନାର୍ଦ୍ଧ ମଧ୍ୟେ ପୁଣ୍ୟକାଳ। (ପୁତ୍ରବାନ‌୍‍ ବ୍ୟକ୍ତି ବ୍ରତ ଉପବାସ କରିବେ ନାହିଁ, କେବଳ ସ୍ନାନ, ଦାନ ହିଁ ମୁଖ୍ୟ)। ଗ୍ରହଶାନ୍ତି, ହୋମ ବିହିତ। ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଏକାଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୨, ଦିବା ଘ୩ା୪୯ରୁ ଘ୭ା୨, ରାତ୍ରି ଘ୭ା୪୨ରୁ ଘ୯ା୪୯, ଘ୩ା୪୯ରୁ ନିଶାନ୍ତ। ଅମୃତ ବେଳା-ଦିବା ୭/୨ରୁ ୮/୪୨, ଘ୧/୨୯ରୁ ଘ୩୪୯, ରାତ୍ରି ଘ୧୧/୨୯ରୁ ଘ୧ା୪୯।   ୧୬.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୨ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧୬ ତାରିଖ, ଗୁରୁବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଏକାଦଶୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ନିର୍ଜଳା ଏକାଦଶୀ, ରୁକ୍ମିଣୀ ବିବାହ, ଲକ୍ଷ୍ମୀନାରାୟଶ ବ୍ରତ, ତୃତୀୟ ରଜପର୍ବ। ଶୁଭକର୍ମ-ଗୃହାରମ୍ଭ, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷକ୍ରମଣ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ) ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର. ମେଷ, ବୃଷ ଓ ସିଂହ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଲକ୍ଷ୍ମୀନାରାୟଣ ଏକାଦଶୀ ବ୍ରତ ବିହିତ। ଦ୍ୱାଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୬, ଦିବା ଘ୧୧ା୯ରୁ ଘ୧ା୨, ସଂ.ଘ୫ା୯ରୁ ଘ୭ା୧୬, ରାତ୍ରି ଘ୧ା୧୬ରୁ ଘ୩ା୯, ଘ୩ା୪୯ରୁ ନିଶାନ୍ତ। ଅମୃତ ବେଳା-ଦିବା ୧/୨ରୁ ଘ୨/୪୨, ରାତ୍ରି ଘ୭/୧୬ରୁ ଘ୧୧ା୧୬। ୧୭.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୩ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧୭ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ଚମ୍ପକ ଦ୍ୱାଦଶୀ, ବସୁମତୀ ସ୍ନାନ। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର ବୃଷ ଓ ସିଂହ ରାଶି। ବିଛା ଓ ମୀନ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି। ସଂଧ୍ୟା ଘ୬ା୪୬ ଗତେ ମିଛା, ମକର, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୭ା୨୯ରୁ ଘ୯ା୨୨, ଘ୧୨ା୯ରୁ ଘ୨ା୧୬। ଅମୃତ ବେଳା-ସୂର୍ଯ୍ୟୋଦୟରୁ ଘ୭ା୨୯, ସଂଧ୍ୟା ଘ୫/୯ରୁ ୮/୪୯, ରାତ୍ରି ଘ୨/୯ରୁ ନିଶାନ୍ତ।   ୧୮.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୪ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧୮ ତାରିଖ, ଶନିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟାରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ସଂଧ୍ୟା ଘ୬ା୧୭ରୁ ଘ୮ା୧୦। ଅମୃତ ବେଳା-ଦିବା ଘ୯/୫୭ରୁ ଘ୧୨/୧୭, ଘ୨/୧୦ରୁ ଘ୩ା୫୦, ରାତ୍ରି ଘ୧୦/୫୭ରୁ ଘ୨ା୫୭।   ୧୯.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମିଥୁନ ଦି୫ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧୯ ତାରିଖ, ରବିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର।  ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରୋପବାସ ଓ ପୂଜା। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମେଷ ରାଶିର ଘାତବାର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା - ମାହେନ୍ଦ୍ର ଦିବା ଘ୮ା୧୦ରୁ ଘ୧୦ା୩, ଘ୧୨ା୫୦ରୁ ଘ୨ା୫୭, ସଂଧ୍ୟା ଘ୫ା୫୦ରୁ ଘ୭ା୫୭, ରାତ୍ରି ଘ୧ା୫୭ରୁ ଘ୩ା୫୦। ଅମୃତ ବେଳା-ପ୍ରାତଃ ଘ୫/୫୦ରୁ ଘ୮/୧୦, ରାତ୍ରି ଘ୭/୫୭ରୁ ଘ୯ା୩୭।

Share :