ତିଥି ବାର ବେଳା- ଜୁନ ୬-୧୨, ୨୦୧୬

ତିଥି ବାର ବେଳା- ଜୁନ ୬-୧୨, ୨୦୧୬

Share :

୬.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୨୪ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୬ ତାରିଖ, ସୋମବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ପ୍ରତିପଦ (ଦ୍ୱିତୀୟା କ୍ଷୟ) ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୬ରୁ ଘ୧୦ା୨, ରାତ୍ରି ଘ୧୧ା୯ରୁ ଘ୧ା୨, ଘ୧ା୪୨ରୁ ଘ୨ା୪୯। ଅମୃତ ସୂର୍ଯ୍ୟୋଦୟରୁ ଘ୬ା୪୯, ଦିବା ଘ୧ା୩୬ରୁ ଘ୧ା୫୬, ଘ୩ା୪୯ରୁ ଘ୭ା୯, ରାତ୍ରି ଘ୩/୪୯ରୁ ନିଶାନ୍ତ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସଂଧ୍ୟାରେ ଚନ୍ଦ୍ରପୂଜା ବିହିତ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୭.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୨୫ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୭ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ତୃତୀୟା ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ଅଦ୍ୟ ରମ୍ଭା ତୃତୀୟା ଓ ରମଜାନ‌୍‍ ମାସ ଆରମ୍ଭ। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ମକର ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର। କନ୍ୟା ରାଶିର ଘାତଚନ୍ଦ୍ର। ରାତ୍ରି ଘ୪ା୩୨ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୧ପାଦ, ଦିବା ଘ୯ା୪୨ ଗତେ ୨ପାଦ। ଶୁଭବେଳା- ମାହେନ୍ଦ୍ର ଦିବା ଘ୧ା୪୨ରୁ ଘ୩ା୪୯, ରାତ୍ରି ଘ୯ା୪୨ରୁ ଘ୧୧ା୪୯। ଅମୃତ ପ୍ରାତଃ ଘ୬ା୪୨ରୁ ୯/୨, ଦିବା ଘ୧୦/୫୬ରୁ ଘ୧୨/୩୬, ରାତ୍ରି ଘ୧୧/୪୯ରୁ ଘ୩ା୪୯। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ରମ୍ଭାବ୍ରତ ବିହିତ। ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୮.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୨୬ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୮ ତାରିଖ, ବୁଧବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ଉମା ଚତୁର୍ଥୀ ଓ ଶିବବିବାହ ନିମନ୍ତ୍ରଣ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। କର୍କଟ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩, ଦିବା ଘ୩ା୫୦ରୁ ଘ୭ା୩, ରାତ୍ରି ଘ୭ା୪୩ରୁ ଘ୯ା୫୦, ଘ୩ା୫୦ରୁ ନିଶାନ୍ତ। ଅମୃତ ଦିବା ଘ୭ା୩ରୁ ଘ୮ା୪୩, ଘ୧ା୩୦ରୁ ଘ୩ା୫୦, ରାତ୍ରି ଘ୧୧/୩୦ରୁ ଘ୧ା୫୦। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଉମାଚତୁର୍ଥୀ ବ୍ରତ ବିହିତ। ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୯.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୨୭ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୯ ତାରିଖ, ଗୁରୁବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଶିବବିବାହ, ଗୁରୁପଞ୍ଚମୀ ବ୍ରତ। ସିଦ୍ଧିଯୋଗ ଥାଇ ନକ୍ଷତ୍ରାମୃତ ଯୋଗ ସୃଷ୍ଟି ହେଉଥିବାରୁ ଉକ୍ତ ଦିନଟି ବିଷଯୋଗ, ତେଣୁ ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୭, ଦିବା ଘ୧୧ା୧୦ରୁ ଘ୧ା୩, ସଂଧ୍ୟା ଘ୫ା୧୦ରୁ ଘ୭ା୧୭, ରାତ୍ରି ଘ୧ା୧୭ରୁ ଘ୩ା୧୦, ଘ୩ା୫୦ରୁ ନିଶାନ୍ତ। ଅମୃତ ଦିବା ଘ୧ା୩ରୁ ଘ୨ା୪୩, ରାତ୍ରି ଘ୭/୧୭ରୁ ଘ୧୧ା୧୭। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶିବବିବାହ ଓ ଗୁରୁପଞ୍ଚମୀ ବ୍ରତ ବିହିତ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୦.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୨୮ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧୦ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ ଆରଣ୍ୟକ ବା ଶିତଳ ଷଷ୍ଠୀ, କାଳେଶ୍ୱର ମହାପ୍ରଭୁଙ୍କ ବାଣଯାତ୍ରା। ସିଦ୍ଧିଯୋଗ-ବାଣିଜ୍ୟ (ବିକ୍ରୟ) ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ବିଛା ଓ ମୀନ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି। ମୀନ ରାଶିର ଘାତନକ୍ଷତ୍ର। ଦିବା ଘ୮ା୩୧ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ବିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୨୯ରୁ ଘ୯ା୨୨, ଘ୧୨ା୯ରୁ ଘ୨ା୧୬। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୨୯, ସଂଧ୍ୟା ଘ୫ା୯ରୁ ଘ୮ା୪୯, ରାତ୍ରି ଘ୨/୯ରୁ ନିଶାନ୍ତ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ବିହିତ ଆରଣ୍ୟକ ଷଷ୍ଠୀ। ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୧.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୨୯ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧୧ ତାରିଖ, ଶନିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ସପ୍ତମୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ବ୍ୟାସକବିଙ୍କ ଶ୍ରାଦ୍ଧ ଦିବସ। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତତିଥି। ମେଷ ରାଶିର ଘାତନକ୍ଷତ୍ର। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୧୨ା୩୦ ଗତେ ୧ପାଦ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୧୬ରୁ ଘ୮ା୯। ଅମୃତ ଦିବା ଘ୯ା୫୬ରୁ ଘ୧୨ା୧୬, ଘ୨ା୯ରୁ ଘ୩ା୪୯, ରାତ୍ରି ଘ୧୦/୫୬ରୁ ଘ୨ା୫୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୨.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୩୦ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧୨ ତାରିଖ, ରବିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମେଷ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ରାତ୍ରି ଘ୭ା୧୦ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ଦିବା ଘ୧୨ା୫ ଗତେ ୨ପାଦ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୯ରୁ ଘ୧୦ା୨, ଘ୧୨ା୪୯ରୁ ଘ୨ା୫୬, ସଂଧ୍ୟା ଘ୫ା୪୯ରୁ ଘ୭ା୫୬, ରାତ୍ରି ଘ୧ା୫୬ରୁ ଘ୩ା୪୯। ଅମୃତ ପ୍ରାତଃ ଘ୫ା୪୯ରୁ ଘ୮ା୯, ରାତ୍ରି ଘ୭/୫୬ରୁ ଘ୯ା୩୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।

Share :