ତିଥି ବାର ବେଳା- ମେ ୩୦-ଜୁନ ୫, ୨୦୧୬

ତିଥି ବାର ବେଳା- ମେ ୩୦-ଜୁନ ୫, ୨୦୧୬

Share :

୩୦.୫.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୧୭ନ, ଇଂରାଜୀ ୨୦୧୬ ମସିହା, ମଇ ୩୦ ତାରିଖ, ସୋମବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ନବମୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ରାତ୍ରି ଘ୯ା୧୨ ମଧ୍ୟେ ଶରଣପଞ୍ଚକ। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି। ମିଥୁନ ଓ କୁମ୍ଭ ରାଶିର ଘାତଚନ୍ଦ୍ର। ରାତ୍ରି ଘ୯ା୧୨ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୭ରୁ ଘ୧୦ା୩, ଘ୧୧ା୧୦ରୁ ଘ୧ା୩, ରାତ୍ରି ଘ୧୧ା୪୩ରୁ ଘ୨ା୫୦। ଅମୃତ ସୂର୍ଯ୍ୟୋଦୟରୁ ଘ୬ା୫୦, ଦିବା ଘ୧୧ା୩୭ରୁ ଘ୧ା୫୭, ଘ୩ା୫୦ରୁ ଘ୭ା୧୦, ରାତ୍ରି ଘ୩/୫୦ରୁ ନିଶାନ୍ତ। ସାମ୍ୱତ୍ସରିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୩୧.୫.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୧୮ନ, ଇଂରାଜୀ ୨୦୧୬ ମସିହା, ମଇ ୩୧ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଦଶମୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି -  ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମକର ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ଶୁଭବେଳା-ମାହେନ୍ଦ୍ର ଦିବା ଘ୧ା୪୩ରୁ ଘ୩ା୫୦, ରାତ୍ରି ଘ୯ା୪୩ରୁ ଘ୧୧ା୫୦। ଅମୃତ ପ୍ରାତଃ ଘ୬ା୪୩ରୁ ଘ୯ା୩, ଦିବା ଘ୧୦ା୫୭ରୁ ଘ୧୨ା୩୭, ରାତ୍ରି ଘ୧୧/୫୦ରୁ ଘ୩ା୫୦। ସାମ୍ୱତ୍ସରିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୧୯ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୧ ତାରିଖ, ବୁଧବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଏକାଦଶୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଅଦ୍ୟ ଜଳକ୍ରୀଡ଼ା ଏକାଦଶୀ। ତିଥ୍ୟମୃତ ଯୋଗ-ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। କର୍କଟ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ବିଛା ରାଶିର ଘାତନକ୍ଷତ୍ର। ରାତ୍ରି ଘ୮ା୪୩ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩, ଦିବା ଘ୩ା୫୦ରୁ ଘ୭ା୩, ରାତ୍ରି ଘ୭ା୪୩ରୁ ଘ୯ା୫୦, ଘ୩ା୫୦ରୁ ନିଶାନ୍ତ। ଅମୃତ ଦିବା ଘ୭ା୩ରୁ ଘ୮ା୪୩, ଘ୧ା୩୦ରୁ ଘ୩ା୫୦, ରାତ୍ରି ଘ୧୧/୩୦ରୁ ଘ୧ା୫୦। ସାମ୍ୱତ୍ସରିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୨୦ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୨ ତାରିଖ, ଗୁରୁବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ) ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି। ମେଷ ରାଶିର ଘାତଚନ୍ଦ୍ର। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୧୭, ଦିବା ଘ୧୧ା୧୦ରୁ ଘ୧ା୩, ସଂଧ୍ୟା ଘ୫ା୧୦ରୁ ଘ୭ା୧୭, ରାତ୍ରି ଘ୧ା୧୭ରୁ ଘ୩ା୧୦, ଘ୩ା୫୦ରୁ ନିଶାନ୍ତ। ଅମୃତ ଦିବା ଘ୧ା୩ରୁ ଘ୨ା୪୩, ରାତ୍ରି ଘ୭/୧୭ରୁ ଘ୧୧ା୧୭। ସାମ୍ୱତ୍ସରିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୩.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୨୧ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୩ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ଅଦ୍ୟ ଶିବ ଚତୁର୍ଦ୍ଦଶୀ ବ୍ରତ, ଉପବାସ। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ବିଛା ଓ ଧନୁ ରାଶିର ଘାତବାର, ଧନୁ ରାଶିର ଘାତନକ୍ଷତ୍ର। ମେଷ ରାଶିର ଘାତଚନ୍ଦ୍ର। ରାତ୍ରି ଘ୯ା୧୦ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୩୦ରୁ ଘ୯ା୨୩, ଘ୧୨ା୧୦ରୁ ଘ୨ା୧୭। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୦, ସଂଧ୍ୟା ଘ୫ା୧୦ରୁ ଘ୮ା୫୦, ରାତ୍ରି ଘ୨/୧୦ରୁ ନିଶାନ୍ତ। ସାମ୍ୱତ୍ସରିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୪.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୨୨ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୪ ତାରିଖ, ଶନିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ସାବିତ୍ରୀ ବ୍ରତ, ଶ୍ରୀବିରଜା ଦେବୀଙ୍କ ସାବିତ୍ରୀ ବେଶ। ସିଦ୍ଧିଯୋଗ-ବାଣିଜ୍ୟ (ବିକ୍ରୟ) ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ,  ଧନୁ ଓ ମୀନ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୩ା୪୧ ଗତେ ୧ପାଦ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୧୬ରୁ ଘ୮ା୯। ଅମୃତ ଦିବା ଘ୯ା୫୬ରୁ ଘ୧୨ା୧୬, ଘ୨ା୯ରୁ ଘ୩ା୪୯, ରାତ୍ରି ଘ୧୦/୫୬ରୁ ଘ୨ା୫୬। ସାମ୍ୱତ୍ସରିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୫.୬.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୨୩ନ, ଇଂରାଜୀ ୨୦୧୬ ମସିହା, ଜୁନ‌୍‍ ୫ ତାରିଖ, ରବିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଅଦ୍ୟ ଅମାବାସ୍ୟା (ଜଳକ୍ରୀଡ଼ା), ସୂର୍ଯ୍ୟମହତୀ ସ୍ନାନ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ମେଷ ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୨ା୫ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୯ରୁ ଘ୧୦ା୨, ଘ୧୨ା୪୯ରୁ ଘ୨ା୫୬, ସଂଧ୍ୟା ଘ୫ା୪୯ରୁ ଘ୭ା୫୬, ରାତ୍ରି ଘ୧ା୫୬ରୁ ଘ୩ା୪୯। ଅମୃତ ପ୍ରାତଃ ଘ୫ା୪୯ରୁ ଘ୮ା୯, ରାତ୍ରି ଘ୭/୫୬ରୁ ଘ୯ା୩୬। ସାମ୍ୱତ୍ସରିକ ଶ୍ରାଦ୍ଧ - ଅମାବାସ୍ୟାର ନିତ୍ୟଶ୍ରାଦ୍ଧ।

Share :