ତିଥି ବାର ବେଳା- ମେ ୨୩-୨୯, ୨୦୧୬

ତିଥି ବାର ବେଳା- ମେ ୨୩-୨୯, ୨୦୧୬

Share :

୨୩.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୧୦ନ, ଇଂରାଜୀ ୨୦୧୬ ମସିହା, ମଇ ୨୩ ତାରିଖ, ସୋମବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ମିଥୁନ ଓ ଧନୁ ରାଶିର ଘାତତିଥି। ରାତ୍ରି ଘ୧୨ା୨୦ ଗତେ ଧନୁ, କୁମ୍ଭ, ମୀନ, ବୃଷ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ।   ୨୪.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୧୧ନ, ଇଂରାଜୀ ୨୦୧୬ ମସିହା, ମଇ ୨୪ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଦ୍ୱିତୀୟା (ମଳ) ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ମକର ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୫.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୧୨ନ, ଇଂରାଜୀ ୨୦୧୬ ମସିହା, ମଇ ୨୫ ତାରିଖ, ବୁଧବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ତୃତୀୟା ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। କର୍କଟ ରାଶିର ଘାତବାର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୬.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୧୩ନ, ଇଂରାଜୀ ୨୦୧୬ ମସିହା, ମଇ ୨୬ ତାରିଖ, ଗୁରୁବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ଦିବା ଘ୧୨ା୨୫ ଗତେ ଶରଣପଞ୍ଚକ। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ମୀନ ରାଶିର ଘାତଚନ୍ଦ୍ର। ଦିବା ଘ୧୨ା୨୫ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୭.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୧୪ନ, ଇଂରାଜୀ ୨୦୧୬ ମସିହା, ମଇ ୨୭ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ଦେବତାଗଠନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବିଛା ଓ ମୀନ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୮.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୧୫ନ, ଇଂରାଜୀ ୨୦୧୬ ମସିହା, ମଇ ୨୮ ତାରିଖ, ଶନିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ଶ୍ରୀକ୍ଷେତ୍ରେ ଭଉଁରୀ ଯାତ୍ରା। ତିଥ୍ୟମୃତ ଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ, ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବୃଷ, ସିଂହ, ଓ କନ୍ୟା ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି। ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୪ା୧୩ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ଦିବା ଘ୭ା୧୮ ଗତେ ୨ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୯.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୧୬ନ, ଇଂରାଜୀ ୨୦୧୬ ମସିହା, ମଇ ୨୯ ତାରିଖ, ରବିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ସପ୍ତମୀ (ଅଷ୍ଟମୀ କ୍ଷୟ) ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ଉତ୍କଳେ ଭଉଁରୀ ଯାତ୍ରା। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ମେଷ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି। ତୁଳା ରାଶିର ଘାତନକ୍ଷତ୍ର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ପ୍ରାତଃ ଘ୬ା୨୬ ଗତେ ୧ପାଦ ଓ ରାତ୍ରି ଘ୪ା୪ ଗତେ ୨ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।

Share :