ତିଥି ବାର ବେଳା- ମେ ୧୬-୨୨, ୨୦୧୬

ତିଥି ବାର ବେଳା- ମେ ୧୬-୨୨, ୨୦୧୬

Share :

୧୬.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୩ନ, ଇଂରାଜୀ ୨୦୧୬ ମସିହା, ମଇ ୧୬ ତାରିଖ, ସୋମବାର, ବୈଶାଖ ଶୁକ୍ଳପକ୍ଷ, ଦଶମୀ ତିଥି, ସିଂହ ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ତିଥ୍ୟମୃତ ଯୋଗ-ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ, ଅନ୍ନପ୍ରାସନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ଦିବା ଘ୧୦ା୩୫ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷରାଶିର ଘାତଚନ୍ଦ୍ର। କନ୍ୟା ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ।   ୧୭.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୪ନ, ଇଂରାଜୀ ୨୦୧୬ ମସିହା, ମଇ ୧୭ ତାରିଖ, ମଙ୍ଗଳବାର, ବୈଶାଖ ଶୁକ୍ଳପକ୍ଷ, ଏକାଦଶୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ମୋହିନୀ ଏକାଦଶୀ ଓ ହରିମଙ୍ଗଳ ବ୍ରତ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମକର ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ପ୍ରାତଃ ଘ୫ା୩୦ ଗତେ ୧ପାଦ ଓ ଦିବା ଘ୨ା୩୩ ଗତେ ୨ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୮.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୫ନ, ଇଂରାଜୀ ୨୦୧୬ ମସିହା, ମଇ ୧୮ ତାରିଖ, ବୁଧବାର, ବୈଶାଖ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ପିପିତକୀ ଦ୍ୱାଦଶୀ ଓ ରୁକ୍ମିଣୀ ବ୍ରତ। ସିଦ୍ଧିଯୋଗ-ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। କର୍କଟ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି। ବୃଷ ରାଶିର ଘାତ ନକ୍ଷତ୍ର  ଓ ଘାତଚନ୍ଦ୍ର। ରାତ୍ରି ଘ୧୦ା୧୨ ଗତେ ତୁଳା, ଧନ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ସାମ୍ୱତ୍ସରିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୯.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୬ନ, ଇଂରାଜୀ ୨୦୧୬ ମସିହା, ମଇ ୧୯ ତାରିଖ, ଗୁରୁବାର, ବୈଶାଖ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ସାମ୍ୱତ୍ସରିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୦.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୭ନ, ଇଂରାଜୀ ୨୦୧୬ ମସିହା, ମଇ ୨୦ ତାରିଖ, ଶୁକ୍ରବାର, ବୈଶାଖ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ନୃସିଂହ ଜନ୍ମ, ଶିବପାର୍ବତୀ ବ୍ରତ। ତିଥ୍ୟମୃତ ଯୋଗ-ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ) ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ତୁଳା ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ବିଛା ଓ ମୀନ ରାଶିର ଘାତବାର, ମିଥୁନ ରାଶିର ଘାତ ନକ୍ଷତ୍ର । ସାମ୍ୱତ୍ସରିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୧.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୮ନ, ଇଂରାଜୀ ୨୦୧୬ ମସିହା, ମଇ ୨୧ ତାରିଖ, ଶନିବାର, ବୈଶାଖ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ଚନ୍ଦନପୂର୍ଣ୍ଣିମା, ବୁଦ୍ଧ ଜୟନ୍ତୀ, ଚନ୍ଦ୍ରପୂଜା, ମହତୀ ବୈଶାଖ ସ୍ନାନ ଓ ବୈଶାଖ ବ୍ରତ ସମାପନ। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ଦିବା ଘ୧ା୩ ଗତେ ବିଛା, ମକର, କୁମ୍ଭ,ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୭ା୪୨ ଗତେ ୧ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୨.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ବୃଷ ଦି୯ନ, ଇଂରାଜୀ ୨୦୧୬ ମସିହା, ମଇ ୨୨ ତାରିଖ, ରବିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ପ୍ରତିପଦ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମେଷ ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୪ା୮ ଗତେ ୨ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।

Share :