ତିଥି ବାର ବେଳା- ମେ ୨-୮, ୨୦୧୬

ତିଥି ବାର ବେଳା- ମେ ୨-୮, ୨୦୧୬

Share :

୨.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୨୦ନ, ଇଂରାଜୀ ୨୦୧୬ ମସିହା, ମଇ ୨ ତାରିଖ, ସୋମବାର, ବୈଶାଖ କୃଷ୍ଣପକ୍ଷ, ଦଶମୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ତିଥ୍ୟମୃତ ଯୋଗ-ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ)। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ତୁଳା ରାଶିର ଘାତନକ୍ଷତ୍ର। ମିଥୁନ ଓ ଧନୁ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ।   ୩.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୨୧ନ, ଇଂରାଜୀ ୨୦୧୬ ମସିହା, ମଇ ୩ ତାରିଖ, ମଙ୍ଗଳବାର, ବୈଶାଖ କୃଷ୍ଣପକ୍ଷ, ଏକାଦଶୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଅଦ୍ୟ ବରୁଥିନୀ ଏକାଦଶୀ, ଦିବା ଘ୧୧ା୫୫ ମେଧ୍ୟ ଶରଣପଞ୍ଚକ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ମକର ରାଶିର ଘାତବାର, ମୀନ ଓ ମିଥୁନ ରାଶିର ଘାତଚନ୍ଦ୍ର। ଦିବା ଘ୧୧ା୫୫ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ୧ା୨୯ ଗତେ ୩ପାଦ ଓ ସଂଧ୍ୟା ୫ା୪୭ ଗତେ ୨ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୪.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୨୨ନ, ଇଂରାଜୀ ୨୦୧୬ ମସିହା, ମଇ ୪ ତାରିଖ, ବୁଧବାର, ବୈଶାଖ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ସିଦ୍ଧିଯୋଗ-ଗୃହାରମ୍ଭ, ଜଳାଶୟାରମ୍ଭ, ଦେବତାଗଠନ ଓ ଯାତ୍ରା। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। କର୍କଟ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି। ଧନୁ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୫.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୨୩ନ, ଇଂରାଜୀ ୨୦୧୬ ମସିହା, ମଇ ୫ ତାରିଖ, ଗୁରୁବାର, ବୈଶାଖ କୃଷ୍ଣପକ୍ଷ, ତ୍ରୟୋଦଶୀ (ଚତୁର୍ଦ୍ଦଶୀ କ୍ଷୟ) ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଅଦ୍ୟ ଶିବ ଚତୁର୍ଦ୍ଦଶୀ ବ୍ରତ ଓ ଉପବାସ। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର। ଧନୁ ରାଶିର ଘାତଚନ୍ଦ୍ର। ଦିବା ୧ା୩୫ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୬.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୨୪ନ, ଇଂରାଜୀ ୨୦୧୬ ମସିହା, ମଇ ୬ ତାରିଖ, ଶୁକ୍ରବାର, ବୈଶାଖ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ଅଦ୍ୟ ରୁକ୍ମିଣୀ ଅମାବାସ୍ୟା, ଚନ୍ଦ୍ରକ୍ଷୟ ଓ ହଳନିଷେଧ, ଉଜ୍ଜୟିନୀରେ ମହାକୁମ୍ଭ ସ୍ନାନଯୋଗ। ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ଓ ମୀନ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଅମାବସ୍ୟାାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୭.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୨୫ନ, ଇଂରାଜୀ ୨୦୧୬ ମସିହା, ମଇ ୭ ତାରିଖ, ଶନିବାର, ବୈଶାଖ ଶୁକ୍ଳପକ୍ଷ,ପ୍ରତିପଦ ତିଥି, ମେଷ ଚନ୍ଦ୍ର, ଦ୍ୱିଜା (କୃତ୍ତିକା କ୍ଷୟ) ନକ୍ଷତ୍ର। ତିଥ୍ୟମୃତ ଯୋଗ-ବାଣିଜ୍ୟ (ବିକ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି -ମେଷ, ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ବୃଷ, ସିଂହ, କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତନକ୍ଷତ୍ର। ମେଷ ରାଶିର ଘାତଚନ୍ଦ୍ର। ଦିବା ୧ା୦ ଗତେ ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ଦିବା ୭ା୪୫ ଗତେ ୨ପାଦ, ରାତ୍ରି ୮ା୫୭ ଗତେ ୩ପାଦ ଓ ରାତ୍ରି ୪ା୪୨ ଗତେ ୨ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୮.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୨୬ନ, ଇଂରାଜୀ ୨୦୧୬ ମସିହା, ମଇ ୮ ତାରିଖ, ରବିବାର, ବୈଶାଖ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ଗୃହାରମ୍ଭ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ, ଅନ୍ନପ୍ରାସନ ଓ ଯାତ୍ରା। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ମେଷ ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର। ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ସଂଧ୍ୟା ୬ା୪୩ ଗତେ ୧ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।

Share :