ତିଥି ବାର ବେଳା- ଏପ୍ରିଲ ୨୫-ମେ ୧, ୨୦୧୬

ତିଥି ବାର ବେଳା- ଏପ୍ରିଲ ୨୫-ମେ ୧, ୨୦୧୬

Share :

୨୫.୪.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ବାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧୩ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୨୫ ତାରିଖ, ସୋମବାର, ବୈଶାଖ କୃଷ୍ଣପକ୍ଷ, ତୃତୀୟା ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। କର୍କଟ ରାଶିର ଘାତନକ୍ଷତ୍ର। ମିଥୁନ ଓ ଧନୁ ରାଶିର ଘାତବାର। ସାମ୍ୱତ୍ସରିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ।   ୨୬.୪.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ବାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧୪ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୨୬ ତାରିଖ, ମଙ୍ଗଳବାର, ବୈଶାଖ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ଧନୁ ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ଅଦ୍ୟ ଶୁକ୍ର ପୂର୍ବାସ୍ତ। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ବୃଷ ଓ କୁମ୍ଭ ରାଶିର ଘାତତିଥି। ମକର ରାଶିର ଘାତବାର। ରାତ୍ରି ଘ୮/୫୫ ଗତେ ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୭.୪.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ବାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧୫ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୨୭ ତାରିଖ, ବୁଧବାର, ବୈଶାଖ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ସିଂହ ରାଶିର ଘାତନକ୍ଷତ୍ର। କର୍କଟ ରାଶିର ଘାତବାର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୮.୪.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ବାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧୬ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୨୮ ତାରିଖ, ଗୁରୁବାର, ବୈଶାଖ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଅଦ୍ୟ ମଧୁବାବୁ ଜୟନ୍ତୀ, ରାତ୍ରି ଘ୪ା୧୫ ଗତେ ଶରଣପଞ୍ଚକ। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ମେଷ ଓ କର୍କଟ ରାଶିର ଘାତତିଥି, ତୁଳା ଓ କୁମ୍ଭ ରାଶିର ଘାତବାର। ରାତ୍ରି ୪ା୧୫ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୯.୪.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ବାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧୭ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୨୯ ତାରିଖ, ଶୁକ୍ରବାର, ବୈଶାଖ କୃଷ୍ଣପକ୍ଷ, ସପ୍ତମୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ଅଦ୍ୟ ସୋନପୁର ମହାରାଜା ବୀରମିତ୍ର ସିଂହଦେଓଙ୍କ ଜୟନ୍ତୀ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବିଛା ଓ ମୀନ ରାଶିର ଘାତବାର। ଧନୁ ରାଶିର ଘାତତିଥି। ସିଂହ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୩୦.୪.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧୮ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୩୦ ତାରିଖ, ଶନିବାର, ବୈଶାଖ କୃଷ୍ଣପକ୍ଷ,ଅଷ୍ଟମୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର। କନ୍ୟା ଓ ମିଥୁନ ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧.୫.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ବାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧୯ନ, ଇଂରାଜୀ ୨୦୧୬ ମସିହା, ମଇ ୧ ତାରିଖ, ରବିବାର, ବୈଶାଖ କୃଷ୍ଣପକ୍ଷ, ନବମୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଶ୍ରମିକ ଦିବସ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବିଛା ଓ ସିଂହ ରାଶିର ଘାତତିଥି। ମେଷ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୧୦/୨୭ ଗତେ କୁମ୍ଭ, ମେଷ, ବୃଷ. ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୁଷ୍କର-ମୃତେ ପୁଷ୍କର ୧ ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।

Share :