ତିଥି ବାର ବେଳା- ଏପ୍ରିଲ ୧୮-୨୪, ୨୦୧୬

ତିଥି ବାର ବେଳା- ଏପ୍ରିଲ ୧୮-୨୪, ୨୦୧୬

Share :

୧୮.୪.୨୦୧୬ ଶ୍ରୀ ସମ୍ୱତ୍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୬ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୧୮ ତାରିଖ, ସୋମବାର, ଚୈତ୍ର ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମିଥୁନ ଓ ଧନୁ ରାଶିର ଘାତବାର। ମୀନ, ମକର ଓ ତୁଳା ରାଶିର ଘାତତିଥି। ମକର ଓ କର୍କଟ ରାଶିର ଘାତଚନ୍ଦ୍ର। ରାତ୍ରି ଘ୨ା୨୨ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ।   ୧୯.୪.୨୦୧୬ ଶ୍ରୀ ସମ୍ୱତ୍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୭ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ୍ ୧୯ ତାରିଖ, ମଙ୍ଗଳବାର, ଚୈତ୍ର ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ସିଂହ ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଅନଙ୍ଗ ତ୍ରୟୋଦଶୀ, ମହାବୀର ଜୟନ୍ତୀ, ତାରାତାରିଣୀ ଓ ମା’ ମଙ୍ଗଳାଙ୍କ ଶେଷପାଳି ଯାତ୍ରା। ସିଦ୍ଧିଯୋଗ-ଗୃହାରମ୍ଭ, ଜଳାଶୟାରମ୍ଭ, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମକର ରାଶିର ଘାତବାର ଓ ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ ପାଦ, ରାତ୍ରି ଘ୧୧ା୩୨ ଗତେ ୨ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୦.୪.୨୦୧୬ ଶ୍ରୀ ସମ୍ୱତ୍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୮ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ୍ ୨୦ ତାରିଖ, ବୁଧବାର, ଚୈତ୍ର ଶୁକ୍ଳପକ୍ଷ, ତ୍ରୟୋଦଶୀ (ମଳ) ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ଶିବଦମନକ ଚତୁର୍ଦ୍ଦଶୀ ଓ ସ୍ନୁହୀ ଚତୁର୍ଦ୍ଦଶୀ। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। କର୍କଟ ରାଶିର ଘାତବାର ଓ ବୃଷ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ମଳତିଥି ହେତୁ ପୂଜାପାର୍ବଣ ନାସ୍ତି।   ୨୧.୪.୨୦୧୬ ଶ୍ରୀ ସମ୍ୱତ୍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୯ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୨୧ ତାରିଖ, ଗୁରୁବାର, ଚୈତ୍ର ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରୋପବାସ। , ବିଷ୍ଣୁଦମନକ, ତାଳଚେର ହିଙ୍ଗୁଳା ଯାତ୍ରାରମ୍ଭ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ ମେଷ ଓ କର୍କଟ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷରାଶିର ଘାତଚନ୍ଦ୍ର ସଂଧ୍ୟା ଘ୬ା୧୭ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ସାମ୍ୱତ୍ସରିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୨.୪.୨୦୧୬ ଶ୍ରୀ ସମ୍ୱତ୍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧୦ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୨୨ ତାରିଖ, ଶୁକ୍ରବାର, ଚୈତ୍ର ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ଚୈତ୍ର ପୂର୍ଣ୍ଣିମା, ହିଙ୍ଗୁଳା ଯାତ୍ରା, ନାବପୂଜା, ସଂକଟତାରିଣୀ ବ୍ରତ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ବିଛା ଓ ମୀନ ରାଶିର ଘାତବାର। ସାମ୍ୱତ୍ସରିକ ଶ୍ରାଦ୍ଧ - ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୩.୪.୨୦୧୬ ଶ୍ରୀ ସମ୍ୱତ୍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧୧ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୨୩ ତାରିଖ, ଶନିବାର, ବୈଶାଖ କୃଷ୍ଣପକ୍ଷ,ପ୍ରତିପଦ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ବୈଶାଖ ବ୍ରତାରମ୍ଭ। ତିଥ୍ୟମୃତ ଯୋଗ-ଗୃହାରମ୍ଭ, ପଂୁସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ, ଅନ୍ନପ୍ରାସନ, ବାଣିଜ୍ୟ (କ୍ରୟ) ଶୁଭ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମିଥୁନ ରାଶିର ଘାତନକ୍ଷତ୍ର, ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ମୃତେ ପୁଷ୍କର ୧ ପାଦ, ଦିବା ଘ୧୦ା୫୦ ଗତେ ୨ପାଦ ଓ ଦିବା ଘ୧ା୧୨ ଗତେ ୩ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୨୪.୪.୨୦୧୬ ଶ୍ରୀ ସମ୍ୱତ୍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧୨ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୨୪ ତାରିଖ, ରବିବାର, ବୈଶାଖ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମେଷ ରାଶିର ଘାତବାର। ଦିବା ଘ୭ା୧୫ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ପୁଷ୍କର-ମୃତେ ୩ ପାଦ। ଦିବା ଘ୨/୩୪ ଗତେ ୨ ପାଦ ଓ ଦିବା ଘ୪/୩୯ ଗତେ ୧ ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।

Share :