ତିଥି ବାର ବେଳା- ଏପ୍ରିଲ ୧୧-୧୭, ୨୦୧୬

ତିଥି ବାର ବେଳା- ଏପ୍ରିଲ ୧୧-୧୭, ୨୦୧୬

Share :

୧୧.୪.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୭, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମୀନ ଦି୨୯ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୧୧ ତାରିଖ, ସୋମବାର, ଚୈତ୍ର ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ତିଥ୍ୟମୃତ ଯୋଗ-ଦେବତାଗଠନ, ନବାନ୍ନ, ବହିଃନିଷ୍କ୍ରମଣ, ନିଷେକ, ନବବସ୍ତ୍ର ପରିଧାନ, ଓ୍ଭାଷଧିକରଣ, ହଳପ୍ରବାହ। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ରାତ୍ରି ୪/୯ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ।   ୧୨.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୭, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମୀନ ଦି୩୦ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୧୨ ତାରିଖ, ମଙ୍ଗଳବାର, ଚୈତ୍ର ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଅଦ୍ୟ ବାସନ୍ତୀ ଦୁର୍ଗାଙ୍କ ବିଲ୍ୱାଧିବାସ, ଶ୍ରୀମନ୍ଦିରେ ଚୈତ୍ର ଗୁଣ୍ଡିଚା ଯାତ୍ରା, ମାସାନ୍ତ ଓ ବର୍ଷଶେଷ। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ମକର ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର। ପୁଷ୍କର-ମୃତେ ୧ ପାଦ, ରାତ୍ରି ୧୦/୫୮ ଗତେ ୨ ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୩.୪.୨୦୧୬ ଶ୍ରୀ ସମ୍ୱତ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୧ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୧୩ ତାରିଖ, ବୁଧବାର, ଚୈତ୍ର ଶୁକ୍ଳପକ୍ଷ, ସପ୍ତମୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ଅଦ୍ୟ ମହାବିଷୁବ (ପଣା) ସଂକ୍ରାନ୍ତି କୃତ୍ୟ। ରାତ୍ରି ଘ୩ା୫୦ ସମୟେ ରବି ମେଷକୁ ସଂକ୍ରମଣ ହେତୁ ପରଦିନ ପ୍ରାତରୁ ଦିନାର୍ଦ୍ଧ ମେଧ୍ୟ ପୁଣ୍ୟକାଳ। ପୁତ୍ରବାନ‌୍‍ ବ୍ୟକ୍ତି ସଂକ୍ରାନ୍ତିରେ ବ୍ରତଉପବାସ କରିବ ନାହିଁ। ସ୍ନାନଦାନ ହିଁ ମୁଖ୍ୟ। ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ବାସନ୍ତୀଦେବୀଙ୍କ ସପ୍ତମୀ ପୂଜା ବିହିତ। ମହାବିଷୁବ ମେଷ (ପଣା) ସଂକ୍ରାନ୍ତି, ହନୁମାନ ଓ ରାଧାରମଣ ଜୟନ୍ତୀ, ବାସନ୍ତିକ ସପ୍ତମୀ ପୂଜା, ଶ୍ରୀଶ୍ରୀ ଲିଙ୍ଗରାଜ ଦେବଙ୍କ ରଥଯାତ୍ରା ଆରମ୍ଭ। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ। କର୍କଟ ରାଶିର ଘାତବାର, ଧନୁ ରାଶିର ଘାତତିଥି ଓ କୁମ୍ଭ ରାଶିର ଘାତନକ୍ଷତ୍ର। କନ୍ୟା ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୪.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୨ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୧୪ ତାରିଖ, ଗୁରୁବାର, ଚୈତ୍ର ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ଅଶୋକାଷ୍ଟମୀ, ଶ୍ରୀଶ୍ରୀ ଲିଙ୍ଗରାଜ ଦେବଙ୍କ ରଥଯାତ୍ରା, ବାସନ୍ତିକ ଦୁର୍ଗାଦେବୀଙ୍କ ମହାଷ୍ଟମୀ, ଆମ୍ୱେଦକର ଜୟନ୍ତୀ। ପ୍ରାତଃ ସମୟରୁ ଦିନାର୍ଦ୍ଧ ମଧ୍ୟେ ପୂଣ୍ୟକାଳ। ଗ୍ରହଶାନ୍ତି, ହୋମ, ଦାନ, ସ୍ନାନାଦି କରଣୀୟ, ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଶ୍ରୀବାସନ୍ତୀଦେବୀଙ୍କ ଅଷ୍ଟମୀ ପୂଜା ବିହିତ। ମାଙ୍ଗଳିକ ଶୁଭକର୍ମ-ଦେବତା ଗଠନ, ଯାତ୍ରା, ନାମକରଣ, ବହିଃନିଷ୍କ୍ରମଣ, ପଂୁସବନ, ସୀମନ୍ତୋନୟନ, ଅନ୍ନପ୍ରାସନ। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ। ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି। ଦିବା ୯ା୧୮ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷରାଶିର ଚନ୍ଦ୍ରଶୁଦ୍ଧି। ସାମ୍ୱତ୍ସରିକ ଶ୍ରାଦ୍ଧ - ଅଷ୍ଟମୀୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୫.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୩ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ‌୍‍ ୧୫ ତାରିଖ, ଶୁକ୍ରବାର, ଚୈତ୍ର ଶୁକ୍ଳପକ୍ଷ, ନବମୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଶ୍ରୀରାମ ନବମୀ, ବାସନ୍ତୀ ଦୁର୍ଗାଙ୍କ ନବମୀ ପୂଜା, ଗୁରୁ ନାନକ ଜୟନ୍ତୀ । ତିଥ୍ୟମୃତ ଯୋଗ-ଗୃହାରମ୍ଭ, ଜଳାଶୟାରମ୍ଭ, ଦେବତାଗଠନ ଓ ଯାତ୍ରା। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷି। ବିଛା ଓ ମୀନ ରାଶିର ଘାତବାର। ସିଂହ ଓ ବିଛା ରାଶିର ଘାତତିଥି। ସାମ୍ୱତ୍ସରିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୬.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୪ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ ୧୬ ତାରିଖ, ଶନିବାର, ଚୈତ୍ର ଶୁକ୍ଳପକ୍ଷ, ଦଶମୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ ବାସନ୍ତିକ ଦଶହରା ପର୍ବ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ମୀନ ରାଶିର ଘାତନକ୍ଷତ୍ର। ସଂଧ୍ୟା ଘ୫ା୬ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ମକର ଓ କର୍କଟ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୭.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମେଷ ଦି୫ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ‌୍‍ ୧୭ ତାରିଖ, ରବିବାର, ଚୈତ୍ର ଶୁକ୍ଳପକ୍ଷ, ଏକାଦଶୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ସର୍ବସମ୍ମତ କାମଦା ଏକାଦଶୀ, ରବିନାରାୟଣ ବ୍ରତ। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମେଷ ରାଶିର ଘାତନକ୍ଷତ୍ର ଓ ଘାତବାର। ମକର ଓ କର୍କଟ ରାଶିର ଘାତଚନ୍ଦ୍ର। ପୁଷ୍କର-ମୃତେ ୧ ପାଦ, ରାତ୍ରି ଘ୧୦ା୫୧ ଗତେ ୨ ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।

Share :