ତିଥି ବାର ବେଳା- ଏପ୍ରିଲ ୪-୧୦, ୨୦୧୬

ତିଥି ବାର ବେଳା- ଏପ୍ରିଲ ୪-୧୦, ୨୦୧୬

Share :

 ୪.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୨, ଶକାବ୍ଦ ୧୯୩୭, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମୀନ ଦି୨୨ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ‌୍‍ ୪ ତାରିଖ, ସୋମବାର, ଚୈତ୍ର କୃଷ୍ଣପକ୍ଷ, ଏକାଦଶୀ (ଦ୍ୱାଦଶୀ କ୍ଷୟ) ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ପାପମୋଚନୀ ଏକାଦଶୀ, ଶରଣପଞ୍ଚକ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ।   ୫.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୨, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମୀନ ଦି୨୩ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ‌୍‍ ୫ ତାରିଖ, ମଙ୍ଗଳବାର, ଚୈତ୍ର କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ମହାବାରୁଣୀ ସ୍ନାନ, ରାତ୍ରି ଘ୩/୧୧ ମେଧ୍ୟ ଶରଣ ଶେଷ। ସିଦ୍ଧିଯୋଗ-ଚୁଡ଼ାକରଣ, ନାମକରଣ, ନୌକାଗଠନ, ଔଷଧିକରଣ, ଗୋକ୍ରୟ, ବାଣିଜ୍ୟକରଣ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ମକର ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ରାତ୍ରି ୩/୧୧ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ପୁଷ୍କର-ମୃତେ ୧ ପାଦ, ଦିବା ୯/୪୨ ଗତେ ୨ ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୬.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୨, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମୀନ ଦି୨୪ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ‌୍‍ ୬ ତାରିଖ, ବୁଧବାର, ଚୈତ୍ର କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମୀନ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଶିବଚତୁର୍ଦ୍ଦଶୀ ଉପବାସ ଓ ନଷ୍ଟଚନ୍ଦ୍ର ଉପବାସ, ସ୍ନୁହୀ ଚତୁର୍ଦ୍ଦଶୀ, ଚନ୍ଦ୍ରକ୍ଷୟ ଓ ନିଶିପାଳନ। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। କର୍କଟ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୭.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୨, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମୀନ ଦି୨୫ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ‌୍‍ ୭ ତାରିଖ, ଗୁରୁବାର, ଚୈତ୍ର କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର (ରେବତୀ କ୍ଷୟ) ନକ୍ଷତ୍ର। ମଧୁ ବା ଚୈତ୍ର ଅମାବାସ୍ୟା ଓ ନିତ୍ୟଶ୍ରାଦ୍ଧ, ବାସନ୍ତିକ ନବଦିନାତ୍ମକ ପୂଜାରମ୍ଭ। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର। ରାତ୍ରି ୨/୫୦ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ଅମାବାସ୍ୟାର ନିତ୍ୟଶ୍ରାଦ୍ଧ।   ୮.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସ୍ଭୋମ୍ୟ ସମ୍ୱତ୍ସର, ମୀନ ଦି୨୬ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ‌୍‍ ୮ ତାରିଖ, ଶୁକ୍ରବାର, ଚୈତ୍ର ଶୁକ୍ଳପକ୍ଷ, ପ୍ରତିପଦ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା, ତେଲୁଗୁ ନବବର୍ଷ, ସୃଷ୍ଟିର ଆରମ୍ଭ ଦିବସ, ବିକ୍ରମ ସମ୍ୱତ‌୍‍ ୨୦୭୩ ଆରମ୍ଭ, ହିନ୍ଦୁ ନବବର୍ଷ । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ବିଛା ଓ ମୀନ ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର। ସାମ୍ୱତ୍ସରିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୯.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମୀନ ଦି୨୭ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ‌୍‍ ୯ ତାରିଖ, ଶନିବାର, ଚୈତ୍ର ଶୁକ୍ଳପକ୍ଷ,ଦ୍ୱିତୀୟା ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ଅଦ୍ୟ ମତ୍ସ୍ୟାବତାର ଜୟନ୍ତୀ। ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତନକ୍ଷତ୍ର,  ମେଷ ରାଶିର ଘାତଚନ୍ଦ୍ର। ରାତ୍ରି ୪/୦ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ପୁଷ୍କର-ମୃତେ ୨ ପାଦ, ଦିବା ୯/୨୭ ଗତେ ୧ ପାଦ ଓ ରାତ୍ରି ୧୦/୧୩ ଗତେ ୨ ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।   ୧୦.୪.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୬, ସ୍ୱାଧୀନାବ୍ଦ ୬୯, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୭ଙ୍କ, ସନ୧୪୨୩ସାଲ, ସୌମ୍ୟ ସମ୍ୱତ୍ସର, ମୀନ ଦି୨୮ନ, ଇଂରାଜୀ ୨୦୧୬ ମସିହା, ଅପ୍ରେଲ‌୍‍ ୧୦ ତାରିଖ, ରବିବାର, ଚୈତ୍ର ଶୁକ୍ଳପକ୍ଷ, ତୃତୀୟା (ଚତୁର୍ଥୀ କ୍ଷୟ) ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ମଧୁଗଣେଶ ପୂଜା। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ମେଷ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, କନ୍ୟା ରାଶିର ଘାତଚନ୍ଦ୍ର। ପୁଷ୍କର-ମୃତେ ୨ ପାଦ, ରାତ୍ରି ୮/୩୨ ଗତେ ୧ ପାଦ। ସାମ୍ୱତ୍ସରିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।

Share :