ତିଥି ବାର ବେଳା- ମାର୍ଚ୍ଚ ୨୧-୨୭, ୨୦୧୬

ତିଥି ବାର ବେଳା- ମାର୍ଚ୍ଚ ୨୧-୨୭, ୨୦୧୬

Share :

୨୧.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି8ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 21 ତାରିଖ, ସୋମବାର, ଫାଲ୍ଗୁନ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର ା ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା ା ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି ା ମିଥୁନ ଓ ଧନୁ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର ା ସାମ୍ବତ୍ସରିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ସପ୍ତମୀର ପ୍ରାବଣ ଶ୍ରାଦ୍ଧ ା   ୨୨.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1938, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି9ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 22 ତାରିଖ, ମଙ୍ଗଳବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର ା ଅଦ୍ୟ ବରାହଦୋଳ, ରାଜାଗ୍ନି, ସମଦିବସ, ପୂର୍ଣ୍ଣିମାର ଚନ୍ଦ୍ରପୂଜା ଓ ଉପବାସ, ଓଳକଣା ମେଲଣ, ରାଷ୍ଟ୍ରୀୟ ଶକାବ୍ଦ 1938 ଆରମ୍ଭ ା ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି ା ମକର ରାଶିର ଘାତବାର ଓ ଘାତଚନ୍ଦ୍ର ା ରାତ୍ରି 11/36 ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି ା ମିଥୁନ ରାଶିର ଘାତଚନ୍ଦ୍ର ା ପୁଷ୍କର-ମୃତେ 1 ପାଦ, ଦିବା 4/45 ଗତେ 2 ପାଦ ା ସାମ୍ବତ୍ସରିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ା   ୨୩.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1938, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି10ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 23 ତାରିଖ, ବୁଧବାର, ଫାଲ୍ଗୁନ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ା ଅଦ୍ୟ ଦୋଳପୂର୍ଣ୍ଣିମା, ଶ୍ରୀଶ୍ରୀଜଗନ୍ନାଥଙ୍କ ରାଜବେଶ, ଶ୍ରୀଚୈତନ୍ୟଦେବଙ୍କ ଜନ୍ମ, ଶ୍ରୀମନ୍ଦିରରେ ନୂତନ ପଞ୍ଜିକା ପଠନ ା ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି ା କର୍କଟ ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର ା ସାମ୍ବତ୍ସରିକ ଶ୍ରାଦ୍ଧ - ପୂର୍ଣ୍ଣିମାର ନିତ୍ୟଶ୍ରାଦ୍ଧ ା   ୨୪.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1938, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି11ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 24 ତାରିଖ, ଗୁରୁବାର, ଚୈତ୍ର କୃଷ୍ଣପକ୍ଷ, ପ୍ରତିପଦ ତିଥି, କନ୍ଯା ଚନ୍ଦ୍ର, ହସ୍ତା ନକ୍ଷତ୍ର ା ଅଦ୍ୟ ହୋଲିପର୍ବ  ା ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି ା ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର ା ସାମ୍ବତ୍ସରିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ା   ୨୫.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1938, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି12ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 25 ତାରିଖ, ଶୁକ୍ରବାର, ଚୈତ୍ର କୃଷ୍ଣପକ୍ଷ, ଦ୍ବିତୀୟା ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର ା ଗୁଡଫ୍ରାଇଡେ ା ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି ା ବିଛା ଓ ମୀନ ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର ା ଦିବା 12/13 ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି ା ଧନୁ ରାଶିର ଘାତଚନ୍ଦ୍ର ା ସାମ୍ବତ୍ସରିକ ଶ୍ରାଦ୍ଧ - ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ା   ୨୬.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1938, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି13ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 26 ତାରିଖ, ଶନିବାର, ଚୈତ୍ର କୃଷ୍ଣପକ୍ଷ, ତୃତୀୟା ତିଥି, ତୁଳା ଚନ୍ଦ୍ର, ସ୍ବାତୀ ନକ୍ଷତ୍ର ା ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି ା ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର ା ପୁଷ୍କର-ମୃତେ 1 ପାଦ ା ସାମ୍ବତ୍ସରିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ା   ୨୭.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1938, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି14ନ, ଇଂରାଜୀ 2016 ମସିହା, ମାଚ୍ଚ 27 ତାରିଖ, ରବିବାର, ଚୈତ୍ର କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର ା ଅଦ୍ୟ ପଞ୍ଚୁଦୋଳ ା ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି ା ମେଷ ରାଶିର ଘାତବାର, ବୃଷ ଓ କୁମ୍ଭ  ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର ା ପୁଷ୍କର-ମୃତେ 1 ପାଦ, ପ୍ରାତଃ ଘ6/57 ଗତେ 2 ପାଦ ା ସାମ୍ବତ୍ସରିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ା

Share :