ତିଥି ବାର ବେଳା: ମାର୍ଚ୍ଚ ୧୪-୨୦ , ୨୦୧୬

ତିଥି ବାର ବେଳା: ମାର୍ଚ୍ଚ ୧୪-୨୦ , ୨୦୧୬

Share :

୧୪.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି1ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 14 ତାରିଖ, ସୋମବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର । ଅଦ୍ୟ ଷଡ଼ଶୀତି ମୀନ ସଂକ୍ରାନ୍ତି, ସଂକ୍ରାନ୍ତିର ନିତ୍ଯଶ୍ରାଦ୍ଧ, ହଳନିଷେଧ । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି,କନ୍ୟା ରାଶିର ଘାତଚନ୍ଦ୍ର । ସାମ୍ବତ୍ସରିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ସପ୍ତମୀର ପ୍ରାବଣ ଶ୍ରାଦ୍ଧ ।   ୧୫.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି2ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 15 ତାରିଖ, ମଙ୍ଗଳବାର, ଫାଲ୍ଗୁନ ଶୁକ୍ଳପକ୍ଷ, ସପ୍ତମୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର । ତିଥ୍ୟମୃତ ଯୋଗ-ଦେବତାଗଠନ, ନାମକରଣ, ବହିଃନିଷ୍କ୍ରମଣ, ନିଷେକ, ଓାଷଧିକରଣ । ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତତିଥି, ମକର ରାଶିର ଘାତବାର ଓ ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର । ଦିବା 2/56 ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ପୁଷ୍କର-ମୃତେ 2 ପାଦ, ଦିବା 11/1 ଗତେ 1 ପାଦ । ସାମ୍ବତ୍ସରିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।   ୧୬.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି3ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 16 ତାରିଖ, ବୁଧବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର । ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । କର୍କଟ ରାଶିର ଘାତବାର, ମିଥୁନ, କନ୍ୟା ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର । ସାମ୍ବତ୍ସରିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।   ୧୭.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି4ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 17 ତାରିଖ, ଗୁରୁବାର, ଫାଲ୍ଗୁନ ଶୁକ୍ଳପକ୍ଷ, ନବମୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର । ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, କୁମ୍ଭ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର । ରାତ୍ରି 2/10 ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ସାମ୍ବତ୍ସରିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।   ୧୮.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି5ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 18 ତାରିଖ, ଶୁକ୍ରବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଦଶମୀ ତିଥି, କର୍କଟ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର । ଅଦ୍ୟ ଫଗୁଦଶମୀ, ଦୋଳଯାତ୍ରା ଆରମ୍ଭ, ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଓ ଶ୍ରୀଜୀଉଙ୍କ ଚାଚେରୀ ବେଶ, ଦଣ୍ଡଭଙ୍ଗା ଯାତ୍ରା । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ବିଛା ଓ ମୀନ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ସାମ୍ବତ୍ସରିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।   ୧୯.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି6ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 19 ତାରିଖ, ଶନିବାର, ଫାଲ୍ଗୁନ ଶୁକ୍ଳପକ୍ଷ,ଏକାଦଶୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ଯା ନକ୍ଷତ୍ର । ତିଥ୍ୟମୃତ ଯୋଗ-ଦେବତାଗଠନ, ଚୁଡ଼ାକରଣ, ନବାନ୍ନ, ବହିଃନିଷ୍କ୍ରମଣ, ନୋକାଗଠନ, ଓାଷଧିକରଣ, କର୍ଣ୍ଣବେଧ । ଅଦ୍ୟ ପାପନାଶିନୀ ଏକାଦଶୀ, ବ୍ରତ, ଉପବାସ ଓ ହଳନିଷେଧ । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ପୁଷ୍କର-ମୃତେ 1 ପାଦ, ଦିବା 8/14 ଗତେ 2 ପାଦ । ସାମ୍ବତ୍ସରିକ ଶ୍ରାଦ୍ଧ - ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।   ୨୦.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, ମୀନ ଦି7ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 20 ତାରିଖ, ରବିବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଦ୍ବାଦଶୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର । ଅଦ୍ୟ ଗୋବିନ୍ଦ ଦ୍ବାଦଶୀ । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ମେଷ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର । ଦିବା 10/37 ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି । ମକର ରାଶିର ଘାତଚନ୍ଦ୍ର । ପୁଷ୍କର-ମୃତେ 2 ପାଦ, ଦିବା 9/43 ଗତେ 1 ପାଦ । ସାମ୍ବତ୍ସରିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।

Share :