ତିଥି ବାର ବେଳା: ମାର୍ଚ୍ଚ ୭-୧୩ , ୨୦୧୬

ତିଥି ବାର ବେଳା: ମାର୍ଚ୍ଚ ୭-୧୩ , ୨୦୧୬

Share :

୭.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, କୁମ୍ଭ ଦି24ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 7 ତାରିଖ, ସୋମବାର, ଫାଲ୍ଗୁନ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର । ଅଦ୍ୟ ବିବାହ ଶୁଭ । ଶିବଚତୁର୍ଦ୍ଦଶୀ ଉପବାସ, ମହାଶିବରାତ୍ରି ଓ ଜାଗର, ଶରଣପଞ୍ଚକ । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ଦିବା 3/38 ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ସାମ୍ବତ୍ସରିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।   ୮.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, କୁମ୍ଭ ଦି25ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 8 ତାରିଖ, ମଙ୍ଗଳବାର, ଫାଲ୍ଗୁନ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର । ଅଦ୍ୟ ନଷ୍ଟଚନ୍ଦ୍ର ଉପବାସ, ନିଶିପାଳନ, ଶରଣପଞ୍ଚକ । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ମକର ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ପୁଷ୍କର-ମୃତେ 1 ପାଦ, ରାତ୍ରି 12/11 ଗତେ 2 ପାଦ । ସାମ୍ବତ୍ସରିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।   ୯.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, କୁମ୍ଭ ଦି26ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 9 ତାରିଖ, ବୁଧବାର, ଫାଲ୍ଗୁନ କୃଷ୍ଣପକ୍ଷ, ଅମାବାସ୍ୟା (ପ୍ରତିପଦ କ୍ଷୟ.) ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର । ଅଦ୍ୟ ଅମାବାସ୍ୟା, ଗୋସହସ୍ରୀ ସ୍ନାନ ଓ ମନ୍ବାବ୍ଦ, ନିତ୍ୟଶ୍ରାଦ୍ଧ, (ସୂର୍ଯ୍ୟପରାଗ ଦୃଶ୍ୟ), ଦିବା 4/16 ମଧ୍ୟେ ଶରଣପଞ୍ଚକ ।  ପାକତ୍ୟାଗ-ପୂର୍ବଦିନ ସଂଧ୍ୟା ଘ5ଣ୍ଟା 59ମିନିଟ୍ । ପରାଗ ଆରମ୍ଭ-ଅଦ୍ୟ ପ୍ରାତଃ ଘ5ଣ୍ଟା 59ମିନିଟ୍ । ସର୍ବମୋକ୍ଷ-ପ୍ରାତଃ ଘ6ଣ୍ଟା 49ମିନିଟ୍ । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । କର୍କଟ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର । ଦିବା 4/16 ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ସାମ୍ବତ୍ସରିକ ଶ୍ରାଦ୍ଧ - ଅମାବାସ୍ୟାର ନିତ୍ୟଶ୍ରାଦ୍ଧ ଓ ପ୍ରତିପଦର ପ୍ରାବଣ ଶ୍ରାଦ୍ଧ ।   ୧୦.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, କୁମ୍ଭ ଦି27ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 10 ତାରିଖ, ଗୁରୁବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଦ୍ବିତୀୟା ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର । ଅଦ୍ୟ ବିବାହ ଶୁଭ । ଦ୍ବିତୀୟା ଚନ୍ଦ୍ରଦର୍ଶନ ଓ ପୂଜା, ରାମକୃଷ୍ଣ ପରମହଂସ ଜୟନ୍ତୀ । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକରା ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ସାମ୍ବତ୍ସରିକ ଶ୍ରାଦ୍ଧ - ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।   ୧୧.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, କୁମ୍ଭ ଦି28ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 11 ତାରିଖ, ଶୁକ୍ରବାର, ଫାଲ୍ଗୁନ ଶୁକ୍ଳପକ୍ଷ, ତୃତୀୟା ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର । ଅଦ୍ୟ ଶୁଭକର୍ମ ଯୋଗ-ବିବାହ, ଗୃହାରମ୍ଭ, ଦେବତାଗଠନ, ଚୁଡ଼ାକରଣ, ନବାନ୍ନ, ନାମକରଣ, ବହିଃନିଷ୍କ୍ରମଣ, ନିଷେକ, ନବବସ୍ତ୍ର ପରିଧାନ, ଓାଷଧିକରଣ, ଗୋକ୍ରୟ, ହଳପ୍ରବାହ, ବାଣିଜ୍ୟକରଣ, କର୍ଣ୍ଣବେଧ । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ବିଛା ଓ ମୀନ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର । ସଂଧ୍ୟା 5/1 ଗତେ ମିଥୁନ, କର୍କଟ, ତୁଳା , ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ସାମ୍ବତ୍ସରିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।   ୧୨.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, କୁମ୍ଭ ଦି29ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 12 ତାରିଖ, ଶନିବାର, ଫାଲ୍ଗୁନ ଶୁକ୍ଳପକ୍ଷ,ଚତୁର୍ଥୀ ତିଥି, ମେଷ ଚନ୍ଦ୍ର, ଅଶ୍ବିନୀ ନକ୍ଷତ୍ର । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ମେଷ ରାଶିର ଘାତଚନ୍ଦ୍ର । ସାମ୍ବତ୍ସରିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।   ୧୩.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, କୁମ୍ଭ ଦି30ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 13 ତାରିଖ, ରବିବାର, ଫାଲ୍ଗୁନ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ମେଷ ଚନ୍ଦ୍ର, ଦ୍ବିଜା ନକ୍ଷତ୍ର । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା , ବିଛା ଓ କୁମ୍ଭ ରାଶି । ମେଷ ରାଶିର ଘାତବାର ଓ ଘାତଚନ୍ଦ୍ର, ଧନୁ ରାଶିର ଘାତନକ୍ଷତ୍ର । ସଂଧ୍ୟା 6/23 ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ପୁଷ୍କର-ମୃତେ 1 ପାଦ, ଦିବା 12/56 ଗତେ 2 ପାଦ । ସାମ୍ବତ୍ସରିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।

Share :