ତିଥି ବାର ବେଳା: ଫେବୃଆରୀ ୨୯-ମାର୍ଚ୍ଚ ୬, ୨୦୧୬

ତିଥି ବାର ବେଳା: ଫେବୃଆରୀ ୨୯-ମାର୍ଚ୍ଚ ୬, ୨୦୧୬

Share :

୨୯.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି17ନ, ଇଂରାଜୀ 2016 ମସିହା, ଫେବୃଆରୀ 29 ତାରିଖ, ସୋମବାର, ଫାଲ୍ଗୁନ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର | ଅଦ୍ୟ ବିବାହ, ହଳପ୍ରବାହ ଓ ବୀଜବପନ ଶୁଭ | ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି | ମିଥୁନ ଓ ଧନୁ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର | ସଂଧ୍ୟା 6/25 ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ଯା ରାଶିର ଚନ୍ଦ୍ରଶୁଦ୍ଧି | ବୃଷ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୧.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି18ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 1 ତାରିଖ, ମଙ୍ଗଳବାର, ଫାଲ୍ଗୁନ କୃଷ୍ଣପକ୍ଷ, ସପ୍ତମୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର | ତିଥ୍ୟମୃତ ଯୋଗ-ବିବାହ, ଗୃହାରମ୍ଭ, ଦେବତାଗଠନ, ନାମକରଣ, ବହିଃନିଷ୍କ୍ରମଣ, ନୌକାଗଠନ, ଓାଷଧିକରଣ, କର୍ଣ୍ଣବେଧ, ଗୋକ୍ରୟ ଶୁଭ | ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି | ମକର ରାଶିର ଘାତବାର, ଧନୁ ରାଶିର ଘାତତିଥି, କର୍କଟ ରାଶିର ଘାତନକ୍ଷତ୍ର ଓ ବୃଷ ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 2 ପାଦ, ଦିବା 4/7 ଗତେ 1 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୨.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ଯ ସମ୍ବତ୍ସର, କୁମ୍ଭ ଦି19ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 2 ତାରିଖ, ବୁଧବାର, ଫାଲ୍ଗୁନ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ବିଛା ଚନ୍ଦ୍ର, ଜ୍ଯେଷ୍ଠା ନକ୍ଷତ୍ର | ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି | କର୍କଟ ରାଶିର ଘାତବାର, ମିଥୁନ ଓ କନ୍ଯା ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର | ନିଶାନ୍ତ 5/40 ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି | ମୀନ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୩.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ଯ ସମ୍ବତ୍ସର, କୁମ୍ଭ ଦି20ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 3 ତାରିଖ, ଗୁରୁବାର, ଫାଲ୍ଗୁନ କୃଷ୍ଣପକ୍ଷ, ନବମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର | ଅଦ୍ୟ ବିବାହ ଶୁଭ | ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି | ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ସିଂହ ରାଶିର ଘାତନକ୍ଷତ୍ର, ମୀନ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୪.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, କୁମ୍ଭ ଦି21ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 4 ତାରିଖ, ଶୁକ୍ରବାର, ଫାଲ୍ଗୁନ କୃଷ୍ଣପକ୍ଷ, ଦଶମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର | ଅଦ୍ୟ ବିବାହ ଶୁଭ | ସ୍ବାମୀ ଦୟାନନ୍ଦ ସରସ୍ବତୀ ଜୟନ୍ତୀ | ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି | ବିଛା ଓ ମୀନ ରାଶିର ଘାତବାର ଓ ମୀନ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୫.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ୟ ସମ୍ବତ୍ସର, କୁମ୍ଭ ଦି22ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 5 ତାରିଖ, ଶନିବାର, ଫାଲ୍ଗୁନ କୃଷ୍ଣପକ୍ଷ, ଏକାଦଶୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା (ଉତ୍ତରାଷାଢା କ୍ଷୟ) ନକ୍ଷତ୍ର | ତିଥ୍ଯମୃତ ଯୋଗ-ବିବାହ, ଗୃହାରମ୍ଭ, ଦେବତା ଗଠନ, ନାମକରଣ, କର୍ଣ୍ଣବେଧ ଶୁଭ | ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି | ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର | ଦିବା 10/36 ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି | ସିଂହ ରାଶିର ଘାତଚନ୍ଦ୍ର | ଅଦ୍ୟ ପଙ୍କୋଦ୍ଧାର ଏକାଦଶୀ, ଉପବାସ, ବ୍ରତ, ଶରଣ ଆରମ୍ଭ ଓ ହଳନିଷେଧ, ବିଜୁ ପଟ୍ଟନାୟକ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ | ପୁଷ୍କର-ମୃତେ 2 ପାଦ, ଦିବା 3/35 ଗତେ 3 ପାଦ ଓ ରାତ୍ରି 4/4 ଗତେ 2 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୬.୩.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି23ନ, ଇଂରାଜୀ 2016 ମସିହା, ମାର୍ଚ୍ଚ 6 ତାରିଖ, ରବିବାର, ଫାଲ୍ଗୁନ କୃଷ୍ଣପକ୍ଷ, ଦ୍ବାଦଶୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର | ଅଦ୍ୟ ବିବାହ ଶୁଭ | ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି | ମେଷ ରାଶିର ଘାତବାର, ତୁଳା, ମକର, ମୀନ ରାଶିର ଘାତତିଥି, କନ୍ଯା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 2 ପାଦ, ଦିବା 2/40 ଗତେ 1 ପାଦ ା ସାମ୍ବତ୍ସରିକ ଶ୍ରାଦ୍ଧ - ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |

Share :