ତିଥି ବାର ବେଳା: ଫେବୃଆରୀ ୨୨-୨୮, ୨୦୧୬

ତିଥି ବାର ବେଳା: ଫେବୃଆରୀ ୨୨-୨୮, ୨୦୧୬

Share :

୨୨.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି10ନ, ଇଂରାଜୀ 2016 ମସିହା, ଫେବୃଆରୀ 22 ତାରିଖ, ସୋମବାର, ମାଘ ଶୁକ୍ଳପକ୍ଷ, ପୂଣ୍ଣିର୍ମା ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର | ଅଦ୍ୟ ଅଗ୍ନି ଉତ୍ସବ ପୂଣ୍ଣିର୍ମା, ଚନ୍ଦ୍ରପୂଜା, ମାଘବ୍ରତ ସମାପନ, ଶ୍ରୀଜୀଉଙ୍କର ଗଜୋଦ୍ଧାରଣ ବେଶ, ଯୋରନ୍ଦା ମେଳା | ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି | ମିଥୁନ ଓ ଧନୁ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ପୂଣ୍ଣିର୍ମାର ନିତ୍ୟଶ୍ରାଦ୍ଧ |   ୨୩.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ୍ଯ ସମ୍ବତ୍ସର, କୁମ୍ଭ ଦି11ନ, ଇଂରାଜୀ 2016 ମସିହା, ଫେବୃଆରୀ 23 ତାରିଖ, ମଙ୍ଗଳବାର, ଫାଲ୍ଗୁନ କୃଷ୍ଣପକ୍ଷ, ପ୍ରତିପଦ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର | ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି | ମକର ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 1 ପାଦ, ରାତ୍ରି 1/37 ଗତେ 2 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୨୪.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି12ନ, ଇଂରାଜୀ 2016 ମସିହା, ଫେବୃଆରୀ 24 ତାରିଖ, ବୁଧବାର, ଫାଲ୍ଗୁନ କୃଷ୍ଣପକ୍ଷ, ଦ୍ବିତୀୟା ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର | ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି | କର୍କଟ ରାଶିର ଘାତବାର, ମକର ରାଶିର ଘାତଚନ୍ଦ୍ର | ସଂଧ୍ୟା 5/4 ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି | ମିଥୁନ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୨୫.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି13ନ, ଇଂରାଜୀ 2016 ମସିହା, ଫେବୃଆରୀ 25 ତାରିଖ, ଗୁରୁବାର, ଫାଲ୍ଗୁନ କୃଷ୍ଣପକ୍ଷ, ତୃତୀୟା ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର | ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି | ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୨୬.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି14ନ, ଇଂରାଜୀ 2016 ମସିହା, ଫେବୃଆରୀ 26 ତାରିଖ, ଶୁକ୍ରବାର, ଫାଲ୍ଗୁନ କୃଷ୍ଣପକ୍ଷ, ଚତୁର୍ଥୀ (ଅହୋରାତ୍ର) ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର | ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି | ବିଛା ଓ ମୀନ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୨୭.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି15ନ, ଇଂରାଜୀ 2016 ମସିହା, ଫେବୃଆରୀ 27 ତାରିଖ, ଶନିବାର, ଫାଲ୍ଗୁନ କୃଷ୍ଣପକ୍ଷ, ଚତୁର୍ଥୀ (ମଳ) ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର | ସିଦ୍ଧିଯୋଗ-ଦେବତା ଗଠନ, ଚୁଡ଼ାକରଣ, ନାମକରଣ,  ନିଷେକ, ନୋକାଗଠନ, ହଳପ୍ରବାହ, ବାଣିଜ୍ୟକରଣ, କର୍ଣ୍ଣବେଧ | ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି | ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ମିଥୁନ ରାଶିର ଘାତଚନ୍ଦ୍ର | ଦିବା 7/51 ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି | ଧନୁ ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 1 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ଚତୁର୍ଥୀ(ମଳ) |   ୨୮.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି28ନ, ଇଂରାଜୀ 2016 ମସିହା, ଫେବୃଆରୀ 28 ତାରିଖ, ରବିବାର, ଫାଲ୍ଗୁନ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ତୁଳା ଚନ୍ଦ୍ର, ସ୍ବାତୀ ନକ୍ଷତ୍ର | ତିଥ୍ୟମୃତ ଯୋଗ-ଗୃହାରମ୍ଭ, ଦେବତାଗଠନ, ନାମକରଣ, ବହିଃନିଷ୍କ୍ରମଣ, ଓାଷଧିକରଣ, ନୋକାଗଠନ, ଗୋକ୍ରୟ, ବାଣିଜ୍ୟକରଣ, କର୍ଣ୍ଣବେଧ | ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି | ମେଷ ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 1 ପାଦ, ରାତ୍ରି 12/52 ଗତେ 2 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |

Share :