ତିଥି ବାର ବେଳା: ଫେବୃଆରୀ ୧୫-୨୧, ୨୦୧୬

ତିଥି ବାର ବେଳା: ଫେବୃଆରୀ ୧୫-୨୧, ୨୦୧୬

Share :

    ୧୫.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି3ନ, ଇଂରାଜୀ 2016 ମସିହା, ଫେବୃଆରୀ 15 ତାରିଖ, ସୋମବାର, ମାଘ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର | ଅଦ୍ୟ ଭୀଷ୍ମାଷ୍ଟମୀ | ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି | ମିଥୁନ ଓ ଧନୁ ରାଶିର ଘାତବାର, ମିଥୁନ, କନ୍ୟା ରାଶିର ଘାତତିଥି, ମେଷ ରାଶିର ଘାତଚନ୍ଦ୍ର ା ଦିବା 10/29 ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | କନ୍ୟା ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୧୬.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି4ନ, ଇଂରାଜୀ 2016 ମସିହା, ଫେବୃଆରୀ 16 ତାରିଖ, ମଙ୍ଗଳବାର, ମାଘ ଶୁକ୍ଳପକ୍ଷ, ନବମୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର | ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା ଓ ଧନୁ ରାଶିର | ମକର ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ମକର ରାଶିର ଘାତନକ୍ଷତ୍ର, କନ୍ଯା ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 1 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୧୭.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି5ନ, ଇଂରାଜୀ 2016 ମସିହା, ଫେବୃଆରୀ 17 ତାରିଖ, ବୁଧବାର, ମାଘ ଶୁକ୍ଳପକ୍ଷ, ଦଶମୀ ତିଥି, ବୃଷ ଚନ୍ଦ୍ର, ମୃଗଶିରା ନକ୍ଷତ୍ର | ଶୁଭକର୍ମ ଯୋଗ-ଗୃହାରମ୍ଭ, ଦେବତାଗଠନ, ଚୁଡ଼ାକରଣ, ନବାନ୍ନ ଫଳଭକ୍ଷଣ, ନାମକରଣ, ବହିଃନିଷ୍କ୍ରମଣ, ନୋକାଗଠନ, ଓାଷଧିକରଣ, ଗୋକ୍ରୟ, ହଳପ୍ରବାହ, କର୍ଣ୍ଣବେଧ | ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି | କର୍କଟ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର | ଦିବା 2/9 ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି | କୁମ୍ଭ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୧୮.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି6ନ, ଇଂରାଜୀ 2016 ମସିହା, ଫେବୃଆରୀ 18 ତାରିଖ, ଗୁରୁବାର, ମାଘ ଶୁକ୍ଳପକ୍ଷ, ଏକାଦଶୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର | ଅଦ୍ୟ ଭୈମୀ ବଡ଼ ଏକାଦଶୀ, ଲକ୍ଷ୍ମୀନାରାୟଣ ବ୍ରତ, ଉପବାସ ଓ ହଳନିଷେଧ, ବ୍ୟାସ ସରୋବର ମେଳା, ମହାପୁରୁଷ ଅଚ୍ୟୁତାନନ୍ଦ ଜୟନ୍ତୀ | ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି | ତୁଳା ଓ କୁମ୍ଭ ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୧୯.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି7ନ, ଇଂରାଜୀ 2016 ମସିହା, ଫେବୃଆରୀ 19 ତାରିଖ, ଶୁକ୍ରବାର, ମାଘ ଶୁକ୍ଳପକ୍ଷ, ଦ୍ବାଦଶୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର | ଅଦ୍ୟ ବରାହ ଦ୍ବାଦଶୀ | ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି | ବିଛା ଓ ମୀନ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର | ରାତ୍ରି 7/37 ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି | ସିଂହ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୨୦.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି8ନ, ଇଂରାଜୀ 2016 ମସିହା, ଫେବୃଆରୀ 20 ତାରିଖ, ଶନିବାର, ମାଘ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ଯା ନକ୍ଷତ୍ର | ଅଦ୍ୟ ନିତ୍ୟାନନ୍ଦ ଗୋସ୍ବାମୀଙ୍କ ଜନ୍ମୋତ୍ସବ | ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି | ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 1 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୨୧.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି9ନ, ଇଂରାଜୀ 2016 ମସିହା, ଫେବୃଆରୀ 21 ତାରିଖ, ରବିବାର, ମାଘ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର | ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା, ଶ୍ରୀମା’ଙ୍କ ଜୟନ୍ତୀ, ମହମ୍ମଦ ଜୟନ୍ତୀ, ଖଲିଆପାଲିସ୍ଥ ସନ୍ଥ ଭୀମଭୋଇ ଆଶ୍ରମରେ ମାଘମେଳା | ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି | ମେଷ ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର | ନିଶାନ୍ତ 5/37 ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି | ମକର ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 1 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |

Share :