ତିଥି ବାର ବେଳା: ଫେବୃଆରୀ ୮-୧୪

ତିଥି ବାର ବେଳା: ଫେବୃଆରୀ ୮-୧୪

Share :

 ୮.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି25ନ, ଇଂରାଜୀ 2016 ମସିହା, ଫେବୃଆରୀ 8 ତାରିଖ, ସୋମବାର, ମାଘ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର | ଅଦ୍ୟ ତ୍ରିବେଣୀ ଅମାବାସ୍ୟା, ଅର୍ଦ୍ଧୋଦୟ ଓ ବ୍ୟତିପାତ ସ୍ନାନ, ମା’ ବିରଜାଦେବୀଙ୍କ ଜନ୍ମ, ଚନ୍ଦ୍ରକ୍ଷୟ, ନିଶିପାଳନ ଓ ହଳନିଷେଧ, ଅଭିରାମ ପରମହଂସ ଜୟନ୍ତୀ, ଶରଣପଞ୍ଚକ | ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି | ମିଥୁନ ଓ ଧନୁ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର | ନିଶାନ୍ତ 5/7 ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି | ଧନୁ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ -ଅମାବାସ୍ୟାର ନିତ୍ୟଶ୍ରାଦ୍ଧ |   ୯.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି26ନ, ଇଂରାଜୀ 2016 ମସିହା, ଫେବୃଆରୀ 9 ତାରିଖ, ମଙ୍ଗଳବାର, ମାଘ ଶୁକ୍ଳପକ୍ଷ, ପ୍ରତିପଦ ତିଥି, କୁମ୍ଭଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର | ଅଦ୍ୟ ପାତାଳୀ ମହୋତ୍ସବ ଆରମ୍ଭ, ଦ୍ବିତୀୟା ଚନ୍ଦ୍ରଦର୍ଶନ ଓ ପୂଜା | ଚନ୍ଦ୍ରଶୁଦ୍ଧି-କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି | ମକର ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 1 ପାଦ, ସଂଧ୍ୟା 5/57 ଗତେ 2 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପ୍ରାବଣ  ଶ୍ରାଦ୍ଧ |   ୧୦.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି27ନ, ଇଂରାଜୀ 2016 ମସିହା, ଫେବୃଆରୀ 10 ତାରିଖ, ବୁଧବାର, ମାଘ ଶୁକ୍ଳପକ୍ଷ, ଦ୍ବିତୀୟା ତିଥି, କୁମ୍ଭଚନ୍ଦ୍ର, ଶତଭିଷା ନକ୍ଷତ୍ର | ଅଦ୍ୟ ଶ୍ରୀଜଗନ୍ନାଥଙ୍କ ପଦ୍ମମୁଖ ବେଶ, ଶରଣ ଶେଷ | ସିଦ୍ଧିଯୋଗ-ଜଳାଶୟାରମ୍ଭ, ନବାନ୍ନ, ନାମକରଣ, ନିଷେକ, ନୋକାଗଠନ, ଔଷଧିକରଣ, ଗୋକ୍ରୟ, ହଳପ୍ରବାହ, ବାଣିଜ୍ୟକରଣ, ନବାନ୍ନ ଫଳଭକ୍ଷଣ ଶୁଭ | ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି | କର୍କଟ ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୧୧.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି28ନ, ଇଂରାଜୀ 2016 ମସିହା, ଫେବୃଆରୀ 11 ତାରିଖ, ଗୁରୁବାର, ମାଘ ଶୁକ୍ଳପକ୍ଷ, ତୃତୀୟା ତିଥି, ମୀନଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର | ଅଦ୍ୟ ବରଦା ଚତୁର୍ଥୀ ଓ ଗଣେଶ ପୂଜା | ତିଥ୍ୟମୃତ ଯୋଗ-ଜଳାଶୟ ପ୍ରତିଷ୍ଠା, ସୀମନ୍ତୋନୟନ, ବାଣିଜ୍ୟକରଣ | ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି | ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର | ଦିବା 8/4 ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | କୁମ୍ଭ ରାଶିର ଘାତଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ଚତୁର୍ଥୀର ପ୍ରାବଣ ଶ୍ରାଦ୍ଧ |   ୧୨.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି29ନ, ଇଂରାଜୀ 2016 ମସିହା, ଫେବୃଆରୀ 12 ତାରିଖ, ଶୁକ୍ରବାର, ମାଘ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ମୀନଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର | ଅଦ୍ୟ ଶ୍ରୀପଞ୍ଚମୀ ଓ ସରସ୍ବତୀ ପୂଜା, ଭାରତୀ କୃଷ୍ଣତୀର୍ଥଙ୍କ ତିରୋଧାନ | ତିଥ୍ୟମୃତ ଯୋଗ-ଦେବତାଗଠନ, ନାମକରଣ, ବହିଃନିଷ୍କ୍ରମଣ, ନିଷେକ, ନବବସ୍ତ୍ର ପରିଧାନ, ଅଳଂକାର ଧାରଣ, କର୍ଣ୍ଣବେଧ, ଓାଷଧିକରଣ, ହଳପ୍ରବାହ, ନବାନ୍ନ ଫଳଭକ୍ଷଣ ଶୁଭ | ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ଯା, ତୁଳା ଓ ମକର ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୧୩.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି1ନ, ଇଂରାଜୀ 2016 ମସିହା, ଫେବୃଆରୀ 13 ତାରିଖ, ଶନିବାର, ମାଘ ଶୁକ୍ଳପକ୍ଷ, ପଞ୍ଚମୀ(ଷଷ୍ଠୀ କ୍ଷୟ) ତିଥି, ମୀନଚନ୍ଦ୍ର, ରେବତୀ(ଅଶ୍ବିନୀ କ୍ଷୟ) ନକ୍ଷତ୍ର | ଅଦ୍ୟ କୁମ୍ଭ ସଂକ୍ରାନ୍ତି, ଶ୍ରୀମନ୍ଦିରେ ବସନ୍ତୋତ୍ସବ, ଭଞ୍ଜଜୟନ୍ତୀ | ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର | ବୃଷ, ସିଂହ ସ କନ୍ଯା ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର | ଦିବା 9/15 ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ମେଷ ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 1 ପାଦ, ରାତ୍ରି 4/27 ଗତେ 2 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |   ୧୪.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, କୁମ୍ଭ ଦି2ନ, ଇଂରାଜୀ 2016 ମସିହା, ଫେବୃଆରୀ 14 ତାରିଖ, ରବିବାର, ମାଘ ଶୁକ୍ଳପକ୍ଷ, ସପ୍ତମୀ ତିଥି, ମେଷଚନ୍ଦ୍ର, ଦ୍ବିଜା ନକ୍ଷତ୍ର | ଅଦ୍ୟ ମାଘସପ୍ତମୀ, ପବିତ୍ର ଚନ୍ଦ୍ରଭାଗା ସ୍ନାନ, ଅଦ୍ବୈତ ମହାପ୍ରଭୁଙ୍କ ଜନ୍ମୋତ୍ସବ, ଆଦିକବି ଶାରଳାଦାସଙ୍କ ତିରୋଧାନ, ଦଶାଶ୍ବମେଧ ଘାଟରେ ଗୀତାଯଜ୍ଞ | ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର | ମେଷ ରାଶିର ଘାତବାର ଓ ଘାତଚନ୍ଦ୍ର, ଧନୁ ରାଶିର ଘାତତିଥି ଓ ଘାତନକ୍ଷତ୍ର | ପୁଷ୍କର-ମୃତେ 2 ପାଦ, ରାତ୍ରି 1/12 ଗତେ 1 ପାଦ ଓ ରାତ୍ରି 3/44 ଗତେ 2 ପାଦ | ସାମ୍ବତ୍ସରିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ |

Share :