ଭୁବନେଶ୍ୱରରେ ଗ୍ଲିନେଗ୍ଲିସ୍ ଗ୍ଲୋବାଲ୍ ହସ୍ପିଟାଲ୍

ଭୁବନେଶ୍ୱରରେ ଗ୍ଲିନେଗ୍ଲିସ୍ ଗ୍ଲୋବାଲ୍ ହସ୍ପିଟାଲ୍

Share :

ଭୁବନେଶ୍ୱର ୟୁନିଟ୍ -୬ ସ୍ଥିତ ଗ୍ଲୋବାଲ୍ ହସ୍ପିଟାଲ୍ ଇନ୍ଫରମେସନ୍ ସେଣ୍ଟର ଠାରେ ହାଇଦ୍ରାବାଦ ଗ୍ଲିନେଗ୍ଲିସ୍ ଗ୍ଲୋବାଲ୍ ହସ୍ପିଟାଲ୍ର ପାର୍କୱେ ପାଣ୍ଟାଇ ଏଣ୍ଟରପ୍ରାଇଜେସ୍ ୟୁନିଟ୍ ରୋଗୀଙ୍କ ନିମନ୍ତେ ଏହାର ପିଡିଆଟ୍ରିିକ୍ ଗ୍ୟାସ୍ଟ୍ରୋ, ଲିଭର ରୋଗ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟେ୍ସନ୍୍ ସମ୍ୱନ୍ଧୀୟ କ୍ଲିନିକ୍ ଆରମ୍ଭ କରିଛି। ପିଡିଆଟ୍ରିିକ୍ ଲିଭର ରୋଗ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟେ୍ସନ୍୍ କ୍ଷେତ୍ରର ଅଗ୍ରଣୀ ଚିକିସିକ ଡ଼. ପ୍ରଶାନ୍ତ ବାଚିନା ଏବଂ ପିଡିଆଟ୍ରିିକ୍ ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜିଷ୍ଟ୍, ହରପେଟୋଲୋଜିଷ୍ଟ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟେ୍ସନ୍୍ ବିଭାଗର ଚିକିତ୍ସକ ତଥା ବରିଷ୍ଠ ପରାମର୍ଶଦାତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପିଡିଆଟ୍ରିିକ୍ ଲିଭର ଚିକିତ୍ସା ପଦ୍ଧତିରେ ସାଧାରଣ ଲିଭର ରୋଗର ଉପାୟ ବିଷୟରେ ସୂଚନା ଦେଇଥିଲେ। ଭୁବନେଶ୍ୱର ସ୍ଥିତ ଗ୍ଲୋବାଲ୍ ହସ୍ପିଟାଲ୍ ଇନ୍ଫରମେସନ୍ ସେଣ୍ଟର ଠାରେ ପ୍ରତିମାସ ଓ.ପି.ଡି ପରାମର୍ଶ ପାଇଁ ଡ଼. ପ୍ରଶାନ୍ତ ବାଚିନା ଉପଲବ୍ଧ ହେବେ। ଭୁବନେଶ୍ୱର ଏବଂ ସମଗ୍ର ଓଡିଶାର ରୋଗୀମାନେ ଏହି ସୁବିଧାର ସୁଯୋଗ ପାଇପାରିବେ ତଥା ବରିଷ୍ଠ ପିଡିଆଟ୍ରିିକ୍ ପରାମର୍ଶଦାତା ଏବଂ ଗ୍ୟାସ୍‌ଟ୍ରୋଏଣ୍ଟେରୋଲୋଜିଷ୍ଟ୍, ହରପେଟୋଲୋଜିଷ୍ଟ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟେ୍ସନ୍୍ ବିଭାଗର ଚିକିସିକଙ୍କ ଦ୍ୱାରା ଚିକିସିିତ ହୋଇପାରିବେ। ଗ୍ଲିନେଗ୍ଲିସ୍ ଗ୍ଲୋବାଲ୍ ହସ୍ୱିଟାଲ୍ ବହୁ ସୁପର ସ୍ପେସାଲିଟି ହସ୍ପିଟାଲ୍ରେ କାର୍ଯ୍ୟକାରୀ ଯାହା ଟର୍‌ସିଆରୀ ଏବଂ କ୍ୱାଟରନାରୀ ସ୍ୱାସ୍ଥ୍ୟ ସେବା ସହ ୨୦୦୦ ଶଯ୍ୟା ପ୍ରଦାନ କରିଥାଏ । ଏହା ସର୍ବୋତ୍କୃଷ୍ଟ(ଷ୍ଟେଟ୍-ଅଫ-ଆର୍ଟ) ଏବଂ ଭାରତର ୱାଲର୍ଡ- କ୍ଲାସ୍ ହସ୍ପିଟାଲ ମଧ୍ୟରୁ ଅନ୍ୟତମ। ଗ୍ଲିନେଗ୍ଲିସ୍ ଗ୍ଲୋବାଲ୍ ହସ୍ପିଟାଲ୍ ଲିଭର୍, କିଡ୍ନି, ହାର୍ଟ, ଫୁସ୍ଫୁସ୍, ପାନିକ୍ରିୟାଜ୍ ଏବଂ ବୋନ୍ ମେରୋ ଟ୍ରାନ୍ସପ୍ଲାଣ୍ଟ୍ସ୍ ସ୍ୱାସ୍ଥ୍ୟ ସେବାରେ ଏକ ଅଗ୍ରଣୀ ହସ୍ପିଟାଲ୍ ଅଟେ ଏହା ସହ ସମଗ୍ର ଦେଶରେ ଗ୍ଲିନେଗ୍ଲିସ୍ ଗ୍ଲୋବାଲ୍ ହସ୍ୱିଟାଲ୍ ବିଭିନ୍ନ ଅଙ୍ଗ ଟ୍ରାନ୍ସପ୍ଲାଣ୍ଟ୍ସ୍ ସେବା ମଧ୍ୟ ପ୍ରଦାନ କରିଥାଏ। ଡ଼. ପ୍ରଶାନ୍ତ ବାଚିନାଙ୍କ ସମ୍ପର୍କରେ ଡ଼. ପ୍ରଶାନ୍ତ ବାଚିନା ଗ୍ଲିନେଗ୍ଲିସ୍ ଗ୍ଲୋବାଲ୍ ହସ୍ପିଟାଲ୍, ଲଡକି ପା ପୁଲ୍ ଏବଂ ରେନ୍ବୋ ଚିଲ୍ଡ୍ରେନସ୍ ହସ୍ୱିଟାଲରେ ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜିଷ୍ଟ୍, ହରପେଟୋଲୋଜିଷ୍ଟ୍ ଏବଂ ଟ୍ରାନ୍ସପ୍ଲାଣ୍ଟ୍ସ୍ ବିଭାଗର ଚିକିସିକ ଓ ପରାମର୍ଶଦାତା। ଔରଙ୍ଗାବାଦ୍ ମେଡିକାଲ୍ କଲେଜରୁ ଏମ.ବି.ବି.ଏସ୍ ଏବଂ ଏମ.ଡି ପାସ୍ କରିଛନ୍ତି ଏବଂ ଗୋଲ୍ଡ୍ ମେଡାଲିଷ୍ଟ୍। ପିଡିଆଟ୍ରିିକ୍ ହରପେଟୋଲୋଜିଷ୍ଟ୍ ଏବଂ ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ସ୍ ଉପରେ ୪ ବର୍ଷ କିଙ୍ଗ କଲେଜ୍ ଏବଂ ବ୍ରିମିନ୍ଙ୍ଗମ୍ ଚିଲ୍ଡ୍ରେନସ୍ ହସ୍ୱିଟାଲରେ ଟ୍ରେନିଂ ନେଇଛନ୍ତି। ପିଡିଆଟ୍ରିିକ୍ ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ସମ୍ୱନ୍ଧରେ ରୋୟାଲ୍ ଲଂଣ୍ଡନ ହସ୍ୱିଟାଲରେ ୪ ବର୍ଷ ଟ୍ରେନିଂ ନେଇଛନ୍ତି। ଜାତୀୟ ଓ ଆର୍ନ୍ତଜାତୀୟ ସୂଚକାଙ୍କ ପ୍ରତ୍ରିକାରେ ତାଙ୍କ ବିଷୟରେ ଖବର ପ୍ରକାଶିତ ଏବଂ ୨୦୧୦ ମସିହାରେ ଟ୍ରାନ୍ସପ୍ଲାଣ୍ଟେ୍ସନ୍୍ କ୍ଷେତ୍ରରେ ସର୍ବ ଶ୍ରେଷ୍ଠ ରିସର୍ଚ୍ଚର ନିମନ୍ତେ ରାଇଜିଂଙ୍ଗ ଷ୍ଟାର୍ ଆୱାର୍ଡରେ ସମ୍ମାନିତ ହୋଇଥିଲେ। ସେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟରେ ଲିଭର ଟ୍ରାନ୍ସପ୍ଲାଣ୍ଟେ୍ସନ୍୍ ଆୟନ ତିଆରି କରୁଛନ୍ତି।

Share :